Yearly Archives

2020

ସମସ୍ୟା ଘେରରେ ଖପ୍ରାଖୋଲ ବ୍ଲକ୍‌ ଅଂଚଳ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଲୋକଙ୍କ ବହୁତ ସମସ୍ୟା ରହିଛି । ଏପରି ଏକ ସମସ୍ୟା ଦେଖିବାକୁ ମିଳିଛି ଭାନପୁର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମରେ । ବ୍ରାହ୍ମଣୀ ଗ୍ରାମରେ ୫ ଟି ନଳକୂପ ଅଛି । ସେଥିମଧ୍ୟରୁ ଚାରୋଟି ବହୁତ ଦିନ ହେଲା ଖରାପ ହୋଇ ପଡିରହିଛି ।
Read More...

ଭୟାବହ ଅଗ୍ନିକାଣ୍ଡ କୋଭିଡ୍ ହସ୍ପିଟାଲରେ : ୫ ମୃତ

ରାଜକୋଟ : କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ ଜଣ ଆକ୍ରା‌ନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୁଜରାଟ ରାଜକୋଟ ମାଭଡି ଅଞ୍ଚଳରେ ଅବସ୍ଥିତ ଶିବାନନ୍ଦ ହସ୍ପିଟାଲର ଆଇସିୟୁ କୋଭିଡ୍ ଡାକ୍ତରଖାନାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚ ଜଣ
Read More...

୭୧ତମ ସମ୍ବିଧାନ ଦିବସ ପାଳିତ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଘୁନସର ଗ୍ରାମରେ ଗତକାଲି ଓଡ଼ିଶା ଜୀବିକା ମିଶନ ତରଫରୁ ୭୧ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ବ୍ଲକ ଉନ୍ନୟନ ଅଧିକାରୀ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସମ୍ପୂର୍ଣ କୋଭିଡ ଗାଇଡ ଲାଇନ ଅନୁସାରେ ସାମାଜିକ ଦୂରତା ରକ୍ଷା
Read More...

ଛତିଶଗଡ଼ର ସୀମାନ୍ତବର୍ତୀ ଅଂଚଳରେ ଆଇଆଇସି.ଙ୍କ କଡା ପଦକ୍ଷେପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ଛତିଶଗଡ଼ ରାଜ୍ୟର ଧାନ ଯେପରି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳରେ ରହିଥିବା ୩ ଗୋଟି ଧାନ ମଣ୍ଡି କୁ ଆସିପାରିବ ନାହିଁ, ତାହାକୁ ରୋକିବାକୁ ଜଗଦଲପୁର ପୋଲିସ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି ।
Read More...

ସମ୍ବିଧାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆମ୍ବେଦକର ଛକଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଡ. ବି. ଆର. ଆମ୍ବେଦକର ସଙ୍ଘ ପଦ୍ମପୁର ସଭାପତି ତଥା ପୂର୍ବତନ କୃଷି ଅଧିକାରୀ ବଳଦେବ ସୁନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସମାଜସେବୀ ଜଗଦୀଶ ଲୁହା ମୁଖ୍ୟ ଅତିଥି ଭାବରେ
Read More...

ପାଇକମାଲ ପଦ୍ମପୁର ରାସ୍ତା ଭଗତପୁର ନିକଟରେ ବାଇକ ଦୁର୍ଘଟଣାରେ ଯୁବକ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ପଦ୍ମପୁର ରାସ୍ତା ଭଗତପୁର ନିକଟରେ ବାଇକ ଦୁର୍ଘଟଣାରେ ଯୁବକର ମୃତ୍ୟୁ ହୋଇଛି । ଯୁବକ ଜଣକ ବୋଡାସମ୍ବର ଗ୍ରାମର ଚିତ ବରିହା(୪୫) ବୋଲି ଜଣା ପଡିଛି । ଚିତ ତାଙ୍କ ବାଇକିରେ ପଦ୍ମପୁରରୁ ନିଜ ଘର ବୋଡାସମ୍ବରକୁ ଗୁରବାର ରାତି ପ୍ରାୟ ୭ଟା ୩୦ମି.
Read More...

ଏଆଇୟୁଟିୟୁସି ଓ ଏଆଇକେକେଏମ୍‌ଏସ୍‌ ତରଫରୁ ସର୍ବ ଭାରତୀୟ ଧର୍ମଘଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ବିଜେପି ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମକୋଡ, କୃଷକ ବିରୋଧୀ କୃଷି ଆଇନ, ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି-୨୦୨୦, ରେଳ ସମେତ ଅନ୍ୟାନ୍ୟ ରାଷ୍ଟ୍ରୀୟ ଉଦ୍ୟୋଗଗୁଡିକର ଘରୋଇକରଣ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଆଦି ବିରୁଦ୍ଧରେ ଦେଶର ୧୦ଟି
Read More...

ସମସ୍ତ ବିଷୟରେ ସ୍ନାତକୋତ୍ତର ନାମଲେଖା ପାଇଁ ଡେଟ୍‌ ଲାଇନ୍‌ ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଷୟରେ ସ୍ନାତକୋତ୍ତର ୨୦୨୦-୨୧ ନାମଲେଖା ପାଇଁ ଡେଟ୍‌ ଲାଇନ୍‌ ଘୋଷଣା ହୋଇଥିବା ବେଳେ ଆସନ୍ତା ଡିସେମ୍ବର ୫ ତାରିଖ ଦିନ ପୂର୍ବାହ୍ନ ୧୧ଟା ସମୟରେ ୟୁନିଭର୍‌ସିଟି / କଲେଜ ଅନୁସାରେ ପ୍ରଥମ ଚୟନ ତାଲିକା
Read More...

ବଙ୍ଗୋମୁଣ୍ଡାରେ ସମ୍ବିଧାନ ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ସଦରରେ ଆମ୍ବେଦକର ଛକ ଠାରେ କିଛି ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଆଜି ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ
Read More...

ଶ୍ରୀକ୍ଷେତ୍ରକୁ ସୁବର୍ଣ୍ଣପୁର ମାଟିରୁ ଆଜି ୧୬ ଝୁଡି ତୁଳସୀ ଓ ପଦ୍ମଫୁଲ ପଠାଯାଇଛି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ପାଇଁ ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ମାଟିରୁ ଆଜି ୧୬ ଝୁଡି ତୁଳସୀ ଓ ପଦ୍ମଫୁଲ ପଠାଯାଇଛି । ଏକ ସୁସଜ୍ଜିତ ରଥରେ ଜିଲ୍ଲାର ବିନିକା ଜଗନ୍ନାଥ ମନ୍ଦିରରୁ
Read More...