Daily Archives

ଆତ୍ମନିର୍ଭର ଆର୍ଥିକ ବ୍ୟବସ୍ଥା (ବଜେଟ୍‌)

ସୌମେନ୍ଦ୍ର ଜେନା ଫେବୃଆରୀ ମାସ ଆରମ୍ଭରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆବର୍ଷର ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି । ଯଦି ସକାରାତ୍ମକ ଦୃଷ୍ଟିରୁ ବିଚାରର କରାଯାଏ ତେବେ ଏହା ଏକ ସନ୍‌ନ୍ତୁଳିତ, ଜୀବନ ରକ୍ଷାକାରୀ, ଆତ୍ମନିର୍ଭର ଆର୍ଥିକ ବ୍ୟବସ୍ଥା ନିର୍ମାଣ ପାଇଁ ସହାୟକ ବଜେଟ
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜଲାନ୍ସ ଚଢ଼ାଉ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଭିଜଲାନ୍ସ ବିଭାଗ ପକ୍ଷରୁ ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ବିଭିନ୍ନ ସ୍ଥାନମାନଙ୍କରେ ଆୟ ବହିର୍ଭୁତ ସମ୍ପତ୍ତି
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ ମୃତ, ୧ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ଡୁମୁରୀଗୋଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଏକ ପିଆଜ ବୋଝେଇ ଟ୍ରକ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି
Read More...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗ୍ରାମର ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗ୍ରାମରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ

କାମାକ୍ଷନଗର : କାମାକ୍ଷାନଗର ଟାଙ୍ଗରପଡ଼ା ୫୩ ନମ୍ବର ଜାତୀୟ ରାଜପଥ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଭୁବନ ଥାନା ମୁରୁଗା ଗ୍ରାମର ମଙ୍ଗରାଜ ନାଏକ ତାଙ୍କ ଶ୍ୱଶୁର ଘର ମଠକରଗୋଳା ଠାରେ ରହି କାମାକ୍ଷନଗର ମେଡ଼ିକାଲରେ ସଫେଇ କର୍ମଚାରୀ ଭାବେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୯ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୯ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬୪୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ମୟୁରଭଞ୍ଜ, ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ରାୟଗଡ଼ା, ପୁରୀ,
Read More...

ରବିଶଙ୍କର ବିଶ୍ୱବିଦ୍ୟାଳୟରେ ବିଏଡ ଟପ୍ପର ହେଲେ ନୂଆପଡାର ଛାତ୍ରୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ରାଧାକୃଷ୍ଣପଡାର ସ୍ୱୟଂପ୍ରଭା ପତି ରାୟପୁର ସ୍ଥିତ ରବିଶଙ୍କର ବିଶ୍ୱ ବିଦ୍ୟାଳୟରେ ବିଏଡ ପରୀକ୍ଷାରେ ୧୭୦୦ରୁ ୧୪୮୦ ମାର୍କ ରଖି ଟପ୍ପର ହୋଇଥିବା ଜଣାପଡିଛି । ସେ ପିଲାଟି ଦିନରୁ ମେଧାବୀ ଛାତ୍ର ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କ
Read More...

ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ : ଦାଦନ ସର୍ଦ୍ଦାରଠାରେ ବନ୍ଧା ପଡିଲେ ପତ୍ନୀ, ଏକା ଫେରିଲେ ସ୍ୱାମୀ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ମହୁଲପଡା ଗାଁରେ ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ଏକ ଦମ୍ପତି ଦାଦନ ଖଟିବା ପାଇଁ ଯାଇ ସ୍ୱାମୀ ଏକା ଫେରିଥିବା ବେଳେ ପତ୍ନୀ ସର୍ଦ୍ଦାରଠାରେ ବନ୍ଧା ପଡିଥିବା ଜଣାପଡିଛି । ସୂଚନା ଅନୁସାରେ ମହୁଲପଡା ଗ୍ରାମର ହୃଦାନନ୍ଦ ଘିବେଲା ଓ ତାଙ୍କ
Read More...

ବଲାଙ୍ଗିର ଜିଲ୍ଲା ପରିଷଦର ୩୪ରୁ ୩୪ ଆସନ ହାତେଇବାକୁ ଆଶା ବାନ୍ଧିଛି ବିଜେଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦର ୩୪ରୁ ୩୪ ଆସନ ହାତେଇବାକୁ ଆଶା ବାନ୍ଧିଛି ବିଜେଡି । ଏନେଇ ସୂଚନା ଦେଇଛନ୍ତି ବିଜୁ ମହିଳା ଜନତା ଦଳର ବଲାଙ୍ଗିର ସଭାନେତ୍ରୀ ଶ୍ରୀମତୀ ଦମୟନ୍ତୀ ବାଗ । ସେ କହିଛନ୍ତି ଯେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ସ୍ଥିତି ବେଶ
Read More...

ଉହ୍ମେଇ ନିଆଁ ଜାଳି ଦେଲା ବୃଦ୍ଧାଙ୍କୁ

କୋକସରା : କୋକସରା ଥାନା ଜୟନ୍ତପୁର ପଞ୍ଚାୟତ ରଇନଗୁଡା ଗାଁରେ ଉହ୍ମେଇ ନିଆଁରେ ପୋଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ମୃତ ବୃଦ୍ଧା ଜଣକ ହେଲେ ଗାଁର ସୁନ୍ଦରେ ମାଝୀ(୮୪) । ଶୀତ ହେଉଥିବା କାରଣରୁ ଖଟ ତଳେ ଉହ୍ମେଇ ନିଆଁ ରଖି ସେ ଶୋଇ ପଡିଥିବା ବେଳେ
Read More...