pakka

ରାଇଡ଼୍‌ ୱିଥ୍‌ ହିଜାବ : ଭୋପାଳରେ ଖାନ ସିଷ୍ଟର୍ସ ଦୌଡ଼ାଇଲେ ବାଇକ୍, ଫ୍ଲାଇଙ୍ଗ୍ କିସ୍ ମଧ୍ୟ ଦେଲେ

bbehera

ଭୋପାଳ : କର୍ଣ୍ଣାଟକରେ ହିଜାବ ବିବାଦର ପ୍ରଭାବ ମଧ୍ୟପ୍ରଦେଶରେ ଦେଖାଯାଉଛି । ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାରଙ୍କ ମନ୍ତ୍ରୀ ମଧ୍ୟ ଏ ବାବଦରେ ଏକ ବିବୃତ୍ତି ଦେଇଛନ୍ତି । ହିଜାବ ବିବାଦ ମଧ୍ୟରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ହିଜାବ ବାଇକ୍‌ ଚାଳକ ‘ଖାନ ଭଉଣୀ’ଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଇନଷ୍ଟାଗ୍ରାମରେ ‘ଖାନ ସିଷ୍ଟର୍ସ’ ନାମରେ ଅପଲୋଡ୍ ହୋଇଥିବା ଏହି ଭିଡିଓକୁ ଭୋପାଳର ଭିଆଇପି ରୋଡ୍ ବୋଲି କୁହାଯାଉଛି ।

ଭାଇରାଲ ଭିଡିଓରେ ହିଜାବ ପିନ୍ଧିଥିବା ଚାରିଜଣ ମହିଳା ଭୋପାଳର ଭିଆଇପି ରୋଡରେ ସ୍ପୋର୍ଟସ ବାଇକ୍‌ ଏବଂ ବୁଲେଟ୍‌ ଚଳାଇଥିବାର ନଜରକୁ ଆସିଛନ୍ତି । ଏହି ସମୟରେ ବାଇକ୍ ପଛପଟେ ବସିଥିବା ଝିଅଟି ଫ୍ଲାଇଙ୍ଗ୍ କିସ୍‌ ଦେଉଥିବା ଦୃଶ୍ୟ ମଧ୍ୟ ଦେଖବାକୁ ମିଳିଛି ।

jay balangir
Leave A Reply

Your email address will not be published.

five × four =