pakka

ହାତୀପଲଙ୍କ ଉପଦ୍ରବ : ଖାଇଲେ ଧାନ ଚାଉଳ, ନଷ୍ଟ କଲେ ଫସଲ

bbehera

କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମୁନି ୨୩ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ । ୫ ଦିନରେ ବ୍ୟାପକ ଫସଲ ନଷ୍ଟ କରିବା ସହ ଭାଗିଲେଣି ୨୦ରୁ ଉର୍ଦ୍ଧ୍ୱ ଘର । ଦୁଧିଆଣି ରେଞ୍ଜ ଅଞ୍ଚଳର ରାଣୀପାଟ ଗାଆଁରେ ୪ଟି ଘର ଭାଙ୍ଗି ଧାନ ଚାଉଳ ଖାଇବା ସହ ଅନେକ ଫସଲ ନଷ୍ଟ କରିଛନ୍ତି ହାତୀପଲ । ବନ ବିଭାଗ ପକ୍ଷରୁ ହାତୀ ଘୋଡାଇବାକୁ ଉଦ୍ୟମ ଜାରି ରହିଛି ।

jay balangir
Leave A Reply

Your email address will not be published.

three × three =

error: Content is protected !!