Browsing Tag

karanjia news

ଶିକାରୀ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁ

କରଞ୍ଜିଆ : ଶିମିଳିପାଳ ଉତ୍ତର ଅଭୟାରଣ୍ୟ କେନ୍ଦୁମୁଣ୍ଡି-ବାରାକାମୁଡା ସେକ୍ସନର ଗାମୁଛାଝରଣ ନିକଟରେ ବିଳମ୍ବିତ ରାତି ପ୍ରାୟ ସାଢେ ୨ଟାରେ କାର୍ଯ୍ୟରତ ଥିବା ଜଣେ ବନ କର୍ମଚାରୀ ଶିକାରୀ ଗୁଳିରେ ପ୍ରାଣ ହରାଇଥିବେ ଖବର ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ବହଳଦା ନିବାସୀ ଅପର ବାରାକାମୁଡା
Read More...

ରାଷ୍ଟ୍ରପତିଙ୍କ ହେଲିକପ୍ଟରରେ ସେଲ୍ଫି ନେବା ଘଟଣା : ଫାର୍ମାସିଷ୍ଟ ନିଲମ୍ବିତ

କରଞ୍ଜିଆ : ସୁରକ୍ଷା ବଳୟ ଭାଙ୍ଗି ରାଷ୍ଟ୍ରପତିଙ୍କ ହେଲିକପ୍ଟରରେ ସେଲ୍ଫି ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେଲ୍ଫି ନେଇଥିବା ଫାର୍ମାସିଷ୍ଟ ଯଶୋବନ୍ତ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିଲମ୍ବନ କରିଛନ୍ତି । ନିଲମ୍ବିତ
Read More...

ଏଟିଏମ୍‌ ତାଡି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କରଞ୍ଜିଆ : ଯଶୀପୁର ଥାନା ଧୋବାଡିହା ଛକଠାରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍‌ରୁ ଗତକାଲି ବିଳମ୍ବିତ ରାତିରେ ଲୁଟ୍ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଯଶୀପୁର ଥାନା ୪୯ ନଂ ଜାତୀୟ ରାଜପଥ ପାର୍ଶ୍ଵ ଧୋବାଡିହାଠାରେ ଥିବା ଏସବିଆଇ ଏଟିଏମ୍‌ରୁ ଲୁଟ୍ ହୋଇଛି । ବିଳମ୍ବିତ ରାତି
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ, ୧ ଆହତ

କରଞ୍ଜିଆ : କରଞ୍ଜିଆ ହାତିବାରି ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ହାତିବାରି ଗ୍ରାମ ନିକଟ ହୁଡ଼ି ସାହି ନିକଟରେ ବାଇକ୍‌ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦେଓ କେନାଲରେ ପଡିଯାଇଥିଲେ । ଫଳରେ କେନାଲ ପାଣିରେ ବୁଡି ୩ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଜଣେ ଆହତ
Read More...

ଦୁଧିଆଣି ରେଞ୍ଜରୁ କଲରାପତରିଆ ବିରାଡ଼ିର ମୃତଦେହ ଉଦ୍ଧାର

କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଦୁଧିଆଣି ବନାଞ୍ଚଳ ବରମୁଣ୍ଡା ସେକ୍ସନ ବୁଢିଗାଁ ବିଟ୍ ବନ୍ଧମୁଣ୍ଡା ସାହିଦେଓ ନଦୀ କୂଳରୁ ଏକ ମୃତ କଲରାପତରିଆ ବିରାଡ଼ି ଠାବ ହୋଇଛି । ମୃତ କଲରାପତରିଆ ବିଲେଇକୁ ଯଶିପୁର ପଶୁ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ
Read More...

ମର୍ମନ୍ତୁଦ ଦୁର୍ଘଟଣା : ୧ ମୃତ, ୧ ଆହତ

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳରେ ସଡକ ଦୁର୍ଘଟଣା ଘଟି ଯଶିପୁର ଥାନା ନିୟୁନ୍ତି ପଞ୍ଚାୟତ ନିୟୁନ୍ତି ଗାଁର କରୁଣାକର ନାୟକ (୫୫ ବର୍ଷ)ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ସୁମିତ୍ରା ନାୟକ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ କରଞ୍ଜିଆ ଚିକିତ୍ସାଳୟରେ ଭର୍ତ୍ତି
Read More...

ଦନ୍ତା ଆକ୍ରମଣରେ ଯୁବକ ମୃତ

କରଞ୍ଜିଆ : ଦନ୍ତା ଆକ୍ରମଣରେ ଯୁବକ ମୃତ । କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅସୁରଖାଲ ଗାଁ ହୁଡ଼ି ସାହିରେ ଏପରି ଅଘଟଣ ଘଟିଛି । ସୂଚନା ଅନୁସାରେ, ରବିବାର ସନ୍ଧ୍ୟା ୫ଟା ବେଳେ ଯୁବକ ଜଣଙ୍କ ଜଙ୍ଗଲରେ ଜଣକୁ ଖୋଜିବାକୁ ଯାଇ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ । ଯୁବକ ଜଣଙ୍କ ଦୌଡ଼ି
Read More...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ୍, ୮ ଆହତ

କରଞ୍ଜିଆ : ମହୁଲଡିହା ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ ଚିଆଁବେଡା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ଯାତ୍ରୀବାହୀ ବସ୍ । ଫଳରେ ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
Read More...

ନଦୀରେ ଭାସୁଛି ମହିଳାଙ୍କ ମୃତଦେହ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା କୂଦରବିଶିଦା ଗାଁ ନିକଟ ଦେଇ ଯାଇଥିବା ଭଣ୍ଟନ ନଦୀରେ ଆଜି ଜଣେ ମହିଳାଙ୍କ ଅର୍ଦ୍ଧ ପ୍ରସବ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି । ମହିଳା ଜଣଙ୍କ
Read More...

ପୁଅ ବୋହୂଙ୍କ ଆକ୍ରମଣରେ ବାପା ମୃତ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଭଅଁରା ଗାଁରେ ପୁଅ ବୋହୂଙ୍କ ଆକ୍ରମଣରେ ବାପାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ଲୁଚନ ମୁଣ୍ଡା । ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ରାତିରେ ପ୍ରଥମେ ନିଶାସକ୍ତ ଅବସ୍ଥାରେ ଲୁଚନ ପୁଅ
Read More...
error: Content is protected !!