Daily Archives

ବନଚାରୀଙ୍କୁ ହତ୍ୟା ଧମକ ପରେ ଥାନାରେ ଏତଲା

କଣ୍ଟାମାଳ, (ବଂଶୀଧର ମାଝୀ) : କଣ୍ଟାମାଳ ବନବିଭାଗ ରେଞ୍ଜ ଅନ୍ତର୍ଗତ ପୁଟପୁଟିଗଡ ସଂରକ୍ଷିତ ଜଙ୍ଗଲର ୩ନଂ କଣ୍ଟେନମେଣ୍ଟ ଅଞ୍ଚଳରେ ବନକର୍ମଚାରୀମାନେ ପୋଟ୍ରୋଲିଂଗ କରୁଥିବା ବେଳେ ସେମାନଙ୍କୁ ଜୀବନରୁ ମାରି ଦେବା ଧମକ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗାଡିଆଯୋର ଗ୍ରାମର
Read More...

ପତ୍ନୀ ଓ ଶାଶୁଙ୍କୁ ଆକ୍ରମଣ କରି ଜେଲ ଗଲା ଅଭିଯୁକ୍ତ

ବଙ୍ଗୋମୁଣ୍ଡା, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜୁରାବନ୍ଧ ପଞ୍ଚାୟତ ତାଳଚକେଲ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ନିଜ ପତ୍ନୀ ଏବଂ ଶାଶୁଙ୍କୁ ଆକ୍ରମଣ କରି ଜେଲ ଗଲା ଅଭିଯୁକ୍ତ । ସୂଚନା ଅନୁସାରେ ପାରିବାରିକ କଳହ ଯୋଗୁଁ ସ୍ତ୍ରୀ ଓ ଶାଶୁଙ୍କୁ
Read More...

ସୂଚନା ଓ ଲୋକସମ୍ପର୍କ ବିଭାଗରେ ଅବସରକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗରୁ ଗତକାଲି ସରକାରୀ ଚାକିରୀରୁ ୫ଜଣ ଅଧିକାରୀ ଏବଂ କର୍ମଚାରୀଙ୍କ ଅବସର ଗ୍ରହଣ ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ବିଭାଗୀୟ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବଙ୍କ
Read More...

ଡେଲାଙ୍ଗରେ ଅର୍ଥ ପର୍ଯ୍ୟବେକ୍ଷକଙ୍କ ନିର୍ବାଚନ ଖର୍ଚ୍ଚ ତନଖି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଗତକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଲଢ଼ୁଥିବା ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀମାନଙ୍କ ନିର୍ବାଚନୀ ଖର୍ଚ୍ଚ ହିସାବ ଖାତାକୁ ଅର୍ଥ ପର୍ଯ୍ୟବେକ୍ଷକ ରୁଦ୍ର ନାରାୟଣ ଆଚାର୍ଯ୍ୟ ତନଖି
Read More...

ଆସନ୍ତା ୩ ତାରିଖରୁ ବର୍ଷା : ବରଗଡ଼ ସମେତ ବିଭିନ୍ନ ଜିଲ୍ଲାରେ କୁଆପଥର ମାଡ଼

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆସନ୍ତା ୩ ତାରିଖରୁ ରାଜ୍ୟର କିଛି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୪ରେ ଏହାର ପରିମାଣ ବୃଦ୍ଧି ପାଇବାର ଅନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ପଶ୍ଚିମା ଝଡ଼ ଆଗମନର ଆଶଙ୍କା ଓ ବଙ୍ଗୋପସାଗର ଅଞ୍ଚଳରୁ ରାଜ୍ୟକୁ ପ୍ରବେଶ
Read More...

ରାଜ୍ୟରେ ୪ ହଜାର ତଳକୁ ଖସିଲା କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୩୪୫୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୪ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୩୪୫୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୩୬ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୭୭୬୨ ନୂଆ
Read More...

ବଲାଙ୍ଗିର ଓମେନ୍ସ କଲେଜ ଛକରେ ଥିବା ପତଞ୍ଜଳି ଦୋକାନରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଓମେନ୍ସ କଲେଜ ଛକରେ ଥିବା ପତଞ୍ଜଳି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଦୋକାନ ମାଲିକ ଶିବରାମ ପଣ୍ଡା । ଅଭିଯୋଗ ଅନୁଯାୟୀ, ସବୁଦିନ ପରି ଦୋକାନ ବନ୍ଦ କରି ଗତରାତି ୯ଟାରେ ଘରକୁ ସେ
Read More...

ଅଭାବନୀୟ ଘଟଣା : ପୋଖରୀରେ ଭାସୁଛି ନବ ଜନ୍ମିତ ଶିଶୁର ଶବ

ସଇଁନ୍ତଲା, (କେପିଏନ୍‌ଏସ୍‌) : ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୋଖରୀ ପାଣିରେ । ପୋଖରୀରେ ଭାସୁଛି ନବ ଜନ୍ମିତ ଶିଶୁର ଶବ । ସୂଚନା ଅନୁସାରେ ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଭଦ୍ରା ଗ୍ରାମର ପୋଖରୀରେ ଏକ ନବଜାତ ଶିଶୁର ମୃତଦେହ ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଏହି
Read More...

ରାଜ୍ୟ ବିଜୁ ଜନତା ଦଳର ମହିଳା ଶାଖାର ଭର୍ଚୁଆଲ ବୈଠକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ରାଜ୍ୟ ବିଜୁ ଜନତା ଦଳ ମହିଳା ଶାଖାର ଭର୍ଚୁଆଲ ମୋଡରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଓ ନଗର ସଭାନେତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ
Read More...

କେବେ ସମ୍ପୂର୍ଣ୍ଣ ହେବ ଅଧା ଗଢ଼ା ପୋଲ

ନୂଆପଡ଼ା, (ନିରାକାର ମେହେର) : ସରକାରଙ୍କ କହିବା ଅନୁଯାଇ ସବୁ ଗାଁକୁ ରାସ୍ତା ହେବ । କେହି ଯାତାୟାତରେ ଅସୁବିଧା ଭୋଗ କରିବେନାହିିଁ । କିନ୍ତୁ ବାସ୍ତବ ଚିତ୍ର ଓଲଟା । ଏବେ ମଧ୍ୟ ଅନେକ ଗାଁକୁ ଭଲ ରାସ୍ତାଟିଏ ନାହିଁ । ସେମିତି ସମସ୍ୟାକୁ ନେଇ ଗତି କରୁଛି ଖଡ଼ିଆଳ । ସୂଚନା ଅନୁସାରେ
Read More...