Browsing Tag

karanjia news

ଚୋରି କରି ଖସିଯାଉଥିବା ବେଳେ ଧରାପଡିଲେ ୩ ଚୋର

କରଞ୍ଜିଆ : ଚୋରି କରି ଖସିଯାଉଥିବା ବେଳେ ଧରାପଡିଲେ ୩ ଚୋର । ସୋମବାର ଭୋର ସମୟରେ ଯଶୀପୁର ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ୪୯ ନମ୍ବର ଜାତୀୟ ରାଜପଥ ଅଙ୍ଗାରପଦାଠାରେ ଥିବା ଇଷ୍ଟର୍ଣ୍ଣ ହେଚେରୀ ନିକଟରେ ୩ ଜଣ ସନ୍ଦିଗ୍ଧଙ୍କୁ ଦେଖିଥିଲେ । ପୋଲିସକୁ ଦେଖି ସମସ୍ତେ ଖସିବାକୁ ଉଦ୍ୟମ
Read More...

ଦ୍ୱାରଶୁଣି ଘାଟିରେ ସିରିଜ୍‌ ଦୁର୍ଘଟଣା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ସିରିଜ୍‌ ଦୁର୍ଘଟଣା । ଖବର ଅନୁଯାୟୀ କେନ୍ଦୁଝରରୁ ଲୁହାପଥର ବୋଝେଇ ଟ୍ରକଟି ଖଡ଼ଗପୁର ଅଭିମୁଖେ ଯାଉଥିଲା । ଏହି ସମୟରେ ଘାଟି ବାଙ୍କ ରାସ୍ତାରେ ଅନ୍ୟ ଏକ ଲୁହାପଥର ବୋଝେଇ ଟ୍ରକକୁ ଓଭରଟେକ୍‌ କରୁଥିଲା । ହେଲେ ଗାଡିଟି
Read More...

ଜୁଆ ଆଡ୍ଡା ଉପରେ ପୋଲିସର ଅଚାନକ ଚଢାଉ : ୪ ଗିରଫ

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କାଡଦିହା ଖେଳପଡିଆରେ ମଙ୍ଗଳବାର ଦିନ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚାଲିଥିବା ବେଳେ ରାତି ସମୟରେ ଖୁଲମ୍‌ଖୁଲା ଜୁଆ ଖେଳ ଚାଲିଥିଲା । ଏନେଇ କୌଣସି ସୁତ୍ରରୁ ଖବର ପାଇ କରଞ୍ଜିଆ ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା । ଏହି ଚଢାଉରେ
Read More...

ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କଲା ଯଶୀପୁର ଥାନା ପୋଲିସ୍

କରଞ୍ଜିଆ : ଯଶୀପୁର ଥାନା ମାଛକାନ୍ଦଣା ଗାଆଁ ନିକଟ ଜଙ୍ଗଲରେ ମଦ ପ୍ରସ୍ତୁତି ହେଉଥିବା ଖବର ପାଇ ଆଜି ସକାଳୁ ସକାଳୁ ଅତର୍କିତ ଭାବେ ଚଢାଉ କରିଥିଲା ଯଶୀପୁର ଥାନା ପୋଲିସ୍ । ମଦ ପ୍ରସ୍ତୁତକାରୀ ଲୋକେ ସେଠାରୁ ଫେରାର ହୋଇଯାଇଥିବା ବେଳେ ପୋଲିସ୍ ୩୦୦୦ କେ.ଜି. ଦେଶୀ ମହୁଲ ପୋଚ଼ ନଷ୍ଟ କରିବା
Read More...

ଆଜିଠୁ ରାଜ୍ୟରେ ବଢ଼ିବ ଶୀତ : ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ

କରଞ୍ଜିଆ : ଉପର ବାର୍ହାକାମୁଡାଠାରେ ସର୍ବନିମ୍ନ ତାପମାତ୍ରା ୦ଂ ଡ଼ିଗ୍ରୀ ରହିଥିବା ବେଳେ ଚହଲାଠାରେ ୩ଂ ଡିଗ୍ରୀ, ନଅଣା ୭ଂ ଡିଗ୍ରୀ, ବରେହିପାଣି ଓ ଗୁରୁଗୁଡିଆଠାରେ ୮ଂ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ବୋଲି ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପନିର୍ଦ୍ଦେଶକ
Read More...

