Yearly Archives

2020

ସୁବର୍ଣ୍ଣପୁର ଜିଲ୍ଲାରେ ବି ପଡିଛି ଭାରତ ବନ୍ଦର ପ୍ରଭାବ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ଟ୍ରେଡ୍ ୟୁନିୟନ ଡାକରାରେ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲାରେ ବି ପଡିଛି । କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ବିରୁଦ୍ଧରେ ଆଜି ସର୍ବ ଭାରତୀୟସ୍ତରରେ ୨୪ ଘଣ୍ଟିଆ ବନ୍ଦ
Read More...

କରାଟେ କୋଚ୍‌ ଅସୀମ କୁମାର ଭୋଇଙ୍କ ମହାନତା

ବଲା‌ଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା କରାଟେ କୋଚ୍‌ ଅସୀମ କୁମାର ଭୋଇ ଆଜି ସକାଳେ ସବୁଦିନ ପରି ବଲାଙ୍ଗିର ରେଲୱେ ଷ୍ଟେସନ ଛକରେ ଥିବା କରାଟେ ସ୍କୁଲକୁ କରାଟେ ଶିକ୍ଷାଦାନ ପାଇଁ ଯିବା ସମୟରେ ଷ୍ଟେସନ ଛକରୁ ଖୁଜେନପାଲି ରାସ୍ତା କଡରେ ଏକ
Read More...

କୋଶଲୀ ଲୋକନୃତ୍ୟ ଏକାଡେମୀ ମାଧ୍ୟମରେ ‘ପ୍ରୟାସ’ ପକ୍ଷରୁ କୁତୁର୍ଲା ପଞ୍ଚାୟତର ବିଭିନ୍ନ ଗାଁରେ ଶହେ ଜଣ…

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ୩ଟା ସମୟରେ ଦେଓଗାଁ ବ୍ଳକ କୁତୁର୍ଲା ହାଇସ୍କୁଲ ଖେଳ ପଡ଼ିଆରେ ‘ପ୍ରୟାସ’ ପକ୍ଷରୁ କୋଶଲୀ ଲୋକନୃତ୍ୟ ଏକାଡେମୀ ମାଧ୍ୟମରେ କୁତୁର୍ଲା ପଞ୍ଚାୟତ କୁତୁର୍ଲା, ସାରସବାହାଲ, ମୁରସିଂ, ବହଲି ଗାଁର ଶହେ ଜଣ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା
Read More...

ପୁରୁଣା ହସ୍ପିଟାଲ ପରିସରରେ ସମ୍ବିଧାନ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ସମ୍ବିଧାନ ସୁରକ୍ଷା ମଂଚ ବରଗଡ଼ ପକ୍ଷରୁ ସମ୍ବିଧାନ ଦିବସ ପାଳିତ। ଗୁରୁବାର ସନ୍ଧ୍ୟାରେ ପୁରୁଣା ହସ୍ପିଟାଲ ପରିସରରେ ସମ୍ବିଧାନର ମୁଖବନ୍ଧ ପଠନ କରି ବିଭିନ୍ନ ଅନୁଛେଦ ବିଷୟରେ ଆଲୋଚନା କରାଗଲା । ଆବାହକ ପଵିତ୍ର ଦେହେରି, ମରିୟମ ବାର୍ଲା, ଅଲିମ ରିଜ଼ବି, ରମେଶ
Read More...

ସମ୍ବିଧାନ ଦିବସ : ଜୟ ଭୀମ ନାରାରେ କମ୍ପିଲା ସହର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭାରତୀୟ ସମ୍ବିଧାନ ଦିବସ ଅବସରରେ ସ୍ଥାନୀୟ ମାଲ୍‌ଗେଦାମପଡା ସ୍ଥିତ ବାବା ସାହେବ ଆମ୍ବେଦକର କ୍ଲବରେ ଜିଲ୍ଲା ଦଳିତ ମଂଚ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଆଜି ସକାଳୁ ଜିଲ୍ଲା ବହୁଜନ ସମାଜ ପାର୍ଟି ସଭାପତି ଦ୍ରୋଣ କୁମ୍ଭାରଙ୍କ ନେତୃତ୍ୱରେ
Read More...

