pakka

ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କଲା ଯଶୀପୁର ଥାନା ପୋଲିସ୍

bbehera

କରଞ୍ଜିଆ : ଯଶୀପୁର ଥାନା ମାଛକାନ୍ଦଣା ଗାଆଁ ନିକଟ ଜଙ୍ଗଲରେ ମଦ ପ୍ରସ୍ତୁତି ହେଉଥିବା ଖବର ପାଇ ଆଜି ସକାଳୁ ସକାଳୁ ଅତର୍କିତ ଭାବେ ଚଢାଉ କରିଥିଲା ଯଶୀପୁର ଥାନା ପୋଲିସ୍ । ମଦ ପ୍ରସ୍ତୁତକାରୀ ଲୋକେ ସେଠାରୁ ଫେରାର ହୋଇଯାଇଥିବା ବେଳେ ପୋଲିସ୍ ୩୦୦୦ କେ.ଜି. ଦେଶୀ ମହୁଲ ପୋଚ଼ ନଷ୍ଟ କରିବା ସହ ମଦ ରନ୍ଧା ଉପକରଣ ଗୁଡିକୁ ଜବତ କରିଛି ।

jay balangir
Leave A Reply

Your email address will not be published.

five × three =

error: Content is protected !!