Daily Archives

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଚମ୍ପାବତ ଜିଲ୍ଲାରୁ ପ୍ରାୟ ୬୫ କିଲୋମିଟର ଦୂର ଡାଣ୍ଡା ଅଞ୍ଚଳରେ ଗତକାଲି ବିଳମ୍ୱିତ ରାତିରେ ଏକ ବଲେରୋ ଗାଡ଼ି ଭାରସାମ୍ୟ ହରାଇ ଏକ ଗର୍ତ୍ତ ଭିତରକୁ ଓଲଟି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏକ ପରିବାର ବାହାଘର ଭୋଜିକୁ ଯୋଗ
Read More...

ବଲାଙ୍ଗିର ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଶେଷ : ଭୋଟ ଦେଲେ ୮୨.୨୦ ପ୍ରତିଶତ ଭୋଟର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ତିନୋଟି ବ୍ଲକ୍‌ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ସମାପ୍ତ ହୋଇଯାଇଛି । ଦେଓଗାଁ, ଗୁଡ଼ଭେଲା ଓ ବଲାଙ୍ଗିର ସଦର ବ୍ଲକ୍‌ରେ ଆଜି ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ତିନୋଟି ଯାକ ବ୍ଲକ୍‌ରେ ୧ ଲକ୍ଷ ୫୮ ହଜାର ୮୯୪ ଜଣ ଭୋଟର
Read More...

ବିବାହ ବେଦୀରେ ଡ. ଶାନ୍ତିଲତା ଅଧିକାରୀଙ୍କୁ ବୃକ୍ଷଦାନ କଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିବାହ ବେଦୀ, ବ୍ରତୋପନୟନ, ଜନ୍ମଦିନ ଓ ଶ୍ରାଦ୍ଧ ଦିବସରେ ବୃକ୍ଷଦାନ କରି ଚର୍ଚ୍ଚାରେ ଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ପରିବେଶ ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ଗତକାଲି ପୁରୀ ଆଖଣ୍ଡଳମଣି ମନ୍ଦିର ପରିସରରେ ପ୍ରକୃତି ପୁତ୍ରୀ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଗଭୀର ଗର୍ତ୍ତରେ ଖସିପଡ଼ିଲା ହାତୀ

କୋଲକାତା : ପଶ୍ଚିମବଙ୍ଗ ମିଦନାପୁର ଅଞ୍ଚଳରେ ଏକ ହାତୀ ଗଭୀର ଗର୍ତ୍ତରେ ଖସିପଡିଥିବା ବେଳେ ହାତୀକୁ ବନ ବିଭାଗ କର୍ମଚାରୀ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗ ମିଦନାପୁର ଅଞ୍ଚଳରେ ଏକ ହାତୀ ଗଭୀର ଗର୍ତ୍ତରେ ଖସିପଡିଥିଲା । ଫଳରେ ସେ ଯେତେ ଚେଷ୍ଟା
Read More...

୧ଟା ସୁଦ୍ଧା ୭୦ପ୍ରତିଶତ ମତଦାତା କଲେ ମତଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ଆଜି ଅପରାହ୍ନ ୧ଟା ସୁଦ୍ଧା ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ରହିଛି । ପ୍ରାୟ ସମସ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଥିବା ବେଳେ ବାଲାଟ ପେପର ତ୍ରୁଟି ଯୋଗୁଁ
Read More...

ଆମ୍ବୁଲାନ୍ସ ଧକ୍କାରେ ସାଇକେଲ ଆରୋହୀ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଛକ ନିକଟରେ ଆମ୍ବୁଲାନ୍ସ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଦୁର୍ଘଟଣା ପରେ ଆମ୍ବୁଲାନ୍ସଟି ଘଟଣାସ୍ଥଳରୁ ବୌଦ୍ଧ ଆଡକୁ ଚାଲିଯାଇଥିବା କୁହାଯାଉଛି । ମୃତ ସାଇକେଲ ଆାରୋହୀ ଜଣକ ଶ୍ୟାମସୁନ୍ଦରପୁର
Read More...

ଅଭିମନ୍ୟୁ ସାହିତ୍ୟ ସଂସଦରେ ବିଶ୍ଵ ମାତୃଭାଷା ଦିବସ ପାଳିତ

ଭାଷା ସମାଜକୁ ଆଲୋକିତ କରେ,ତେଣୁ ବହୁବିଧ ବିକାଶ ପାଇଁ ଉଦ୍ୟମ ଆବଶ୍ୟକ ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାଷା ସମାଜକୁ ଆଲୋକିତ କରେ । ତେଣୁ ଭାଷାର ଉନ୍ନତି ମାଧ୍ୟମରେ ସଭ୍ୟତାର ଉନ୍ନତି ସଂଭବ ହୋଇପାରିବ । ସଂପ୍ରତି ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଭାଷାର ବହୁବିଧ ବିକାଶ କରାଯାଇପାରିବ
Read More...

ମିଠାପାଲିରେ ଯାଦବ ସମାଜର ବାର୍ଷିକ ବୈଠକ : ନିଲାବତୀ ଯାଦବ କଲ୍ୟାଣ ମଣ୍ଡପ ନାମରେ ନାମିତ କରାଯିବା ପାଇଁ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମିଠାପାଲି ପଞ୍ଚାୟତ ଠାରେ ଯାଦବ ସମାଜର ସାମାଜିକ ବାର୍ଷିକ ବୈଠକ କଲାକାହ୍ନୁ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମାଜର ଇଷ୍ଟ ଦେବୀ ମାଁ ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା
Read More...

୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ, ୨ ଗୁରୁତର

ବରଗଡ, (ନିରୋଜ କୁମାର ପାଣି) : ସେହେଲା ବ୍ଲକ ପଣ୍ଡକିପାଲି ଗାଁରେ ନିର୍ବାଚନୀ ହିଂସା ଯୋଗୁଁ ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବରଗଡ଼ ସେହେଲା ବ୍ଲକ ପଣ୍ଡକିପାଲି ଗାଁରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା
Read More...
error: Content is protected !!