ତୁଟୁନି ଧୁମାଭଟା ମଣ୍ଡିରେ କଟ୍‌ନି ଛଟ୍‌ନି ବିବାଦ : ଆସନ୍ତା କାଲି ଜିଲ୍ଲାପାଳଙ୍କୁ ଭେଟିବ ଚାଷୀ ସଂଗଠନ

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ବେଲପଡ଼ା ବ୍ଲକର ଧୁମାଭଟା ମଣ୍ଡିରେ ଚାଷୀ ଅସନ୍ତୋଷ ତେଜିବାରେ ଲାଗିଛି । କ୍ୱିଣ୍ଟାଲ ପ୍ରତି ୮-୧୦ କେଜି ଛଟ୍‌ନି କରିବା ପାଇଁ ମିଲର୍ସର ଯୁକ୍ତି ପରେ ଚିହିଁକି ଉଠିଛନ୍ତି ଚାଷୀ । ଗତ ୨ ଦିନ ଧରି ମଣ୍ଡିରେ ଚାଲିଥିବା ଚାଷୀ ଆନ୍ଦୋଳନ ଆହୁରି ବ୍ୟାପକ
Read More...

ସଇଁନ୍ତଲାରେ ସମ୍ବିଧାନ ଦିବସ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ବିବେକାନନ୍ଦ ପାଠାଗାର ଠାରେ ସମ୍ବିଧାନ ଦିବସ ଅବସରପ୍ରାପ୍ତ ଶିକ୍ଷକ ତପିଧର କୁମ୍ଭାରଙ୍କ ସଭାପତିତ୍ୱରେ କୋଭିଡ ଆଇନ ଅନୁଯାୟୀ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଭୀମସେନ
Read More...

ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ ଜବତ କଲା ୪ କିଲୋର ବଜ୍ରକାପ୍ତା

ଜୟପୁର : ଜୟପୁର ବନ ବିଭାଗ ଜବତ କରିଛି ୪ କିଲୋର ବଜ୍ରକାପ୍ତା ବୋଲି ଖବର ମିଳିଛି । ସୂଚନା ଅନୁସାରେ ଜୟପୁର ମାଛକୁଣ୍ଡ ଧମାଣୀଗୁଡା ଜଙ୍ଗଲରୁ ୪ କିଲୋର ବଜ୍ରକାପ୍ତାକୁ ଆଣି ବୈପାରୀଗୁଡାର ବଡମାଙ୍କିଡି ଠାରେ ୪ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ବେଳେ କୋ÷ଣସି ସୂତ୍ରରୁ ଖବର ପାଇଁ ଜୟପୁର ବନ
Read More...

ବୃଦ୍ଧଙ୍କ କରାମତି : ଲକ୍ଷାଧିକ ଟଙ୍କାର ନକଲି ଦେଇ ଅସଲି ଅଳଙ୍କାର ନେଇଗଲେ

କରଂଜିଆ : ବୃଦ୍ଧ ବୟସରେ ବି ଲୁଟ୍‌ କରିବାକୁ ପଛଉ ନାହାନ୍ତି ଲୋକେ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ଠାକୁରମୁଣ୍ଡା ବଜାରର ମା’ ମଙ୍ଗଳା ଜୁଏଲାରୀରୁ ସୁବ୍ରତ ଦାସ ନାମକ ଜଣେ ବୃଦ୍ଧ ଗତ ୨୦ ତାରିଖରେ ନକଲି ସୁନା ଚେନ୍‌କୁ ବଦଳ ଦେଇ ଲକ୍ଷାଧିକ ଟଙ୍କାର ଅଳଙ୍କାର ଠକି ନେଇଛନ୍ତି ବୋଲି ଦୋକାନ
Read More...

ସର୍ବଭାରତୀୟ ସାଧାରଣ ଧର୍ମଘଟ : ମିଳିତ ଶ୍ରମିକ ମଂଚର ପ୍ରତିବାଦ ସଭା, ବନ୍ଦ ଅସଫଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ୧୦ ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ସ୍ୱାଧୀନ ଫେଡେରେସନ ମାନଙ୍କ ଡାକରାରେ ସର୍ବ ଭାରତୀୟ ସାଧାରଣ ଧର୍ମଘଟର ଡାକରା ଦିଆଯାଇ ଥିଲା । ସେହିକ୍ରମରେ ମିଳିତ ଶ୍ରମିକ ମଂଚ, ବଲାଙ୍ଗିର ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ଶ୍ରମିକ ତଥା ଚାଷୀ ସଂଗଠନ ତରଫରୁ
Read More...