କରଞ୍ଜିଆରେ ବସ ଦୁର୍ଘଟଣା

କରଞ୍ଜିଆ : କରଞ୍ଜିଆରେ ବସ ଦୁର୍ଘଟଣା ହୋଇଥିବା ଖବର ମିଳିଛି । ଘଟଣାରେ ପାଞ୍ଚ ଯାତ୍ରୀ ଆହତ ହୋଇଛନ୍ତି । ଘଟଣା ଘଟିଛି ଠାକୁରମୁଣ୍ଡା କାଦଡିହା ଛକ ନିକଟରେ । ସୂଚନା ଅନୁଯାୟୀ, ନୀଳମାଧବ ନାମକ ଏକ ଯାତ୍ରୀବାହୀ ବସ୍‌ କରଞ୍ଜିଆରୁ ଠାକୁରମୁଣ୍ଡା ଯାଉଥିବା ବେଳେ କାଦଡିହା ଛକଠାରେ ଭାରସାମ୍ୟ
Read More...

ଦୀର୍ଘ ଏକ ମାସ ପରେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

କରଞ୍ଜିଆ : ଦୀର୍ଘ ଏକ ମାସ ପରେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଜିଲ୍ଲା ପ୍ରଶାସନ ଏବଂ ବନବିଭାଗର ପ୍ରତିଶୃତି ପରେ ରାସ୍ତାରୁ ହଟିଲେ ଆନ୍ଦୋଳନକାରୀ । ସୂଚନା ଅନୁଯାୟୀ, ୫ ଦଫା ଦାବି ନେଇ ଏକ ମାସ ପର୍ଯ୍ୟନ୍ତ ଶିମିଳିପାଳ ମୁଖ୍ୟ ରାସ୍ତାଗୁଡିକୁ ଅବରୋଧ କରିଥିଲେ ଶିମିଳିପାଳ ବିକାଶ ପରିଷଦ ।
Read More...

ହାଡ଼ଭଙ୍ଗା ଶୀତରେ ଥରୁଛି ଶିମିଳିପାଳ

କରଞ୍ଜିଆ : ଶିମିଳିପାଳ ପାଦଦେଶରେ ଥିବା ଯଶୀପୁର, କରଞ୍ଜିଆ, ଠାକୁରମୁଣ୍ଡା, ରରୁଆଁ ଏବଂ ଶୁକୃଳୀ ବ୍ଳକରେ ଘନ କୁହୁଡ଼ି ସହ ଶୀତର ଲହରୀ ଜାରି । ଆଜି ଶିମିଳିପାଳ ଉପର ବାର୍ହା କାମୁଡ଼ାରେ ସର୍ବନିମ୍ନ ୨ ଡିଗ୍ରୀ, ଚହଲାରେ ୪ଡିଗ୍ରୀ, ନଅଣାରେ ୬ ଡିଗ୍ରୀ ଓ ଗୁରୁଗୁଡିଆଡିଠାରେ ୭ ଡିଗ୍ରୀ
Read More...

ଶୀତରେ ଥରୁଛି ଶିମିଳିପାଳ

କରଞ୍ଜିଆ : ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ବିଭିନ୍ନ ସ୍ଥାନରେ ପାରଦ ଖସୁଛି । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ତଳକୁ ଖସିଛି । ଉପକୂଳ ଅଞ୍ଚଳରେ ବି ଶୀତ ପ୍ରକୋପ ଜାରି ରହିଛି । ତେବେ ଅଧିକ ଶୀତରେ ଥରୁଛି ଶିମିଳିପାଳ । ପାଦଦେଶରେ ଥିବା ଯଶୀପୁର, କରଞ୍ଜିଆ, ଠାକୁରମୁଣ୍ଡା,
Read More...

ହାତୀପଲଙ୍କ ଉପଦ୍ରବ : ଖାଇଲେ ଧାନ ଚାଉଳ, ନଷ୍ଟ କଲେ ଫସଲ

କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମୁନି ୨୩ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ । ୫ ଦିନରେ ବ୍ୟାପକ ଫସଲ ନଷ୍ଟ କରିବା ସହ ଭାଗିଲେଣି ୨୦ରୁ ଉର୍ଦ୍ଧ୍ୱ ଘର । ଦୁଧିଆଣି ରେଞ୍ଜ ଅଞ୍ଚଳର ରାଣୀପାଟ ଗାଆଁରେ ୪ଟି ଘର ଭାଙ୍ଗି ଧାନ ଚାଉଳ ଖାଇବା ସହ ଅନେକ ଫସଲ ନଷ୍ଟ କରିଛନ୍ତି ହାତୀପଲ ।
Read More...