Browsing Tag

swatantra

କାବା ହେଇଯିବ ହୋ’ : କାମ୍‌ ଚଲିଗଲେ ହେଲା..

କାମ୍‌ ଚଲିଗଲେ ହେଲା । କେତେ ଲହର୍‌ ଝପର୍‌, ଧାଁ ଧପଡ଼୍‌! ରୀତି ରିବାଜ୍‌ ଟେ ମାନ୍‌ବାର୍‌ କେ ପଡ଼ୁଛେ ବଲି ଏତ୍‌କି କଥା । ନେଇଁ ହେଲେ କିଏ ପଚ୍‌ରଉଛେ । ମନ୍‌ କେ ମନ୍‌ କୁର୍‌ବୁରେଇ ହଉଥ'ନ୍‌ ପଣ୍ଡା ବାବୁ । ଗାଁ ଥି କକାର୍‌ ପୁଓର୍‌ ପୁଓ ଟେ ମରି ଯାଇଛେ । ହେନ୍‌ତା ଦେଖ୍‌ବାର୍‌ କେ
Read More...

ନିଜସ୍ୱ ମତ : ପେନସନ ବ୍ୟବସ୍ଥା

ମୀନକେତନ ବାରଲେବଡ଼ିଆ କର୍ମଚାରୀଙ୍କ ପାଇଁ ପେନସନ ବ୍ୟବସ୍ଥା ଭଲ । କାରଣ ଜଣେ ବ୍ୟକ୍ତି ଚାକିରିରୁ ଅବସର ନେଲା ପରେ ବାର୍ଦ୍ଧକ୍ୟ ବେଳେ ନିଜ ଜୀବନ ସୁରୁଖୁରୁରେ ଅତିବାହିତ କରିବ। ତା' ଅନ୍ତେ ତା'ର ବୃଦ୍ଧା ସ୍ତ୍ରୀର ସମୟ ମଧ୍ୟ ଭଲରେ କଟିବ । ଏହାକୁ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧ୍ୟ
Read More...

ଭାବ ଓ ଭାଷାର ଯୁଗଳବନ୍ଦୀ

ରାମକୃଷ୍ଣ ମଣିଷର ପରିଚୟ ନିର୍ମିତ ହୁଏ ମନ ଓ ହୃଦୟ ପରି ତାର ଚେତନାର ଦୁଇଟି ମୂଖ୍ୟ ଭୂମିରୁ । ମନର ଅଭିବ୍ୟକ୍ତିରୁ ନିର୍ମିତ ହୁଏ ତାର ବ୍ୟକ୍ତିସତ୍ତା ଓ ହୃଦୟର ଅଭିବ୍ୟକ୍ତିରୁ ତାର କବିସତ୍ତା । ପ୍ରତି ମଣିଷର ହୃଦୟରେ ହିଁ ଥାଏ ତାର କବିସତ୍ତା । ଅର୍ଥାତ୍ ପ୍ରତି ମଣିଷ ହୃଦୟରେ ଜଣେ ଜଣେ
Read More...

ନିଜସ୍ୱ ମତ : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ କାହିଁକି ବିରୋଧ କରାଯିବା ଦରକାର ?

ଦତ୍ତାନନ୍ଦ ପଣ୍ଡା ୧. ଏହା ଲଗାଇଲା ପରେ ଗାଡି ଚୋରି ହେଲେ ଚାଳକକୁ ତୁରନ୍ତ କ୍ଷତି ପୂରଣ ମିଳିବ ଏବଂ ଏଥିପାଇଁ ପୋଲିସ୍ ଷ୍ଟେସନକୁ ଯାଇ ଚାଳକକୁ ଏଫଆଇଆର ଦେବାକୁ ପଡିବ ନାହିଁ ବୋଲି ସରକାର ଗ୍ୟାରେଣ୍ଟି ଦେବା ଦରକାର।୨. କିରୋସିନରେ ପୋଛିଲେ ଏହି ହାଇ ସିକ୍ୟୁରିଟି ପ୍ଲେଟର ନମ୍ବର
Read More...

ଭାବର ବିକଳ୍ପ ଗର୍ଭରେ ଶବ୍ଦର ଭୃଣ

ବିଜୟ ରାୟ ଭାବର ସାତ ତାଳ ଗଭୀରତାରେ ଥାଏ ଶବ୍ଦ । ଖେଳି ବୁଲୁଥାଏ - - ପବନରେ, ପାଣିରେ, ନୀଳ ଅବକାଶର ବ୍ୟାପ୍ତିରେ, ଯାହା ମିଳିଯିବା ଏତେ ସହଜ ନଥାଏ ! ଯେଉଁ ଭାବର ଯେତେ ଚୁମ୍ବକୀୟ ଆକର୍ଷଣ, ସେ ହିଁ ଡାକି ପାରେ ପଦ୍ମତୋଳା… କବିତାର ପେଡ଼ିରେ ମୁଣ୍ଡ ପୋତି ପଶି ଯାଆନ୍ତି ଆପେ ଆପେ
Read More...

