pakka

ଡିମ୍ପଲ-ସୁମିତ ପାରିବାରିକ ବିବାଦ ମାମଲା : ଫେବ୍ରୁଆରୀ ୧୦ତାରିଖ ପୂର୍ବରୁ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଲେ ଉଚ୍ଚ ନ୍ୟାୟାଳୟ

bbehera

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ବହୁଚର୍ଚ୍ଚିତ ଡିମ୍ପଲ-ସୁମିତ ପାରିବାରିକ ବିବାଦ ମାମଲାରେ ଡିମ୍ପଲଙ୍କ ଭରଣପୋଷଣ ନେଇ ତଳ କୋର୍ଟର ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ତେବେ ଫେବ୍ରୁଆରୀ ୧୦ତାରିଖ ପୂର୍ବରୁ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ମାମଲାର ବିଚାର କରି ତଳକୋର୍ଟର ରାୟକୁ ହାଇକୋର୍ଟ କାଏମ ରଖିଥିବା ବେଳେ ଆସନ୍ତା ୧୫ତାରିଖରେ ପରବର୍ତ୍ତି ଶୁଣାଣି ହେବ ।

jay balangir
Leave A Reply

Your email address will not be published.

12 − six =

error: Content is protected !!