pakka

ମୋବାଇଲ ଦୋକାନ ଲୁଟ୍‌ ଘଟଣାର ଅନ୍ୟତମ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ପୋଲିସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବହୁ ଚର୍ଚ୍ଚିତ ସ୍ଥାନୀୟ ସିନେମା ହଲ୍‌ ଛକର ମୋବାଇଲ ଦୋକାନ ଲୁଟ୍‌ ଘଟଣାର ଅନ୍ୟତମ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଲାଙ୍ଗିର ପୋଲିସ । ଏସଂପର୍କରେ ସୂଚନା ଦେଇଛନ୍ତି ଏସ୍‌ଡିପିଓ ତୋଫାନ ବାଗ । ଦିଆଯାଇଥିବା ସୂଚନା ଅନୁସାରେ କେଶ୍‌ ନଂ. ୨୭/୨୨ ତା. ୧୫/୦୧/୨୨ ଦଫା ୪୫୭/୩୮୦/୩୪/ଆଇପିସି ଅଧାରରେ ରାଜସ୍ଥାନର ଅଲୱାର ଜିଲ୍ଲା ଅଧିନସ୍ଥ ମିଆ ଥାନା ଅନ୍ତର୍ଗତ ମୀନାପୁରର ବିଜୟ ମୀନା(୨୨)କୁ ପୋଲିସ ଗିରଫ କରିଛି । ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ଏହି ମାମଲାରେ ବଲାଙ୍ଗିର ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଛି ।

jay balangir
Leave A Reply

Your email address will not be published.

seven + 6 =