pakka

ଆସନ୍ତାକାଲିଠୁ ଦୁଇ ଦିନ ଧରି ରାଜ୍ୟରେ ବର୍ଷା ସମ୍ଭାବନା ହେବା ନେଇ ସୂଚନା ଦେଲା ପାଣିପାଗ ବିଭାଗ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତାକାଲିଠାରୁ ରାଜ୍ୟରେ ଦୁଇଦିନ ଧରି ବର୍ଷା ସମ୍ଭାବନା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନାରେ କୁହାଯାଇଛି । ସୂଚନା ଅନୁସାରେ, ଆସନ୍ତାକାଲି ଓ ୪ ତାରିଖ ଦିନ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ବୃଷ୍ଟିପାତ ସମ୍ଭାବନା ରହିଥିବା ବେଳେ ଜିଲ୍ଲାର କେତୋଟି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । କୃଷି କ୍ଷେତ୍ରରେ ପ୍ରଭାବ ପଡିପାରେ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ତରଫରୁ କୁହାଯାଇଛି ।

jay balangir
Leave A Reply

Your email address will not be published.

5 × 4 =