csstore

ୱାଟକୋ ସବଡ଼ିଭିଜନରେ ବିଶ୍ଵକର୍ମା ପୂଜା ପାଳିତ

ବ୍ରହ୍ମପୁର : (କେ.ସତ୍ୟନାରାୟଣ ରେଡ୍ଡୀ) : ୱାଟକୋ ଛତ୍ରପୁର ସବଡ଼ିଭିଜନ ଅନ୍ତର୍ଗତ କାଳିଆବାଲି କେନ୍ଦ୍ରରେ ବିଶ୍ଵ ବିନ୍ଧାଣୀ, ବିଶ୍ଵ-ନିର୍ମାତା ଭଗବାନ ବିଶ୍ଵକର୍ମାଙ୍କ ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । କର୍ମଚାରୀ କର୍ମକର୍ତ୍ତାମାନଙ୍କ ମିଳିତ ସହଯୋଗରେ ଏକ ନିଆରା ଭାଇଚାରା ସମ୍ପର୍କ ସ୍ଥାପନ ସଦୃଶ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ଵକର୍ମା ପୂଜା ଯଥା ରୀତିନୀତିରେ ସମ୍ପାଦନ ହୋଇଆସିଥିବା ବେଳେ ଆଧ୍ୟାତ୍ମିକ ଜାଗରଣ, ପୂଜା, ଆରାଧନା ଏବଂ ସନ୍ଧ୍ୟାରେ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇ ସ୍ଥାନୀୟ ଅଞ୍ଚଳ ଟି ଆଲୋକମୟରେ ଭକ୍ତିମୟ ପରିବେଶରେ ମୁଖରୀତ ହୋଇଥିଲା ।

jayashree
Leave A Reply

Your email address will not be published.