Daily Archives

ଶାନ୍ତିପଡାରେ ଦୁର୍ଘଟଣା, ରାସ୍ତା କଡ଼ର ବତୀଖୁଣ୍ଟ ସହ ଦୋକାନ ଘର ଉପରେ ଚଢିଗଲା ଟ୍ରକ : ବିଜୁଳି ବିଭ୍ରାଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭୋର୍‌ ସକାଳ ପ୍ରାୟ ୩ ଟା ସମୟରେ ଶାନ୍ତିପଡା ଛକରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ସିଜି୦୪ଏନ୍‌ଏମ୍‌ ୫୫୮୯ ବିଶିଷ୍ଟ ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼ର ବତୀଖୁଣ୍ଟରେ ଧକ୍କା ହୋଇଥିବା ବେଳେ ବତୀଖୁଣ୍ଟ ଉପଡି ଯାଇଥିବା ଦେଖିବାକୁ ମିଳିଛି । ଏହା
Read More...

ମାଷ୍ଟର ଟ୍ରେନର୍‌ମାନଙ୍କୁ ତାଲିମ୍ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ -୨୦୨୨ ନିମନ୍ତେ ମଙ୍ଗଳବାର ପୂର୍ବାହ୍ନରେ ଓସ୍ୱାନ୍ ହଲ୍‌ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାଷ୍ଟର ଟ୍ରେନର୍‌ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା । ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ
Read More...