ମାରାଡୋନାଙ୍କ ନିଧନରେ ଆର୍ଜେଣ୍ଟିନାରେ ତିନି ଦିନିଆ ଶୋକ
ଆର୍ଜେଣ୍ଟିନା : ଡିଏଗୋ ମାରାଡୋନାଙ୍କ ମୃତ୍ୟୁ ପରେ ଆର୍ଜେଣ୍ଟିନାରେ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଛି । ୬୦ ବର୍ଷ ବୟସରେ ଅସୁସ୍ଥତା ପରେ ବୁଧବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମାରାଡୋନଙ୍କ ମୃତଦେହ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ କାସା ରୋଜାରାକୁ ଅଣାଯାଇଛି । ଏଠାରେ!-->…
Read More...
Read More...