csstore

ଖପ୍ରାଖୋଲ ପୋଲିସ ଦ୍ୱାରା ୩୨ ଜଣ ଦାଦନ ଶ୍ରମିକ ଉଦ୍ଧାର : ସୂଚନା ଦେଲେ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରୋଖଲ ଥାନା ପୋଲିସ ଦ୍ୱାରା ୩୨ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ନେଇ ଆଜି ଏସ୍‌ପି ନିତିନ କୁଶଲକର ସୂଚନା ଦେଇଛନ୍ତି । ତେବେ ଉଦ୍ଧାର ହୋଇଥିବା ୩୨ ଜଣ ଦାଦନ ଶ୍ରମିକଙ୍କ ମଧ୍ୟରୁ ୧୦ ଜଣ ପୁରୁଷ, ୧୦ ଜଣ ମହିଳା ଏବଂ ୧୨ ଜଣ ଶିଶୁ ଏବଂ ୨ଜଣ ଶ୍ରମିକ ସର୍ଦ୍ଦାର ହୋଇଥିବା ବେଳେ ଏଯାଏଁ ମିଶନ ଉଦ୍ଧାର ଅଧିନରେ ୩୨୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ଏସ୍‌ପି ନିତିନ କୁଶଲକର ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.