ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ ଜବତ କଲା ୪ କିଲୋର ବଜ୍ରକାପ୍ତା

ଜୟପୁର : ଜୟପୁର ବନ ବିଭାଗ ଜବତ କରିଛି ୪ କିଲୋର ବଜ୍ରକାପ୍ତା ବୋଲି ଖବର ମିଳିଛି । ସୂଚନା ଅନୁସାରେ ଜୟପୁର ମାଛକୁଣ୍ଡ ଧମାଣୀଗୁଡା ଜଙ୍ଗଲରୁ ୪ କିଲୋର ବଜ୍ରକାପ୍ତାକୁ ଆଣି ବୈପାରୀଗୁଡାର ବଡମାଙ୍କିଡି ଠାରେ ୪ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ବେଳେ କୋ÷ଣସି ସୂତ୍ରରୁ ଖବର ପାଇଁ ଜୟପୁର ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ ପହଂଚି ସଂପୃକ୍ତ ବ୍ୟାକ୍ତିକୁ ଗିରଫ କରିବା ସହ ବଜ୍ରକାପ୍ତାକୁ ଜବତ କରିଥଲେ ।

Leave A Reply

Your email address will not be published.