ବ୍ରହ୍ମପୁର ମୁନିସିପାଲ ପକ୍ଷରୁ ନୂଆଁ ଧରଣର ଭେଣ୍ଡିଂ ଜୋନ ନିର୍ମାଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ୨୭ ନମ୍ବର ୱାର୍ଡ ଅନ୍ତର୍ଗତ ଗୋଷାଣୀ ନୂଆଁଗାଁ ଥାନା ନିକଟ ଫ୍ଲାଇ-ଓଭର ବ୍ରିଜ ଠାରେ ନୂଆଁ ଧରଣର ଭେଣ୍ଡିଂ ଜୋନ ନିର୍ମାଣ ହେବ ଏବଂ ଏହା ସହ ଏହାର ସୌନ୍ଦର୍ୟ୍ୟକରଣ ବିସ୍ତୀର୍ଣ୍ଣ ରୂପେ ହେବ ବୋଲି ବିଏମସି କମିଶନର ସିଦ୍ଧେଶ୍ଵର ବଳିରାମ ବୋନ୍ଦାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.