Browsing Tag

jaypur news

ବନ ମହୋତ୍ସବ ସପ୍ତାହ ପାଳିତ

ଜୟପୁର, (ଜଗନ୍ନାଥ ବିଶୋଇ) : ଜୟପୁର ରଣ୍ଡାପାଲି ଠାରେ ଥିବା ଫାର୍ମାସୀ କଲେଜ ପରିସରରେ ୟୁଥ ରେଡ଼କ୍ରସର ଓ ଜାତୀୟସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଏକ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥ୍‌ ଭାବେ ଫାର୍ମାସୀ
Read More...

ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ ଜବତ କଲା ୪ କିଲୋର ବଜ୍ରକାପ୍ତା

ଜୟପୁର : ଜୟପୁର ବନ ବିଭାଗ ଜବତ କରିଛି ୪ କିଲୋର ବଜ୍ରକାପ୍ତା ବୋଲି ଖବର ମିଳିଛି । ସୂଚନା ଅନୁସାରେ ଜୟପୁର ମାଛକୁଣ୍ଡ ଧମାଣୀଗୁଡା ଜଙ୍ଗଲରୁ ୪ କିଲୋର ବଜ୍ରକାପ୍ତାକୁ ଆଣି ବୈପାରୀଗୁଡାର ବଡମାଙ୍କିଡି ଠାରେ ୪ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ବେଳେ କୋ÷ଣସି ସୂତ୍ରରୁ ଖବର ପାଇଁ ଜୟପୁର ବନ
Read More...

ମୋବାଇଲରେ କଥା ହେବା ପରେ କେନାଲକୁ ଡେଇଁ ଆ‌ତ୍ମହତ୍ୟା କଲେ ଟ୍ରକ୍ ଡ୍ରାଇଭର

ଜୟପୁର : ଜୟପୁର ଅଂଚଳ ଦେଇ ଯାଇଥିବା କେନାଲରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ନିଜ ସ୍ତ୍ରୀ ସହ ମୋବାଇଲ୍ ଫୋନ୍ ଯୋଗେ କଥା ହେବାପରେ ସ୍ତ୍ରୀ ସହ କିଛି ସମୟ ଧରି ଯୁକ୍ତି ଚାଲିବା ପରେ ଯୁବକ ଜଣକ କେନାଲକୁ ଡେଇଁ ଆତ୍ମହତ୍ୟା କରିଛନ୍ତି
Read More...