Daily Archives

ଡିମ୍ପଲ-ସୁମିତ ପାରିବାରିକ ବିବାଦ ମାମଲା : ଫେବ୍ରୁଆରୀ ୧୦ତାରିଖ ପୂର୍ବରୁ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଲେ ଉଚ୍ଚ…

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ବହୁଚର୍ଚ୍ଚିତ ଡିମ୍ପଲ-ସୁମିତ ପାରିବାରିକ ବିବାଦ ମାମଲାରେ ଡିମ୍ପଲଙ୍କ ଭରଣପୋଷଣ ନେଇ ତଳ କୋର୍ଟର ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ତେବେ ଫେବ୍ରୁଆରୀ ୧୦ତାରିଖ ପୂର୍ବରୁ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ
Read More...

ଜିଲ୍ଲା ମାଜିଷ୍ଟ୍ରେଟ୍‌ ମାନେ ଏନ୍‌ଏସିର ସୀମା ନିର୍ଦ୍ଧାରଣ ଓ ଆସନ ଆରକ୍ଷଣର ଚୂଡାନ୍ତ ତାଲିକାକୁ ନିର୍ବାଚନ ଆୟୋଗଙ୍କୁ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ୪୮ ମ୍ୟୁନିସିପାଲିଟି ଓ ୫୯ ଏନ୍‌ଏସିର ସୀମା ନିର୍ଦ୍ଧାରଣ ଓ ଆସନ ଆରକ୍ଷଣର ଚୂଡାନ୍ତ ତାଲିକା ଜିଲ୍ଲା ମାଜିଷ୍ଟ୍ରେଟ ମାନେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛନ୍ତି । ସେହିପରି ରାଜ୍ୟର ୩ଟି ମ୍ୟୁନିସିପାଲ୍‌ କର୍‌ପୋରେସନ୍‌ର ସୀମା
Read More...

ଆକାଶ ମୋଟର୍ସ ଓ ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱର୍ଗତ କିଶନଲାଲ ଅଗ୍ରୱାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆକାଶ ମୋଟର୍ସ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ହିରୋ ସୋ ରୁମ ବରଗଡ଼ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ସୋରୁମର ତତ୍ୱବଧାରକ ଆକାଶ କୁମାର ଅଗ୍ରୱାଲ
Read More...

ଆସନ୍ତାକାଲିଠୁ ଦୁଇ ଦିନ ଧରି ରାଜ୍ୟରେ ବର୍ଷା ସମ୍ଭାବନା ହେବା ନେଇ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତାକାଲିଠାରୁ ରାଜ୍ୟରେ ଦୁଇଦିନ ଧରି ବର୍ଷା ସମ୍ଭାବନା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନାରେ କୁହାଯାଇଛି । ସୂଚନା ଅନୁସାରେ, ଆସନ୍ତାକାଲି ଓ ୪ ତାରିଖ ଦିନ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ବୃଷ୍ଟିପାତ ସମ୍ଭାବନା ରହିଥିବା ବେଳେ ଜିଲ୍ଲାର
Read More...

ଆଇନ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ(ଆଲୁମନି) ପୁରାତନ ଛାତ୍ର ସଂସଦ ତରଫରୁ ସେକ୍ଟର ୨୧ ନୟାବଜାର ସ୍ଥିତ ଭବାନୀପୁର ଉତ୍ତମ ବସ୍ତି ଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଲୁମନି ଆସୋସିଏସନ୍‌ର ସଭାପତି ଡଃ. ସୁମନ ଦତ୍ତଙ୍କ ସଭାପତିତ୍ୱ ଓ
Read More...

ସଲମାନ-କ୍ୟାଟ୍ରିନାଙ୍କ ‘ଟାଇଗର ୩’ ସୁଟିଂ ପୁଣି ଆରମ୍ଭ କରିବେ, ଶେଷ ହେବ ଆଉଟ୍‌ ଡେ଼ାର୍‌ ସୁଟ୍

ମୁମ୍ବାଇ : ବଲିଉଡର ସୁପରଷ୍ଟାର ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ଏହି ଶନିବାର ଠାରୁ ମୁମ୍ବାଇର ୟଶ ରାଜ ଫିଲ୍ମ ଷ୍ଟୁଡିଓରେ 'ଟାଇଗର ୩'ର ସୁଟିଂ ପୁଣି ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରର ଶେଷ ଆଉଟ୍‌ ଡେ଼ାର୍‌ ସୁଟ୍ ଫେବୃଆରୀ ୧୪ରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ଏବଂ ଏହି
Read More...

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଛି । ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । କୋଭିଡ଼ କଟକଣା ଭିତରେ କିଭଳି ସ୍କୁଲ ଖୋଲା ଯାଇପାରିବ ଏନେଇ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ । ତେବେ କୋଭିଡ଼ କଟକଣା
Read More...

ଏହି ବଜେଟ୍ ହେଉଛି ଦେଶର ପରବର୍ତ୍ତୀ ୨୫ ବର୍ଷ ପାଇଁ ବ୍ଲୁ ପ୍ରିଣ୍ଟ୍ : ଜେ.ପି. ନଡ୍ଡା

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ସଭାପତି ଜେ.ପି. ନଡ୍ଡା ସୋମବାର ସଂସଦରେ ଉପସ୍ଥାପିତ ହୋଇଥିବା ୨୦୨୨-୨୩ ବର୍ଷ ପାଇଁ କେନ୍ଦ୍ର ବଜେଟକୁ ସାମାଜିକ ନ୍ୟାୟ, ସମାନତା ଏବଂ ସମ୍ମାନ ସୁଯୋଗର ସଂକଳ୍ପକୁ ସୂଚାଉଥିବା ବଜେଟ୍ ବୋଲି କହିଛନ୍ତି । ଏହା ଦେଶର ଅର୍ଥନୈତିକ ଚକ୍ରକୁ ନୂତନ ଶକ୍ତି ଦେବ
Read More...

ଅର୍ଥନୀତି ଆହ୍ୱାନର ମୁକାବିଲା ପାଇଁ ବଜେଟ୍ ବିଫଳ, ଲୋକେ ଏହାକୁ ପ୍ରତ୍ୟାଖ୍ୟାନ କରିବେ : ଚିଦାମ୍ବରମ୍

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ କହିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଅର୍ଥନୀତିର ପ୍ରମୁଖ ଆହ୍ୱାନକୁ ମୁକାବିଲା କରିବାରେ ବିଫଳ ହୋଇଛି । ସରକାର ଏହାକୁ ସଂଖ୍ୟା ଗରିଷ୍ଠତାର ସହ ସଂସଦରେ ପାରିତ କରି ଥାଇ ପାରନ୍ତି, କିଂତୁ
Read More...

ବଲାଙ୍ଗିର ବାଇପାସ୍‌ ରାସ୍ତା ପାଇଁ ୨୫୦.୪୮ କୋଟି ଅନୁଦାନ ପାଇଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଦେଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବାଇପାସ୍‌ ରାସ୍ତା ପାଇଁ ୨୫୦.୪୮ କୋଟି ଅନୁଦାନ ମଂଜୁରି ନିମନ୍ତେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଦେଇଛନ୍ତି ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ । ସୂଚନାଯୋଗ୍ୟ ଯେ, ପୂର୍ବରୁ ବଲାଙ୍ଗିର ବାଇପାସ୍‌ ରାସ୍ତା
Read More...