ସୁଖୀ ପରିବାର ସଂପର୍କରେ ଆସନ୍ତୁ କିଛି କଥା ଜାଣିବା

ସୁଶ୍ରୀ ସ୍ନେହଲତା ସୁଖୀ ପରିବାର ସମସ୍ତେ ଚାହାଁନ୍ତି । ହସ ଖୁସୀରେ ସଦା ପୂରି ଉଠୁଥାଉ ପରିବାର, ଏହି ଲକ୍ଷ୍ୟ ସମସ୍ତଙ୍କ ମଧ୍ୟରେ ରହିଥାଏ । କିନ୍ତୁ ପାରିବାରିକ ବୁଝାମଣାରେ ଟିକିଏ ଏପଟ ସେପଟ ହୋଇଗଲେ, ପରିବାରରୁ ଖୁସୀ ଦୂରେଇ ଯାଏ । ଏଥିପାଇଁ ପରିବାରର ଶୃଙ୍ଖଳା ପ୍ରତି ପରିବାରର ସମସ୍ତ
Read More...

ଖୁସି ଦାମ୍ପତ୍ୟ ଜୀବନ ପାଇଁ ଆସନ୍ତୁ କିଛି କଥା ଜାଣିବା….

ସୁଶ୍ରୀ ସ୍ନେହଲତା ପର୍‌ଫେକ୍ଟ ରିଲେସନ୍‌ସିପ୍‌ ଯଦି ଚାହାଁନ୍ତି, ତେବେ ବୈବାହିକ ସଂପର୍କକୁ ନିଜର ସୁସ୍ଥ ବିଚାର ଅନୁସାରେ ସମ୍ଭାଳିବା ଏକାନ୍ତ ଜରୁରୀ । ପତି-ପତ୍ନୀ ସଂପର୍କରେ ଦୁଇଟି ପାଖୁଡ଼ା ରହିଛି । ଗୋଟିଏ ହେଉଛି ଭଲପାଇବା ଏବଂ ଅନ୍ୟଟି ବିଶ୍ୱାସ । ଏହି ଦୁଇଟି ପାଖୁଡ଼ାକୁ ସ୍ୱଚ୍ଛ
Read More...

ଆଜି ପ୍ରେମ ସପ୍ତାହର ଚତୁର୍ଥ ଦିନ : ଟେଡ଼ି ଦିବସର ମଜା ନିଅନ୍ତୁ

ସୁଶ୍ରୀ ସ୍ନେହଲତା ଚାଲିଛି ଉନ୍ମାଦନା ଓ ଉତ୍ସାହମୟ ପ୍ରେମ ସପ୍ତାହ । ଆଜି ପ୍ରେମ ସପ୍ତାହର ଚତୁର୍ଥ ଦିନ । ତେବେ ଆଜିର ଦିନଟିକୁ ପ୍ରେମ ସପ୍ତାହର ‘ଟେଡ଼ି ଦିବସ’ ଭାବରେ ସାରା ବିଶ୍ୱରେ ପାଳନ କରାଯାଉଛି । ଟେଡ଼ି ଦିବସ ପ୍ରେମିକ ପ୍ରେମିକାମାନଙ୍କ ପାଇଁ ବେଶ୍‌ ଆକର୍ଷଣୀୟ ଦିବସ ଭାବରେ
Read More...

ଠ’ ନାଡ଼ୁ

ବଡ଼ା ମୁସ୍‌କିଲ୍‌ କଥା । ଇ’ ଯୁଆନ୍‌ ବଏସେ ମୁଡ଼ର୍‌ ବାଲ୍‌ ମୁଡ଼ା ମୁଡ଼ା କରି ଉଲି ହେଇଯଉଛେ । କୁରି ହେଲା ବେଲ୍‌କେ ଝଡ଼ୁଥିବାର୍‌ ବାଲ୍‌ କେ ଦେଖିକରି ମୁହୁଁକେ ଆମିଲ୍‌ ଆମିଲ୍‌ କରି ପକଉଛେ ମନ୍‌ଟୁ । କୁଡେ଼ ବଛର୍‌ ନେଇଁ ପୁର୍‌ବାର୍‌ ତାଏଲ୍‌ । ଆର୍‌ ମାସ୍‌ ଚାରେ ଗଲା ଉତ୍‌ରୁ ଯାଏ
Read More...

ଚିନ୍ତାରେ ଇମରାନ

ସୌମେନ୍ଦ୍ର ଜେନା ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମରାନ ଖାଁ କ୍ରିକେଟରେ ଯେତେସବୁ ସମ୍ମାନ ଅର୍ଜନ କରିଥିଲେ ରାଜନୀତିକୁ ଆସି ତା’ଠାରୁ ଅଧିକ ଅସମ୍ମାନିତ ହେବାରେ ଲାଗିଛନ୍ତି । ଦେଶ ଭିତରେ ସାଧାରଣ ଜନତା ଓ ଗଣମାଧ୍ୟମ ଗୁଡିକରେ ଇମରାନଙ୍କ ଅପାରଗତାକୁ କେନ୍ଦ୍ରକରି ଚର୍ଚ୍ଚା ଜାରିଥିଲା
Read More...