ବୃଦ୍ଧଙ୍କ କରାମତି : ଲକ୍ଷାଧିକ ଟଙ୍କାର ନକଲି ଦେଇ ଅସଲି ଅଳଙ୍କାର ନେଇଗଲେ

csstore

କରଂଜିଆ : ବୃଦ୍ଧ ବୟସରେ ବି ଲୁଟ୍‌ କରିବାକୁ ପଛଉ ନାହାନ୍ତି ଲୋକେ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ଠାକୁରମୁଣ୍ଡା ବଜାରର ମା’ ମଙ୍ଗଳା ଜୁଏଲାରୀରୁ ସୁବ୍ରତ ଦାସ ନାମକ ଜଣେ ବୃଦ୍ଧ ଗତ ୨୦ ତାରିଖରେ ନକଲି ସୁନା ଚେନ୍‌କୁ ବଦଳ ଦେଇ ଲକ୍ଷାଧିକ ଟଙ୍କାର ଅଳଙ୍କାର ଠକି ନେଇଛନ୍ତି ବୋଲି ଦୋକାନ ମାଲିକ ନିକଟସ୍ଥ ଠାକୁରମୁଣ୍ଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୋକନରେ ଲାଗିଥିବା ସିସିଟିଭି ମାଧ୍ୟରେ ତଦନ୍ତ ଆରମ୍ଭ କରିବା ସହ ବୃଦ୍ଧଙ୍କୁ ଧରିବା ପାଇଁ ଯୋଜନା କରିସାରିଛି ।

Leave A Reply

Your email address will not be published.