oom

ପ୍ରଦୀପ ଚାନ୍ଦଙ୍କ ବିୟୋଗରେ ଚାନ୍ଦ ରଥଯାତ୍ରା କମିଟିର ଶୋକସଭା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାନ୍ଦ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ପ୍ରଦୀପ କୁମାର ଚାନ୍ଦଙ୍କ ଅକାଳ ବିୟୋଗରେ ଚାନ୍ଦ ମନ୍ଦିର ରଥଯାତ୍ରା ପାଳନ କମିଟି ସଦସ୍ୟମାନଙ୍କ ଏକ ଶୋକସଭା ଗତ କାଲି ସଂଧ୍ୟା ୭ ଟାରେ ମନ୍ଦିର ପ୍ରାଙ୍ଗଣରେ ସୁଧୀର କୁମାର ତ୍ରୀପାଠୀଙ୍କ ଆବାହକତ୍ଵରେ ଅନୁଷ୍ଟିତ ହେଇଯାଇଛି । ରଥଯାତ୍ରା ପାଲନ କମିଟି ସଦସ୍ୟ ଅଶୋକ କୁମାର ଚାନ୍ଦ, ଅନିଲ ଠାକୁର, ରାଜକୁମାର ମିଶ୍ର, ସୁଧାନିଧି ହୋତା, ଛାୟାକାନ୍ତ ସାହୁ, ସତ୍ୟନାରାୟଣ ଶତପଥି, ବୁଲୁ ବେହେରା, ଜୟଚନ୍ଦ୍ର ପଟେଲ, ରଞ୍ଜିତ ପଣ୍ଡା, ଗୋପବନ୍ଧୁ ଶତପଥୀ, କୃଷ୍ଣଚନ୍ଦ୍ର ମିଶ୍ର, ଦେବେନ୍ଦ୍ର ଶତପଥୀ, ବଳରାମ ବେହରା ପ୍ରମୁଖ ସ୍ୱର୍ଗତ ଚାନ୍ଦଙ୍କ ବହୁମୁଖି ପ୍ରତିଭାକୁ ସ୍ମରଣ କରି ବକ୍ତବ୍ୟ ରଖିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ଆରମ୍ଭ କରିଥିବା ପ୍ରୟାସକୁ ଫଳବତୀ କରି ଆଗକୁ ମଧ୍ୟ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ।

jittmm
Leave A Reply

Your email address will not be published.