pakka

କନ୍ଧପାଲିପଡାରେ ଶ୍ରୀ ଶ୍ରୀ ମା’ ମାଣିକେଶ୍ୱରୀ ଭାଗବତ ମନ୍ଦିର ପ୍ରତିଷ୍ଠା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କନ୍ଧପାଲିପଡା ଠାରେ ଶ୍ରୀ ଶ୍ରୀ ମା’ ମାଣିକେଶ୍ୱରୀ ଭାଗବତ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ସମାଜସେବିକା ସ୍ୱର୍ଗତ ବିଜୟା ରାଣୀ ପରିଚ୍ଛାଙ୍କ ସ୍ମାରକୀ ରୂପେ ପ୍ରତିଷ୍ଠାତା ତରୁଣ କୁମାର ପରିଚ୍ଛାଙ୍କ ଦ୍ୱାରା ଏହି ମନ୍ଦିର ପ୍ରତିଷ୍ଠା ହୋଇଛି । ପଡ଼ାର ମା’ମାନେ ମିଶି ବିଶିଷ୍ଠ ସମାଜସେବୀ ଡ. ଶ୍ରୀକର ମିଶ୍ରଙ୍କ ଉପସ୍ଥିତିରେ ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ରୀତିନୀତି ଅନୁସାରେ ସମାପନ କରିଥିବା ସୂଚନା ମିଳିଛି । ଏଥିରେ ପଡାର ଶତାଧିକ ମା’ମାନେ ବିଶେଷ ସହଯୋଗ କରିଥିବା କୁହାଯାଇଛି ।

jay balangir
Leave A Reply

Your email address will not be published.

five + 20 =