Daily Archives

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ନାହିଁ, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ କର୍ଣପାତ କଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ପାଇଁ କୌଣସି ପ୍ରକାର ସ୍ୱତନ୍ତ୍ର ପ୍ୟାକେଜ ଓଡିଶାକୁ ଦିଆଯାଇନଥିବା କଥା ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଥିବା
Read More...

କୋଭିଡ ସଚେତନତା ରଥକୁ ଜିଲ୍ଲାପାଳ କଲେ ଶୁଭାରମ୍ଭ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କରୋନାର ତୃତୀୟ ଲହର ଓମିକ୍ରନର ମୁକାବିଲା କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସହିତ ହାତ ମିଳାଇଛି ଅଗ୍ରଣି ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏକସନ୍‌ ଆଡ୍‌ । ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ତଥା ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି
Read More...

ଉତ୍କଳମଣି ଯୁବକ ସଂଘ ପରିସରରେ ଡ.ରାଧାକାନ୍ତ ସେଠଙ୍କୁ ବିଦାୟକାଳୀନ ସମର୍ଦ୍ଧନା

ଭୁତିଆରବାହାଲ, (କେପିଏନ୍‌ଏସ୍‌) : ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ସ୍ଥାନୀୟ ସର୍ବପୁରାତନ ଅନୁଷ୍ଠାନ ଉତ୍କଳମଣି ଯୁବକ ସଂଘ ପରିସରରେ ଡ. ରାଧାକାନ୍ତ ସେଠଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଡ.ରାଧାକାନ୍ତ ସେଠ ହେଉଛନ୍ତି ଭୁତିଆରବାହାଲ ସରକାରୀ ଆୟୁର୍ବେଦିକ
Read More...

ମହାଖଲା କର୍ତ୍ତଙ୍ଗ, କଦମ୍‌ ଫୁଲ୍‌, କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ଓ କୋଶଲି ଡେରା ତରଫରୁ ପଦ୍ମଶ୍ରୀ ପାଇଁ ଯୋଗ୍ୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାଖଲା କର୍ତ୍ତଙ୍ଗ, କଦମ୍‌ ଫୁଲ୍‌ ଓ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ତରଫରୁ ପଦ୍ମଶ୍ରୀ ପାଇଁ ଯୋଗ୍ୟ ବିବେଚିତ କୋଶଲୀ ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଉପରୋକ୍ତ ସାହିତ୍ୟ ଅନୁଷ୍ଠାନର ସଭ୍ୟମାନେ ଯଶସ୍ୱୀ
Read More...

ପଞ୍ଚାୟତ ନିର୍ବାଚନରେ ଦେଓଗାଁ ବ୍ଲକର ୩୧୩ଟି ୱାର୍ଡ ମଧ୍ୟରୁ ୫୩ଟି ୱାର୍ଡ଼ ଅତି ସମ୍ବେଦନଶୀଳ ନିର୍ବାଚନରେ ଶୃଙ୍ଖଳା…

ଦେଓଗାଁ, (ମନୀଷ କୁମାର ସାହୁ) : ଆସନ୍ତା ୨୨ତାରିଖ ଦିନ ଦେଓଗାଁ ବ୍ଳକରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଜାର ପ୍ରସ୍ତୁତି ଚାଲିଛି । ବୁଧବାର ଦିନ ଅପରାହ୍ନରେ କିଛି ପଞ୍ଚାୟତରେ ପୁଲିସ ପ୍ରଶାସନ ପକ୍ଷରୁ ଫ୍ଲାକ
Read More...

ଗଞ୍ଜାମ ବ୍ଲକ ବିଜେଡି ସାଂଗଠନିକ ବୈଠକ ଓ ପ୍ରଚାର ଗାଡିର ଶୁଭାରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ବିଜେଡି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଗଞ୍ଜାମ ବ୍ଲକର ସାନ ଗୋପାଳପୁର ସ୍ଥିତ ମଲ୍ଲିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବୁଧବାର ଅନୁଷ୍ଠିତ ହେବା ସହ ପ୍ରଚାର ଗାଡିର ଶୁଭାରମ୍ଭ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା
Read More...

ଭୁଆଁଭୂଇଁ ଗ୍ରାମରେ ବିଜେଡିର ମିଶ୍ରଣ ପର୍ବ : ୫ ଶହରୁ ଅଧିକ ପରିବାର ବିଜେଡିରେ ମିଶିଲେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତର ଭୁଆଁଭୂଇଁ ଗ୍ରାମରେ ବିଜୁଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ମିଶ୍ରଣ ପର୍ବରେ ଉକ୍ତ ଗ୍ରାମର ତିନି ଗୋଟି ସାହିର ୫ ଶହରୁ ଉର୍ଦ୍ଧ ପରିବାର ବିଜେଡିର ଯୋଗଦେଇଥିବା ଜଣାପଡ଼ିଛି । ଛତ୍ରପୁର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୩ଜଣ, ବଲାଙ୍ଗିର ବ୍ଲକରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୮ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୭ଜଣ, ବେଲପଡ଼ା
Read More...

ଇଲେଭେନ୍‌ ଷ୍ଟାର କ୍ରିକେଟ କପ୍‌ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଦହିତା ଠାରେ ବ୍ଲକ ସ୍ତରୀୟ ଇଲେଭେନ ଷ୍ଟାର କ୍ରିକେଟ କପ୍‌ ଉଦ୍‌ଘାଟିତ ହୋଇଯାଇଛି । ଖଲିଆପାଲି ପୂର୍ବତନ ସରପଞ୍ଚ କେତନ ମେହେର ମୁଖ୍ୟ ଅତିଥି ଭାବେ ଓ ସମ୍ମାନିତ ଅତିଥି ଭାବେ ନାରୀ ନେତ୍ରୀ ପଙ୍କଜିନି ପ୍ରଧାନ, ଦହିତା ସରପଞ୍ଚ ପ୍ରାର୍ଥୀ
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଚାକିରିରୁ ବହିଷ୍କୃତ ହେଲେ ବରିଷ୍ଠ ଆଇଏଏସ ଅଫିସର ବିନୋଦ କୁମାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଚାକିରିରୁ ବହିଷ୍କୃତ ହୋଇଛନ୍ତି ବରିଷ୍ଠ ଆଇଏଏସ ଅଫିସର ତଥା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର । ସୂଚନାଯୋଗ୍ୟ ଯେ, ଶ୍ରୀ
Read More...
error: Content is protected !!