pakka

ସମାଜସେବୀ ଶୁଭଙ୍କର ତ୍ରିପାଠୀଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମାଜସେବୀ, ଟିକ୍ରାପଡା ଦୁର୍ଗାପୂଜା କମିଟିର ପୂର୍ବତନ ସଂପାଦକ ତଥା ସକ୍ରିୟ ସଭ୍ୟ ଶୁଭଙ୍କର ତ୍ରିପାଠୀଙ୍କ ଅକାଳ ବିୟୋଗରେ ଟିକ୍ରାପଡା ମଣ୍ଡପ ଠାରେ ଆଜି ତାଙ୍କର ଅମର ଆତ୍ମାର ସତଗତି ନିମନ୍ତେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହରର ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

nine + 11 =