Daily Archives

ସୁଲିଆଘାଟି ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ରାସ୍ତା କଡର ଗଛରେ ବାଡେଇ ହେଲା ମଟର ସାଇକେଲ : ୨ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ରାସ୍ତାକଡର ଗଛରେ ମଟର ସାଇକେଲ ବାଡେଇ ହେବା ଫଳରେ ୨ଜଣ ଗୁରତର ଆହତ ହୋଇଥିବା ସୂଚନା ରହିଛି । ସୂଚନା ଅନୁସାରେ ଅର୍ଜୁନପୁର ନିକଟସ୍ଥ ସୁଲିଆଘାଟି ପାଖରେ ଏହି ଦୁର୍ଘଟଣା ଘଟିଛି । ଫିରୋଜ ସାହୁ ଓ
Read More...

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷେତ୍ରବାସୀ ପଣ୍ଡାଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ବରିଷ୍ଠ ନାଗରିକ କ୍ଷେତ୍ରବାସୀ ପଣ୍ଡାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଗତ ମାସରୁ ସେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର
Read More...

ସମାଜସେବୀ ଶୁଭଙ୍କର ତ୍ରିପାଠୀଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମାଜସେବୀ, ଟିକ୍ରାପଡା ଦୁର୍ଗାପୂଜା କମିଟିର ପୂର୍ବତନ ସଂପାଦକ ତଥା ସକ୍ରିୟ ସଭ୍ୟ ଶୁଭଙ୍କର ତ୍ରିପାଠୀଙ୍କ ଅକାଳ ବିୟୋଗରେ ଟିକ୍ରାପଡା ମଣ୍ଡପ ଠାରେ ଆଜି ତାଙ୍କର ଅମର ଆତ୍ମାର ସତଗତି ନିମନ୍ତେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହରର
Read More...

ସାର ପାଇଁ ରାସ୍ତା ରୋକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସାରର କଳାବଜାରୀ ରୋକିବା ଦାବୀରେ ବରଗଡ଼ ବ୍ଲକ ବେହେରା ଅଞ୍ଚଳର ଚାଷୀ ବରଗଡ଼ ଆମ୍ବାପାଲି ଛକରେ ରାସ୍ତା ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । ଆନ୍ଦୋଳନ ପାଇଁ ଘଣ୍ଟା ଘଣ୍ଟା ଧରି ବରଗଡ଼ ବଲାଙ୍ଗିର ରାସ୍ତାରେ ଯାତାୟାତ ବନ୍ଦ ରହିଛି । ଘଟଣା ସ୍ଥଳରେ
Read More...

ତୋରା ଗ୍ରାମ ପଞ୍ଚାୟତ ବରଗଡ଼ ଜିଲ୍ଲାର ସର୍ବ ବୃହତ ପଞ୍ଚାୟତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ଗ୍ରାମ ପଞ୍ଚାୟତରେ ୧୩,୭୦୭ ଭୋଟର ଥିବାରୁ ଏହା ବୃହତ ପଞ୍ଚାୟତ ଭାବେ ପରିଗଣିତ ହୋଇଛି । ବରଗଡ଼ ସହର କୁ ଲାଗି ରହିଥିବା ଏହି ପଞ୍ଚାୟତ ପରିସୀମା ନାଗେନପାଲି, ନନ୍ଦଟିକ୍ରା, ସାହୁଟିକ୍ରା, ତୋରା ଗ୍ରାମ,
Read More...

‘ସୁନାସାଜ’ର ୮ମ ବାର୍ଷିକଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସାହିତ୍ୟ ସଂଗଠନ ସୁରଭୀ ନାଟକ ସାହିତ୍ୟ ଜଗତ ତଥା 'ସୁନାସାଜ'ର ୮ମ ବାର୍ଷିକୀ ଉତ୍ସବ ଛତ୍ରପୁର ଘଡଘଡାପଲ୍ଲୀ ନିକଟସ୍ଥ ପବିତ୍ର ପୂଣ୍ୟଭୂମି ଯଜ୍ଞଶାଳାଠାରେ ସାମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଆନୁଷ୍ଠାନିକ ଆଲୋଚନା ହୋଇ ପରେ
Read More...

ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାର ବହୁ ପୁରାତନ ଶିକ୍ଷାନୁଷ୍ଠାନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୂଆସାହି (କେଜିବିଭି)ରେ କାର୍ୟ୍ୟରତ ସହକାରୀ ଶିକ୍ଷକ ପବିତ୍ର ମୋହନ ପାଢ଼ୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଉକ୍ତ
Read More...

ଲୋଇସିଂହା ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ କଡା ମୁକାବିଲା : ଚର୍ଚ୍ଚାରେ ହୀରାପୁର ଗ୍ରାମ ପଞ୍ଚାୟତ

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ପଦବୀ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ତେଣୁ ଏଥିପାଇଁ ଆଶାୟୀ ଥିବା ପ୍ରାର୍ଥୀ ବିଭିନ୍ନ ପଞ୍ଚାୟତରୁ ନିର୍ବାଚନ ଲଢ଼ିବା ସହିତ ଜିତିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ
Read More...

ରକ୍ତଦାନ କଲେ ଜିଲ୍ଲା ଯୁବ କୁଲୁତା ସମାଜର ତିନି ସଦସ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଗ୍ରାମର ଉମାରାଣି ଗଡତ୍ୟା (୩୨) ଡେଲିଭରି ସମସ୍ୟା ହେତୁ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ଶରୀରରେ ରକ୍ତର ପରିମାଣ କମିବାରୁ ସେ ବଲାଙ୍ଗିର ଜିଲ୍ଲା ଯୁବ କୁଲତା ସମାଜକୁ ରକ୍ତ
Read More...

ଆଗଲପୁର ବ୍ଲକ ଜୋନ ନଂ.୧ର ପ୍ରାର୍ଥୀ ଗଣେଶ ସାହୁଙ୍କ ପାଇଁ ନରସିଂହଙ୍କ ନିର୍ବାଚନୀ

ବିଗତ ଦିନର ବିଜୟୀ ପ୍ରାର୍ଥୀଙ୍କୁ ରିପୋର୍ଟ କାର୍ଡ ମାଗନ୍ତୁ ଜନସାଧାରଣ- ନରସିଂହବଲାଙ୍ଗିର, (ଦେବାଶିଷ ମିଶ୍ର) : ନିର୍ବାଚନ ଆସୁ ଆସୁ ବିଭିନ୍ନ ଦଳ ତଥା ରାଜନୈତକ ବ୍ୟକ୍ତି ବିଶେଷଙ୍କ ହଠାତ ଜନସାଧାରଣଙ୍କ ପ୍ରତି ଦରଜ ଜାଗି ଉଠେ । ନିର୍ବାଚନୀ ବୈତରଣୀ ପାର ହେବା ପରଠୁଁ ଥରୁଟିଏ ମଧ୍ୟ ଅନାଇ
Read More...