Browsing Tag

jamgaon news

ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ

ଜାମଗାଁ : ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ । ଆଜି ସକାଳେ ଲଖନପୁର ବ୍ଲକ ସମରବଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାରଗାଁ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ଝାରଗାଁ ଗ୍ରାମର ଦିଲ୍ଲୀପ ପଧାନଙ୍କ ବଡ଼ ପୁଅ ସୁନୀଲ ପଧାନ(୩୫) । ସୂଚନା ଅନୁଯାୟୀ ସମରବଗା
Read More...

ଭୁନ୍ଦୁପାଲି ଗ୍ରାମରେ ବାପାକୁ ହତ୍ୟା କଲା ପୁଅ

ଜାମଗାଁ : ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଅତାବିରା ଗ୍ରାମ ପଞ୍ଚାୟତ ସ୍ଥିତ ଭୁନ୍ଦୁପାଲି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ନିଜ ଜନ୍ମିତ ବାପାଙ୍କୁ ବଡ଼ପୁଅ ହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବୁଧବାର ପ୍ରାୟ ଦିନ ୨ଟା ସମୟରେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର

ଜାମଗାଁ : ୪୯ ନମ୍ବର ଜାତୀୟ ରାଜପଥ କୁହାକୁଣ୍ଡା ଛକରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ,
Read More...

ଜାମଗାଁ ଛାତ୍ରଛାତ୍ରୀଙ୍କ ହୋଟେଲ ପରିଦର୍ଶନ

ଜାମଗାଁ, (କେପିଏନ୍‌ଏସ୍‌) : ସରକାରୀ ବିଦ୍ୟାଳୟରେ ପର୍ଯ୍ୟଟନ ଓ ଆତିଥ୍ୟ ଧନ୍ଦାମୂଳକ ଶିକ୍ଷା ଅଧ୍ୟୟନ କରୁଥିବା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ସୋମବାର ବଲାଙ୍ଗିର (ମାଧିଆପାଲି) ସ୍ଥିତ ସ୍ୱୟମ୍‌ ହୋଟେଲରେ ତାଲିମ ନେଇଛନ୍ତି । ଜମାଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ୫୦ରୁ
Read More...

ମୁନୁଷ୍‌ ଜୀବ‌ନର୍‌‌ ପରମ୍‌ ଧରମ୍‌ ସମାଜସେବା

ଜାମଗାଁ, (ରାଜେଶ ଦଣ୍ଡସେନା) : ଏଭେ ବଡଭାଗି ଲୋକ୍ ପଏସାର୍ ପଛେ ନର୍‌ଦିଲା ବେଲ୍‌କେ କିଛି ଲୋକ୍ ପର୍‌ହର୍ ସେବା କରି ଜୀବନ୍ ଥି ଗହକି ହଉଛନ୍ ‌। ସମାଜସେବା କେ ଜୀବନର୍‌ ପରମ୍‌ ଧରମ୍‌ ବଲି ସେମାନେ ଭାବି ନେଇଛନ୍‌ । ଜାମଗାଁ ପଞ୍ଚାୟତ ବୁଢୀସିଣ୍ଢୋଲ ଗାଁ ଥି ଏନ୍‌ତା ଗୁଟେ
Read More...