ମୁନୁଷ୍‌ ଜୀବ‌ନର୍‌‌ ପରମ୍‌ ଧରମ୍‌ ସମାଜସେବା

ଜାମଗାଁ, (ରାଜେଶ ଦଣ୍ଡସେନା) : ଏଭେ ବଡଭାଗି ଲୋକ୍ ପଏସାର୍ ପଛେ ନର୍‌ଦିଲା ବେଲ୍‌କେ କିଛି ଲୋକ୍ ପର୍‌ହର୍ ସେବା କରି ଜୀବନ୍ ଥି ଗହକି ହଉଛନ୍ ‌। ସମାଜସେବା କେ ଜୀବନର୍‌ ପରମ୍‌ ଧରମ୍‌ ବଲି ସେମାନେ ଭାବି ନେଇଛନ୍‌ ।

ଜାମଗାଁ ପଞ୍ଚାୟତ ବୁଢୀସିଣ୍ଢୋଲ ଗାଁ ଥି ଏନ୍‌ତା ଗୁଟେ ସ୍ୱେଚ୍ଛାସେବୀ ଦଲ୍‌ ସମାଜସେବା ଥି ସମର୍ପିତ ହେଇ ଗରିବ ଦୁଖୀ ବୁଢ଼ାବୁଢ଼ୀ ମାନ୍‌କୁ କମଲ୍‌, ସାବୁନ୍‌, ତେଲ୍‌, ଭେସଲିନ୍ ବାଁଟି କରି ସମାଜ କେ ଉଦାହରନ୍‌ର ବାର୍‌ତା ଦେଇଛନ୍‌ । ସ୍ଵେଚ୍ଛାସେବୀ ସୁରେଶ କମ୍ପ ଆର୍‌ ସ୍ଵେଚ୍ଛାସେବୀ ସନ୍ତୋଷ କର୍ମୀ ଇ କାର୍ୟ୍ୟକ୍ରମ ଥି ମ‌ଙ୍ଗୁଆଲ୍‌ ହେଇଥିଲେ । ରାହୁଲ ମହାକୁର ଆର୍‌ ଗୁଲୁ ମହାକୁର ବିଶେଷ୍‌ ସହଯୋଗ କରିଥିଲେ । ଆଗ୍‌କେ ଏନ୍‌ତା ଗୁର୍‌ଦୁ କାର୍ୟ୍ୟକ୍ରମ ଜାରି ରହିବା ବଲି ସ୍ଵେଚ୍ଛାସେବୀ ସୁରେଶ କମ୍ପ କହିଛନ୍‌ ।

Leave A Reply

Your email address will not be published.