Browsing Tag

berhampur news

ଗଞ୍ଜାମରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହୁମ୍ମା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଛତ୍ରପୁର ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି । ଗୁରୁତର
Read More...

ଗଞ୍ଜାମ ଜିଲ୍ଲା ବିଜେଡି ଉପ-ସଭାପତି ହେଲେ ଶ୍ରମିକ ସଂଗଠନ ନେତା ଶଙ୍କର ଦାଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରମିକ ସଂଗଠନ ନେତା ଶଙ୍କର ଦାଶ ଗଞ୍ଜାମ ଜିଲ୍ଲା ବିଜେଡି ଉପ-ସଭାପତି ପଦବୀରେ ଅଭିଷିକ୍ତ ହୋଇଛନ୍ତି । ରାଜ୍ୟ ସଂଗଠନ ପକ୍ଷରୁ ଜାରୀ ହୋଇଥିବା ନୂତନ କର୍ମକର୍ତ୍ତା ତାଲିକା ଆନୁଷ୍ଠାନିକ ଭାବେ ଘୋଷିତ ହୋଇଛି । ଶ୍ରୀ ଦାଶ ଜିଲ୍ଲା ବିଜୁ ଶ୍ରମିକ
Read More...

ଯୁଗ୍ମ ଶ୍ରମ କମିଶନରଙ୍କ ସହ ଏଚ୍‌ଏମ୍‌ଏସ୍‌ ରାଜ୍ୟ ଉପସଭାପତିଙ୍କ ଆଲୋଚନା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ଠାରେ ଅବସ୍ଥାପିତ ରାଜ୍ୟ ଯୁଗ୍ମ କମିଶନର ଦିପ୍ତୀ ରଞ୍ଜନ ମହାନ୍ତିଙ୍କ ସହ ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ଉପସଭାପତି ରବି ରଥ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ବହୁବିଧ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ମୁଖ୍ୟତଃ ଶ୍ରୀ ରଥ
Read More...

ସଡ଼କ ଦୁର୍ଘଟଣାରେ ଗୋପାଳପୁର ବନ୍ଦର ଶ୍ରମିକ ମୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଠାରୁ ଗୋପାଳପୁରକୁ ଯାଇଥିବା ୫୧୬ ନମ୍ବର ଜାତୀୟ ରାଜପଥ କଣମଣା ଛକ ଠାରେ ଏକ ସଡ଼କ ଦୁର୍ଘଟଣାରେ ଗୋପାଳପୁର ବନ୍ଦର ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ ବ୍ୟକ୍ତି ଗୋପାଳପୁରବନ୍ଦରରେ ଜଣେ ସିକ୍ୟୁରିଟି ଗାର୍ଡ ଭାବେ ନିୟୋଜିତ
Read More...

ଡିମ୍ପଲ-ସୁମିତ ପାରିବାରିକ ବିବାଦ ମାମଲା : ଫେବ୍ରୁଆରୀ ୧୦ତାରିଖ ପୂର୍ବରୁ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଲେ ଉଚ୍ଚ…

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ବହୁଚର୍ଚ୍ଚିତ ଡିମ୍ପଲ-ସୁମିତ ପାରିବାରିକ ବିବାଦ ମାମଲାରେ ଡିମ୍ପଲଙ୍କ ଭରଣପୋଷଣ ନେଇ ତଳ କୋର୍ଟର ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ତେବେ ଫେବ୍ରୁଆରୀ ୧୦ତାରିଖ ପୂର୍ବରୁ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ
Read More...

ଛତ୍ରପୁର ବିଇଓ କାର୍ଯ୍ୟାଳୟରେ ଖୁସିର ମାହୋଲ : ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବିଇଓ ସୀତାରାମ ପାତ୍ରଙ୍କୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବିଇଓ ଭାବେ ସୀତାରାମ ପାତ୍ର ଗତ ୨୨ ତାରିଖରୁ କାର୍ଯ୍ୟଭାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବହୁ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ସ୍ୱାଗତ କରି ପୁଷ୍ପଗୁଚ୍ଛ
Read More...

