pakka

ଦ୍ୱାରଶୁଣି ଘାଟିରେ ସିରିଜ୍‌ ଦୁର୍ଘଟଣା

bbehera

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ସିରିଜ୍‌ ଦୁର୍ଘଟଣା । ଖବର ଅନୁଯାୟୀ କେନ୍ଦୁଝରରୁ ଲୁହାପଥର ବୋଝେଇ ଟ୍ରକଟି ଖଡ଼ଗପୁର ଅଭିମୁଖେ ଯାଉଥିଲା । ଏହି ସମୟରେ ଘାଟି ବାଙ୍କ ରାସ୍ତାରେ ଅନ୍ୟ ଏକ ଲୁହାପଥର ବୋଝେଇ ଟ୍ରକକୁ ଓଭରଟେକ୍‌ କରୁଥିଲା । ହେଲେ ଗାଡିଟି ଭାରସାମ୍ୟ ହରାଇ ପିଟି ହୋଇଥିଲା । ଏହାପର ବିପରୀତ ଦିଗରୁ ଆସୁଥିବା ଏକ ଟ୍ରେଲରକୁ ମୁହଁରୁ ଧକ୍କା ଦେଇଥିଲା । ଯେଉଁଥିରେ ଟ୍ରେଲର ଡ୍ରାଇଭର ଗୁରୁତର ହୋଇଛନ୍ତି । ଏହାପରେ ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

four − two =

error: Content is protected !!