Daily Archives

ମୋବାଇଲ ଦୋକାନ ଲୁଟ୍‌ ଘଟଣାର ଅନ୍ୟତମ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବହୁ ଚର୍ଚ୍ଚିତ ସ୍ଥାନୀୟ ସିନେମା ହଲ୍‌ ଛକର ମୋବାଇଲ ଦୋକାନ ଲୁଟ୍‌ ଘଟଣାର ଅନ୍ୟତମ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଲାଙ୍ଗିର ପୋଲିସ । ଏସଂପର୍କରେ ସୂଚନା ଦେଇଛନ୍ତି ଏସ୍‌ଡିପିଓ ତୋଫାନ ବାଗ । ଦିଆଯାଇଥିବା ସୂଚନା ଅନୁସାରେ କେଶ୍‌ ନଂ. ୨୭/୨୨
Read More...

କନ୍ଧପାଲିପଡାରେ ଶ୍ରୀ ଶ୍ରୀ ମା’ ମାଣିକେଶ୍ୱରୀ ଭାଗବତ ମନ୍ଦିର ପ୍ରତିଷ୍ଠା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କନ୍ଧପାଲିପଡା ଠାରେ ଶ୍ରୀ ଶ୍ରୀ ମା’ ମାଣିକେଶ୍ୱରୀ ଭାଗବତ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ସମାଜସେବିକା ସ୍ୱର୍ଗତ ବିଜୟା ରାଣୀ ପରିଚ୍ଛାଙ୍କ ସ୍ମାରକୀ ରୂପେ ପ୍ରତିଷ୍ଠାତା ତରୁଣ କୁମାର ପରିଚ୍ଛାଙ୍କ ଦ୍ୱାରା ଏହି ମନ୍ଦିର ପ୍ରତିଷ୍ଠା ହୋଇଛି ।
Read More...

ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ତମାଖୁ ସେବନର କୁପ୍ରଭାବ, ତମାଖୁ ଉତ୍ପାଦନ,
Read More...

ମନ୍ତ୍ରୀ ସୁଶାନ୍ତ ସିଂ ଓ ଟୁକୁନି ସାହୁଙ୍କ ଗାଡିକୁ ଅଣ୍ଡା ମାଡ଼

ସଇଁତଲା, (ପ୍ରମୋଦ କୁମାର ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଲାଠାରେ ୩୦ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ଆସୁଥିବା ବେଳେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ
Read More...

ଶ୍ରୀରାମ ମନ୍ଦିର ଭୂମିପୂଜନ ଉତ୍ସବ ଅନୁଷ୍ଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ବଜାର ସ୍ଥିତ ସତ୍‌ସଙ୍ଗ ଭବନ ପ୍ରାଙ୍ଗଣ ମଧ୍ୟରେ ସୋମବାର ଶ୍ରୀରାମ ମନ୍ଦିର ଭୂମିପୂଜନ ଶୁଭାରମ୍ଭ ଅନୁଷ୍ଟିତ ହୋଇଯାଇଛି । ସଦ୍‌ଭାବନା ଆଧ୍ୟାତ୍ମିକ ଏବଂ ଦୟାଶୀଳ ପ୍ରତ୍ୟୟର କର୍ମକର୍ତ୍ତା ଓ ଅଞ୍ଚଳବାସୀଙ୍କ
Read More...

ଡେବିରିମୁଣ୍ଡାରେ ବେଆଇନ ବାହାଘରକୁ ରୋକିଲା ବଲାଙ୍ଗିର ଚାଇଲ୍ଡ ଲାଇନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଡେବିରିମୁଣ୍ଡା ଗ୍ରାମରେ ଜଣେ ନାବାଳିକା ଝିଅକୁ ତାର ପିତା ମାତା ନିକଟସ୍ଥ କପାଣି ଗ୍ରାମର ଜଣେ ସାବାଳକ ସହିତ ବିବାହ କରାଇବାକୁଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ୟୁଥ ସର୍ଭିସ ସେଣ୍ଟର ବଲାଙ୍ଗିର ଚାଇଲ୍ଡ ଲାଇନ ଘଟଣା ସ୍ଥଳରେ ପହଞ୍ଚି
Read More...

