pakka

ଶୀତରେ ଥରୁଛି ଶିମିଳିପାଳ

bbehera

କରଞ୍ଜିଆ : ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ବିଭିନ୍ନ ସ୍ଥାନରେ ପାରଦ ଖସୁଛି । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ତଳକୁ ଖସିଛି । ଉପକୂଳ ଅଞ୍ଚଳରେ ବି ଶୀତ ପ୍ରକୋପ ଜାରି ରହିଛି । ତେବେ ଅଧିକ ଶୀତରେ ଥରୁଛି ଶିମିଳିପାଳ । ପାଦଦେଶରେ ଥିବା ଯଶୀପୁର, କରଞ୍ଜିଆ, ଠାକୁରମୁଣ୍ଡା, ରରୁଆଁ ଏଵଂ ଶୁକୃଳୀ ବ୍ଳକ । ଘନ କୁହୁଡି ସହ ଶୀତର ଲହରୀ ଜାରି ରହିଛି । । ଶିମିଳିପାଳ ଉପର ବାର୍ହା କାମୁଡାରେ ସର୍ବନିମ୍ନ ୧ଂ, ଚହଲା ୩ଂ , ନଅଣା ୬ଂ ଓ ଗୁରୁଗୁଡିଆଠାରେ ୮ଂ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

jay balangir
Leave A Reply

Your email address will not be published.

17 − five =

error: Content is protected !!