Daily Archives

ତରଭା ପୋଲିସକୁ ମିଳିଲା ବଡ଼ ସଫଳତା : ୧୨ଟି ବାଇକ ଉଦ୍ଧାର ସହ ୪ ଗିରଫ

ତରଭା : ତରଭା ପୋଲିସକୁ ମିଳିଛି ବଡ଼ ସଫଳତା । ଗତ ୨ତାରିଖ ଦିନ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରି ହୋଇଥିବା ଗୋଟିଏ ବାଇକ୍‌ର ଅନୁସନ୍ଧାନ କରିବା ସମୟରେ ଏକ ବାଇକ୍‌ ଚୋର ଗ୍ୟାଙ୍ଗକୁ ଠାବ କରିବା ସହ ୧୨ଟି ଚୋରି ବାଇକ ଉଦ୍ଧାର କରିବା ସହ ୪ ଜଣଙ୍କୁ ତରଭା ପୋଲିସ ଗିରଫ କରିଥିବା
Read More...

୧ କିଲୋ ୧୦୦ଗ୍ରାମ ବ୍ରାଉନ ସୁଗାର ଜବତ : ୧ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର୍‌ ୧୬ ନଂ. ଜାତୀୟ ରାଜପଥର ଏକ ସ୍ଥାନରୁ ଆଜି କ୍ରାଇମ ବ୍ରାଞ୍ଚ ଏସ୍‌ଟିଏଫ୍‌ ଅଧିକାରୀ ମାନେ ୧ କିଲୋ ୧୦୦ଗ୍ରାମ ବ୍ରାଉନ ସୁଗାର ଜବତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ କଲିମ୍‌ ନାମକ ଏକ ବେପାରୀ ବୋଲି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ବ୍ଲକରୁ ୧, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୮ ଜଣ, ଦେଓଗାଁରୁ ୭ ଜଣ, ଖପ୍ରାଖୋଲ ବ୍ଲକରୁ ୩ ଜଣ, ମୁରିବାହାଲ ବ୍ଲକରୁ ୨ ଜଣ,
Read More...

ସୋନିଆ ଗାନ୍ଧୀ ଗତ ଦେଢ଼ ବର୍ଷ ଧରି ଘର ଭଡା ଦେଇନାହାଁନ୍ତି : ବିଜେପି ନେତା ଦାବୀ କଲେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଅନ୍ୟପଟେ ପରିସ୍ଥିତିରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ନିର୍ବାଚନ ପ୍ରଚାରରୁ ସମ୍ପୂର୍ଣ୍ଣ ଦୂରରେ ଅଛନ୍ତି । ସେପଟେ ସୋନିଆ ଗାନ୍ଧୀଙ୍କ ବିରୋଧରେ ବିଜେପି ଆଇଟି ସେଲ୍
Read More...

ଭିଜିଲାନ୍ସ ଜାଲରେ କ.ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଜଙ୍ଗଲ ଡିଭିଜନ ଅନ୍ତର୍ଗତ କ.ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଅଧିକାରୀ
Read More...

‘ରାଷ୍ଟ୍ର ବିରୋଧୀ’ ତତ୍ତ୍ୱମାନଙ୍କୁ ନିଜର ସମର୍ଥକ ଭାବେ ଛିଡ଼ା କରାଉଛନ୍ତି ଦଙ୍ଗାକାରୀ ଏବଂ ମାଫିଆ ଲୋକେ…

ସାହାରନପୁର (ଉତ୍ତରପ୍ରଦେଶ) : ସମାଜବାଦୀ ପାର୍ଟି (ଏସପି)କୁ ଘୋର ପରିବାରବାଦୀ, ଦଙ୍ଗାକାରୀ ଏବଂ ମାଫିଆବାଦୀ ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ କହିଛନ୍ତି ଯେ, ଏମାନେ ବର୍ତ୍ତମାନ ନିର୍ବାଚନରେ ​​'ରାଷ୍ଟ୍ର ବିରୋଧୀ' ତତ୍ତ୍ୱମାନଙ୍କୁ ନିଜର ସମର୍ଥକ ଭାବେ ଛିଡ଼ା
Read More...

ଆସନ୍ତା କାଲି ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଜୁଳି ସରବରାହ ବନ୍ଦ ରହିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ବଲାଙ୍ଗିର ସହରରେ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଜୁଳି ସରବରାହ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମରାମତି କାର୍ଯ୍ୟ ପାଇଁ ବିଜୁଳି ସରବରାହ ବନ୍ଦ ରହିବାକୁ ଥିବା ବେଳେ ବିଭାଗ ପକ୍ଷରୁ ବିଦ୍ୟୁତ
Read More...

ଆଜି ପ୍ରେମ ସପ୍ତାହର ଚତୁର୍ଥ ଦିନ : ଟେଡ଼ି ଦିବସର ମଜା ନିଅନ୍ତୁ

ସୁଶ୍ରୀ ସ୍ନେହଲତା ଚାଲିଛି ଉନ୍ମାଦନା ଓ ଉତ୍ସାହମୟ ପ୍ରେମ ସପ୍ତାହ । ଆଜି ପ୍ରେମ ସପ୍ତାହର ଚତୁର୍ଥ ଦିନ । ତେବେ ଆଜିର ଦିନଟିକୁ ପ୍ରେମ ସପ୍ତାହର ‘ଟେଡ଼ି ଦିବସ’ ଭାବରେ ସାରା ବିଶ୍ୱରେ ପାଳନ କରାଯାଉଛି । ଟେଡ଼ି ଦିବସ ପ୍ରେମିକ ପ୍ରେମିକାମାନଙ୍କ ପାଇଁ ବେଶ୍‌ ଆକର୍ଷଣୀୟ ଦିବସ ଭାବରେ
Read More...

ଭାଲେନ୍‌ଟାଇନ୍ ସପ୍ତାହରେ ଅଜବ୍‌ ପ୍ରେମର ଗଜବ୍‌ କାହାଣୀ : ପ୍ରେମିକ ଠାରୁ ପ୍ରେମିକା ୨୦ ବର୍ଷ ସାନ

ଭରତପୁର : ଫେବୃଆରୀ ହେଉଛି ପ୍ରେମର ମାସ ବୋଲି ପ୍ରେମିକ ପ୍ରେମିକାମାନେ ବିଶ୍ୱାସ କରନ୍ତି । ତେବେ ଚାଲିଥିବା ଭାଲେନ୍‌ଟାଇନ୍‌ ସପ୍ତାହରେ ରାଜସ୍ଥାନର ଭରତପୁରରୁ ଅଜବ ପ୍ରେମର ଏକ ଗଜବ୍‌ କାହାଣୀ ସାମ୍ନାକୁ ଆସିଛି । ଏହି ପ୍ରେମ କାହାଣୀର ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେତେବେଳେ ପ୍ରେମିକଙ୍କୁ
Read More...

ଅପହରଣ ପରେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ମାଡ଼ ଅଭିଯୋଗ

ବାଲିଗୁଡ଼ା : ଅପହରଣ ପରେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ମାଡ଼ ଅଭିଯୋଗ ହୋଇଛି । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅପହରଣ କରି ଦୁଇଦିନ ଧରି ଦୁଷ୍କର୍ମ କରାଯିବା ସହ ମାଡ଼ ମରାଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଗତ ୩ତାରିଖ ବିଳମ୍ବିତ
Read More...