କେବେ ଭାଙ୍ଗିବ ଜିଲ୍ଲାପାଳଙ୍କ ଅହଂକାର : ପଦ୍ମପୁର ଓକିଲ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁରରେ ଗତ ତା ୨୭/୦୧/୨୦୨୨ ରିଖରେ ପଦ୍ମପୁର ଓକିଲ ସଂଘର ସଭାପତି ଗୌନ୍ତିଆ କୁମାର ସାହୁଙ୍କ ସଭାପତିତ୍ଵରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଓକିଲ ସଂଘ ତରଫରୁ ତାଲାବନ୍ଦ ଆନ୍ଦୋଳନ ନିଷ୍ପତ୍ତ ନିଆଯାଇଥିଲା । ପଦ୍ମପୁର ଉପଖଣ୍ଡ ଏକ ବଡ଼
Read More...

ରାଇଡ଼୍‌ ୱିଥ୍‌ ହିଜାବ : ଭୋପାଳରେ ଖାନ ସିଷ୍ଟର୍ସ ଦୌଡ଼ାଇଲେ ବାଇକ୍, ଫ୍ଲାଇଙ୍ଗ୍ କିସ୍ ମଧ୍ୟ ଦେଲେ

ଭୋପାଳ : କର୍ଣ୍ଣାଟକରେ ହିଜାବ ବିବାଦର ପ୍ରଭାବ ମଧ୍ୟପ୍ରଦେଶରେ ଦେଖାଯାଉଛି । ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାରଙ୍କ ମନ୍ତ୍ରୀ ମଧ୍ୟ ଏ ବାବଦରେ ଏକ ବିବୃତ୍ତି ଦେଇଛନ୍ତି । ହିଜାବ ବିବାଦ ମଧ୍ୟରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ହିଜାବ ବାଇକ୍‌ ଚାଳକ 'ଖାନ ଭଉଣୀ'ଙ୍କ ଏକ ଭିଡିଓ
Read More...

ବୋଲେରୋକୁ ଧକ୍କା ଦେଲା ବେଦାନ୍ତ ଟ୍ରକ, ବୋଲେରୋ ଚୁରମାର

ଲୋଇସିଂହା, (କେପିଏନ୍‌ଏସ୍‌) : ବ୍ଲକ ଛକ ହରେକୃଷ୍ଣ ମହତାବ ହାଇସ୍କୁଲ ସାମ୍ନାରେ ଜାତୀୟ ରାଜପଥ ନଂ.୨୬ରେ ଏକ ବୋଲେରୋ ଗାଡି ବଲାଙ୍ଗିରରୁ ଫେରି ରାତି ୨ଟାରେ ଛିଡା ହୋଇଥିଲା । ଏହି ସମୟରେ ବେଦାନ୍ତ କମ୍ପାନୀର ଏକ ଟ୍ରକ ବୋଲେରୋକୁ ପଛପଟୁ ଧକ୍କା ଦେବା ଯୋଗୁଁ ବୋଲେରୋ ଗାଡିଟି ରାସ୍ତା କଡ଼କୁ
Read More...

ଲୋଇସିଂହା ବ୍ଲକରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର

ଗ୍ରାମାଞ୍ଚଳର ବିକାଶ କେବଳ କଂଗ୍ରେସ ଦ୍ୱାରା ସମ୍ଭବ- ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଗତ କିଛି ବର୍ଷ ହେବ ଆପଣମାନେ କ୍ରମାଗତ ଭାବେ ବିଜେପି ଓ ବିଜେଡି ଦଳକୁ ନିଜର ବହୁ ମୂଲ୍ୟ ଭୋଟ ଦେଇ ଆସୁଛନ୍ତି । ଏହି ଦଳମାନଙ୍କୁ ମନଖୋଲି ଭୋଟ ଦେବା ସତ୍ୱେ ଆପଣମାନେ ସାଧାରଣ ମୌଳିକ
Read More...