Daily Archives

ତହସିଲଦାରଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ

ଫୁଲବାଣୀ : କନ୍ଧମାଳ ଜିଲା କ.ନୂଆଗାଁ ଥାନା ରାଇକିଆ ଓ ନୂଆଗାଁ ଛକ ଠାରେ ତହସିଲଦାରଙ୍କ ସରକାରୀ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଗତକାଲି ସକାଳୁ କୌଣସି ଏକ ସରକାରୀ କାମରେ ତହସିଲଦାର ଫୁଲବାଣୀ ଆସି ପୁଣି ନିଜ କାର୍ଯ୍ୟାଳୟକୁ ଫେରୁଥିବା ବେଳେ କ.ନୂଆଗାଁର ଡିମିରିକିଆ ନିକଟରେ
Read More...

ସମ୍ବିଧାନ ସଚେତନତା ସମ୍ମିଳନୀ ଅନୁଷ୍ଠିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ସ୍ଥିତ ମଙ୍ଗଳ ଭବନ ଠାରେ ଜିନ୍ଦାବାଦ ସଂଗଠନ ପକ୍ଷରୁ ସମ୍ବିଧାନ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀକୁ ଜିନ୍ଦାବାଦ ସଂଗଠନର ପ୍ରତିଷ୍ଠାତା ତଥା ଆଇନଜୀବୀ ତ୍ରିଲୋଚନ ପୁଞ୍ଜି ସଭା ସଂଚାଳନ କରିଥିଲେ । ସଂଗଠନର କେନ୍ଦ୍ରୀୟ
Read More...

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମକ୍‌ଡ୍ରିଲ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ବୌଦ୍ଧରେ ମକ୍‌ଡ୍ରିଲ ଅନୁଷ୍ଠିତ । ବୌଦ୍ଧ ଜିଲ୍ଲାର ଚାରିଗୋଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ବହିରା, ଘଣ୍ଟାପଡା, କୁଳୁତାଜର ଏବଂ ଧର୍ମନଗରରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜନସାଧାରଣଙ୍କୁ ସଚେତନ କରିବା
Read More...

ସେବା ସେନାର ପ୍ରଥମ ବୈଠକ ଅନୁଷ୍ଠିତ

କଲ୍ୟାଣସିଂହପୁର : ସେବା ସେନାର ପ୍ରଥମ ବୈଠକ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡାଗୁଡ଼ା ଗ୍ରାମଠାରେ ଜିଲ୍ଲା ସଭାପତି ସନ୍ତୋଷ କୁମାର ବଚ୍ଛାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂତନ କମିଟି ମଧ୍ୟ ଚୟନ କରାଯାଇଛି । ଏହି ସଂଗଠନର ମୂଳ ଲକ୍ଷ୍ୟ ହେଉଛି
Read More...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର କ. ନୂଆଁଗା ବ୍ଲକ୍ ଅନ୍ତର୍ଗତ ସାରଙ୍ଗଗଡ ଠାରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ କଅଁରଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବୁଥ୍ ସ୍ତରରେ କିଭଳି ଭାବରେ ଯୁବକମାନଙ୍କୁ ଅଧିକରୁ ଅଧିକ ଭାରତୀୟ ଜନତା ପାର୍ଟି ସହ
Read More...

ଆଜି ବ୍ୟାଙ୍କଗୁଡିକର କାର୍ଯ୍ୟଧାରା ସମୀକ୍ଷା କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ବ୍ୟାଙ୍କଗୁଡିକର କାର୍ଯ୍ୟଧାରା ସମୀକ୍ଷା କରିବେ ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେ ବ୍ୟାଙ୍କଗୁଡିକର କାର୍ଯ୍ୟଧାରା ଏବଂ ବିଭିନ୍ନ ସରକାରୀ ଯୋଜନା ରୂପାୟନରେ ସେମାନଙ୍କର
Read More...

ଭୀଷଣ ବର୍ଷା ସହିତ ବଜ୍ରପାତ : ଭାଙ୍ଗିଲା ଘର, ଲାଗିଗଲା ନିଆଁ

ହରଭଙ୍ଗା : ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଖରଭୂଇଁ ଗ୍ରାମରେ ଭୀଷଣ ବର୍ଷା ସହ ବଜ୍ରପାତ ହେବା ଫଳରେ ଗାଁର କିଛି ଲୋକଙ୍କ ଘରେ ବିଦ୍ୟୁତ ମିଟରରେ ନିଆଁ ଲାଗିବା ସହ ଘର ମଧ୍ୟ ଫାଟି ନିଆଁ କରିଥଇବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗ୍ରାମର ଶଶାଙ୍କ ପୃଷ୍ଟିଙ୍କ ଚାଳଘରେ ନିଆଁ ଲାଗିବା ସହ
Read More...

ଗୋରୁ ଚାଲାଣ ବେଳେ ୧୦ ଚକିଆ ଟ୍ରକ୍ ଜବତ : ଡ୍ରାଇଭର ଅଟକ

ଜଳେଶ୍ଵର : ବାଲେଶ୍ୱର ଜିଲ୍ଲା ୬୦ ନମ୍ଵର ଜାତୀୟ ରାଜପଥ ରାଜଘାଟରେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ଗୋରୁ ବୋଝେଇ ୧୦ ଚକିଆ ଟ୍ରକ୍ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଥିବା ଜଣାପଡିଛି । ଟ୍ରକରୁ ୬୦ରୁ ଅଧିକ ଗୋରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ,
Read More...

ଖପ୍ରାଖୋଲରେ ବ୍ଲକସ୍ତରୀୟ ଆସନ୍ନ ବନ୍ୟା ପରିସ୍ଥିତି ମୁକାବିଲା ସମ୍ପର୍କିତ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ଥାନୀୟ ବ୍ଲକ୍ ସଭା ଗୃହ ଠାରେ ବ୍ଲକସ୍ତରୀୟ ଆସନ୍ନ ବନ୍ୟା ପରିସ୍ଥିତି ମୁକାବିଲା ସମ୍ପର୍କିତ ପ୍ରସ୍ତୁତି ବୈଠକ ବିଡ଼ିଓ ଭୀମସେନ କହଁରଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଟିତ ହୋଇଯାଇଛି । ବୈଠକରେ ବର୍ଷାଦିନ ଆସିଥିବାରୁ ତାର ପ୍ରସ୍ତୁତି, ଜନ ସଚେତନତା,
Read More...

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ବୌଦ୍ଧ ଶାଖା ପକ୍ଷରୁ ବାଳକ ବାଳିକାଙ୍କ ପାଇଁ ଦିନିକିଆ…

ବୌଦ୍ଧ, (ମମତା ମହାକୁର) : ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ବୌଦ୍ଧ ଶାଖା ପକ୍ଷରୁ ବୌଦ୍ଧ ସହରର ରାଜବାଟିସ୍ଥିତ ଜିଲ୍ଲା କେନ୍ଦ୍ରଠାରେ ଆଜାଦିକା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ବାଳକ ବାଳିକାମାନଙ୍କ ପାଇଁ ଦିନିକିଆ ଆଧ୍ୟାତ୍ମିକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।
Read More...
error: Content is protected !!