Daily Archives

ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଦମ୍ପତିଙ୍କ ଉପରେ ଛୁରା ମାଡ଼

• ସଙ୍କଟାପନ୍ନ ଅବସ୍ଥାରେ ଦମ୍ପତି, ବଡ ମେଡିକାଲରେ ଭର୍ତ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଘରେ ବସିଥିବା ସମୟରେ ଛୁରାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆସିକା ବ୍ଲକ୍ ବାବନପୁର ପାଟଣା ସାହି ବାସିନ୍ଦା ପ୍ରମୋଦ ଚନ୍ଦ୍ର ଦାଶ ଓ ତାଙ୍କ ସ୍ତ୍ରୀ ଗିରିଜା ଦାଶଙ୍କୁ ଛୁରୀରେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଡ୍ରାଇଭର ମୃତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅର୍ଜୁନପୁର ବୁର୍ଡ ରାସ୍ତାକଡରେ ଥିବା ଏକ ବରଗଛରେ କୋଇଲା ବୋଝେଇ ଟ୍ରକ ପିଟି ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଟ୍ରକଟି ସୋନପୁର ପଟୁ
Read More...

ଦେବେନ୍ଦ୍ର ମିଶ୍ରଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ନିମନ୍ତେ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜି ପ୍ରଥମ ଇଲେକ୍ସନ କମିଶନ୍ ଦେବେନ୍ଦ୍ର ମିଶ୍ରଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ନିମନ୍ତେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହା ୱିନର ଆସୋସିଏସନ୍‌ର ମୁଖ୍ୟ ଉପଦେଷ୍ଟା ଉମାନାଥ ମିଶ୍ରଙ୍କ ନେତୃତ୍ୱ ତଥା ଓଡ଼ିଶା ମୋ ପରିବାରର ମିଳିତ
Read More...

ବାସୁଦେବପୁରରେ ଚତୁର୍ଥ ପର୍ଯ୍ୟାୟରେ ୭୬ ପ୍ରତିଶତ ମତଦାନ

ଭଦ୍ରକ : ଭଦ୍ରକ, ବନ୍ତ, ଚାନ୍ଦବାଲି, ଭଣ୍ଡାରିପୋଖରୀ, ତିହିଡି ବ୍ଲକରେ ମତଦାନ ଶେଷ ‌ହୋଇଥିବା ବେଳେ ଆଜି ଚତୁର୍ଥ ପର୍ଯ୍ୟାୟରେ ବାସୁଦେବପୁର ବ୍ଲକରେ ମତଦାନ ‌ଶେଷ ହୋଇ ମୋଟ ୭୬ ପ୍ରତିଶତ ମତଦାନ କରାଯାଇଥିବା ସୂଚନା ମିଳିଛି । ଏହି ବ୍ଲକର ୫ ଟି ଜିଲ୍ଲା ପରିଷଦ ଜୋନ୍ -୧୭, ୧୮, ୧୯,
Read More...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୭୩ ପ୍ରତିଶତ ମତଦାନ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୭୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଯାଜପୁର ଜିଲ୍ଲାର ପଛୁଆ ଅଞ୍ଚଳ ନଗଡାରେ ରେକର୍ଡ ମତଦାନ ହୋଇଥିବା ଜଣାପଡିଛି । ନଗଡାରେ ସର୍ବାଧିକ ୮୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।
Read More...

ଖଣ୍ଡବନ୍ଧ ଗ୍ରାମର ୫୦ ବର୍ଷର ବ୍ୟକ୍ତି ନିଖୋଜ ଅଭିଯୋଗ : ଥାନାର ଦ୍ୱାରସ୍ଥ ହେଲେ ‌ସାନଭାଇ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମରେ ଘଟିଯାଇଛି ଏକ ଅଘଟଣ । ସୂଚନା ଥାଉକି ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ନିହଲପ୍ରସାଦ୍ ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମ ପଞ୍ଚାୟତର କାଲୁଣିଗୋଡା ଗ୍ରାମର ଅଇଁଠୁ ରାଉତ(୫୦) ଚଳିତ
Read More...

ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ : ସୋହେଲା ବ୍ଲକରେ ୮୪.୭୮ ପ୍ରତିଶତ ଭୋଟଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାର ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ଭୋଟ ଗ୍ରହଣରେ ୮୪.୭୮ ଶତକଡା ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଜିଲ୍ଲାର କେବଳ ସୋହେଲା ବ୍ଲକ ପାଇଁ ଭୋଟ ଗ୍ରହଣ ହୋଇଥିଲା । ୨୭
Read More...

ମଣ୍ଡୋମହୁଲରେ ଭାଗବତ ଗୋପଳୀଲା ପାରାୟଣ ମହାସମାରୋହରେ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମଣ୍ଡୋମହୁଲ ଗ୍ରାମରେ ମାଘ ପୂର୍ଣ୍ଣିମା ଅବସରରେ ଭାଗବତ ଗୋପଳୀଲା ପାରାୟଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚାରି ଦିନ ଧରି ଅନୁଷ୍ଠିତ ଭାଗବତ ଗୋପଳୀଲା ପାରାୟଣରେ ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳଶ ଆଣି ପୂଜା
Read More...

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ

ଉନ୍ନା : ହିମାଚଳ ପ୍ରଦେଶର ଉନ୍ନା ଜିଲ୍ଲାର ଟାହଲିୱାଲା ସ୍ଥିତ ଏକ ବାଣ ଫ୍ୟାକ୍ଟ୍ରିରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି । ଏହି ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କୁହାଯାଉଛି ଯେ, ବିସ୍ଫୋରଣରେ ପୋଡି ସମସ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ
Read More...

ପାଇକ ଫୁଲବେଡା ପଞ୍ଚାୟତର ତିନି ଗ୍ରାମବାସୀଙ୍କ ଭୋଟ ବର୍ଜନ

କୋରାପୁଟ : ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ଦଶମନ୍ତପୁର ବ୍ଲକର ପାଇକ ଫୁଲବେଡା ପଞ୍ଚାୟତର ତିନିଖଣ୍ଡ ଗ୍ରାମବାସୀ ସଲପଗୁଡା ବୁଥରେ ଭୋଟ ବର୍ଜନ କରିଥିବା ଜଣାପଡିଛି । ଗ୍ରାମବାସୀଙ୍କ କହିବା ଅନୁସାରେ ରାସ୍ତା ନାହିଁ ତ ଭୋଟ ନାହିଁ । ପିଇବା ପାଣି ନାହିଁ ତ ଭୋଟ ନାହିଁ, ଏହିଭଳି
Read More...