pakka

ଆଜି ପ୍ରେମ ସପ୍ତାହର ଚତୁର୍ଥ ଦିନ : ଟେଡ଼ି ଦିବସର ମଜା ନିଅନ୍ତୁ

bbehera
  • ସୁଶ୍ରୀ ସ୍ନେହଲତା

ଚାଲିଛି ଉନ୍ମାଦନା ଓ ଉତ୍ସାହମୟ ପ୍ରେମ ସପ୍ତାହ । ଆଜି ପ୍ରେମ ସପ୍ତାହର ଚତୁର୍ଥ ଦିନ । ତେବେ ଆଜିର ଦିନଟିକୁ ପ୍ରେମ ସପ୍ତାହର ‘ଟେଡ଼ି ଦିବସ’ ଭାବରେ ସାରା ବିଶ୍ୱରେ ପାଳନ କରାଯାଉଛି । ଟେଡ଼ି ଦିବସ ପ୍ରେମିକ ପ୍ରେମିକାମାନଙ୍କ ପାଇଁ ବେଶ୍‌ ଆକର୍ଷଣୀୟ ଦିବସ ଭାବରେ ପରିଗଣିତ ହୁଏ । ଜଣେ ଆର ଜଣଙ୍କୁ ଟେଡ଼ି ଉପହାର ଦେଇ ପ୍ରେମର ସୁମଧୁର ଉଲ୍ଲାସକୁ ଅନୁଭବ କରନ୍ତି । ପ୍ରେମ ଯୁଗେ ଯୁଗେ ଚିରନ୍ତନ । ଏହାକୁ ଆହୁରି ରସାଣିତ କରିବାରେ ସହାୟତା ପ୍ରଦାନ କରିଥାଏ ପ୍ରେମ ସପ୍ତାହ । ସୁନ୍ଦର, ଶାଶ୍ୱତ ଓ ନିଃସ୍ୱାର୍ଥପର ପ୍ରେମ ଜଗତ ପାଇଁ ମଧ୍ୟ ମଙ୍ଗଳମୟ । କିନ୍ତୁ ପ୍ରେମର ମୁଖା ପିନ୍ଧା ସଂପର୍କ ପ୍ରତି ପ୍ରେମିକ ପ୍ରେମିକାମାନେ ସଚେତନ ହେବା ନିହାତି ଜରୁରୀ ।

jay balangir
Leave A Reply

Your email address will not be published.

fifteen + 14 =