pakka

ଆଜିଠୁ ରାଜ୍ୟରେ ବଢ଼ିବ ଶୀତ : ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ

bbehera

କରଞ୍ଜିଆ : ଉପର ବାର୍ହାକାମୁଡାଠାରେ ସର୍ବନିମ୍ନ ତାପମାତ୍ରା ୦ଂ ଡ଼ିଗ୍ରୀ ରହିଥିବା ବେଳେ ଚହଲାଠାରେ ୩ଂ ଡିଗ୍ରୀ, ନଅଣା ୭ଂ ଡିଗ୍ରୀ, ବରେହିପାଣି ଓ ଗୁରୁଗୁଡିଆଠାରେ ୮ଂ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ବୋଲି ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଆଜିଠୁ ରାଜ୍ୟରେ ବଢ଼ିବ ଶୀତ । ଏମିତିକି ରାତି ସମୟର ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିଯିବ । ସେହିଭଳି ୧୫ ତାରିଖ ଯାଏ ଘନ କୁହୁଡ଼ି ରହିବ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

jay balangir
Leave A Reply

Your email address will not be published.

five − 2 =

error: Content is protected !!