ଓଡ଼ିଶୀ କଣ୍ଠ ସଙ୍ଗୀତ ବିଶାରଦ ବିଜୟ ପ୍ରଧାନଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଜଣେ ପ୍ରତିଷ୍ଠିତ କଳାକାର ତଥା ଓଡିଶୀ କଣ୍ଠ ସଙ୍ଗୀତ ବିଶାରଦ ଗୁରୁ ବିଜୟ କୁମାର ପ୍ରଧାନ (୫୩ )ଙ୍କ ଗତକାଲି ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କର ପତ୍ନୀ, ଜଣେ ବିବାହିତ ଝିଅ ଓ ଜଣେ ପୁଅ(ବି-ଟେକ ପଢ଼ନ୍ତି) ରହିଛନ୍ତି । ତାଙ୍କ
Read More...

ଛତ୍ରପୁରର ନୂଆଁ ଥାନାଅଧିକାରୀଙ୍କ ଦୃଢ଼ତା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ନୂଆଁ ଥାନା ଅଧିକାରୀଙ୍କ ଯୋଗଦାନ ପରେ ଆଇନଶୃଙ୍ଖଳା ଉପରେ ବିଶେଷ ଧ୍ୟାନଦେଇ ଜୁଆ ଆଡ୍ଡା, ଚୋରୀ, ଡକାୟତିଙ୍କୁ ଦମନ କରିବାରେ ସିଦ୍ଧହସ୍ତ ହୋଇଛନ୍ତି । ଥାନାବାବୁଙ୍କ ଏହି ଦୃଢ଼ତା ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଲାଗିଛି । ପ୍ରକାଶ
Read More...

ଅପାଠୁଆ ମତ୍ସ୍ୟଜୀବୀ ଗ୍ରାମୀଣ ମହିଳା ସଙ୍ଗଠିକା ସମୂଦ୍ରମର ପ୍ରତିଷ୍ଠାତା ବି.ଚିତ୍ତାମା ଏକ ଭିନ୍ନ ମଣିଷ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅପାଠୁଆ ମହିଳା ମତ୍ସ୍ୟଜୀବୀ ଛଅ ଗୋଟି ସାମୁଦ୍ରିକ ଉପକୂଳ ଜିଲ୍ଲାର ହଜାର ହଜାର ମହିଳାଙ୍କୁ ନେଇ ଗଠିତ ସାମୁଦ୍ରିକ ମତ୍ସ୍ୟଜୀବୀ ମହିଳା ସଂଗଠନର ନେତ୍ରୀ ତଥା "ସମୂଦ୍ରମ"ର ପ୍ରତିଷ୍ଠାତା ସଭାପତି ବି. ଚିତ୍ତାମା ଏକ ଭିନ୍ନ ମଣିଷ ଏବେ ଆରପାରିରେ ।
Read More...

ଆନ୍ଧ୍ର ସଂସ୍କୃତିରେ ବମଲୁ-ଗୋଲୁ ପୂଜା ସଜ୍ଜା ଦଶହରା ପର୍ବର ଏକ ନିଆରା ପରମ୍ପରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପଡୋଶୀ ସୀମାନ୍ତ ଆନ୍ଧ୍ର ଇଚ୍ଛାପୁର, ବ୍ରହ୍ମପୁର, ଛତ୍ରପୁରର କେତେକ ତେଲୁଗୁ ସମ୍ପ୍ରଦାୟର କମା, ବ୍ରାହ୍ମୀଣ, ଧନୀଶ୍ରେଣୀ ଏବଂ ସୃଜନଶୀଳ କୁଟୁମ୍ବଙ୍କ ଘରେ ଘରେ ଦଶହରା ଭିତ୍ତି ଅବସରରେ ଏବେବି ଏହି ନିଆରା ଧର୍ମର "ବମଲୁ-ଗୋଲୁ" ପୂଜା ଆସର ସୁନ୍ଦର
Read More...