Yearly Archives

2020

ମାଝୀପଡା ବିଦ୍ୟାଳୟରେ ଏକସ୍ତରୀ ତମ ସମ୍ବିଧାନ ଦିବସ ପାଳିତ

ତୁରେକେଲା, (ମନିଷ କୁମାର ହଂସ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଏକସ୍ତରୀତମ ସମ୍ବିଧାନ ଦିବସ କରୋନା କଟକଣାକୁ ନଜରରେ ରଖି ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ
Read More...

ଟ୍ରେଡ ୟୁନିୟନର ଭାରତ ବନ୍ଦ ଡାକରାକୁ କଂଗ୍ରେସର ପୂର୍ଣ୍ଣ ସମର୍ଥନ: ଜାତୀୟ ରାଜପଥରେ ପିକେଟିଂ କଲେ କଂଗ୍ରେସ କର୍ମୀ

ଦେଓଗାଁ, (ମନୀଷ କୁମାର ସାହୁ) : ସର୍ବ ଭାରତୀୟ ମିଳିତ ଟ୍ରେଡ଼ ୟୁନିୟନ ଦେଇଥିବା ଭାରତ ବନ୍ଦ ଡାକରାକୁ ଦେଓଗାଁ କଂଗ୍ରେସ ସମର୍ଥନ କରିଛି । ଜାତୀୟ ରାଜପଥ ୨୬ ଦେଓଗାଁ ବସଷ୍ଟାଣ୍ଡରେ କଂଗ୍ରେସ କର୍ମୀମାନେ ଗାଡ଼ି ମଟରକୁ ବନ୍ଦ କରିଥିଲେ । ବ୍ଲକ କାର୍ୟ୍ୟଳୟ, ତହସିଲ ଅଫିସ, ସହ ସମସ୍ତ ସରକାରୀ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ : ପାଟଣାଗଡ଼ ଏନ୍‌ଏସି ଅଂଚଳରେ ୧୦ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୪ରୁ ଜଣେ ସଂକ୍ରମିତ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ୩ ଜଣ, ଗୁଡ଼ଭେଲା ବ୍ଲକ୍‌
Read More...

ପାଇକମାଲ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତିର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟିର ବୈଠକ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଉପସଭାପତି ସୁରେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି କ୍ଷ ସଂପ୍ରତି ବୈଠକ ରେ
Read More...

ଆମ ଆଦମୀ ପାର୍ଟିର ସ୍ଥାପନା ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ୨୦୧୧ ମସିହାରେ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନରୁ ଜନ୍ମ ନେଇଥିବା ଆମ ଆଦମୀ ପାର୍ଟି ୨୬ ନଭେମ୍ବର ୨୦୧୨ ମସିହାରେ ସ୍ଥାପନା ହୋଇଥିଲା । ସାରା ଦେଶରେ ପାର୍ଟିର କାର୍ୟ୍ୟକର୍ତାମାନେ ଏହି ଦିବସ ପାଳନ କରୁଥିବା ବେଳେ ବରଗଡ଼ରେ ମଧ୍ୟ ଏହି ସ୍ଥାପନା ଦିବସକୁ ସଂକଳ୍ପ
Read More...

ଚାଷ ଜମିରେ ପଡିଛି ଅଚିହ୍ନା ବ୍ୟକ୍ତିଙ୍କ ଶବ : ହତ୍ୟା ସନ୍ଦେହ

ବାଲେଶ୍ୱର : ଧାନ କ୍ଷେତରେ ଅଚିହ୍ନା ବ୍ୟାକ୍ତିଙ୍କ ଶବ ପଡିଥିବାି ଖବର ମିଳିଛି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ଅନ୍ତର୍ଗତ ନୟାଖଣ୍ଡି ଆମ୍ବହୋତା କେନାଲର ବାମ ପାଶ୍ୱର୍ରେ ଥିବା ଏକ ଚାଷ ଜମିରେ ପଡିଛି ଅଚିହ୍ନା ବ୍ୟାକ୍ତିଙ୍କ ଶବ । ବ୍ୟାକ୍ତିଙ୍କ ବେକକୁ କୌଣସି ଧାରୁଆ ଅସ୍ତ୍ରରେ କାଟି
Read More...

ଭାସିଗଲେ ପୋଟେରୁ ନଦୀରେ ଛାତ୍ର

କାଲିମେଲା : ପୋଟେରୁ ନଦୀରେ ଜଣେ ଛାତ୍ର ଭାସି ଯାଇ ମିଳୁ ନଥିବା ଖବର ମିଳିଛି । ସୂଚନା ଅନୁସାରେ କାଲିମେଲା ବ୍ଲକର ରାଜେଶ ମଣ୍ଡଳଙ୍କ ପୁଅ ରାକେଶ ମଣ୍ଡଳ ତାଙ୍କ ସାଙ୍ଗମାନଙ୍କ ସହିତ କାଲିମେଲାର ପୋଟେରୁ ନଦୀକୂଳକୁ ଭୋଜି କରିବା ପାଇଁ ଯାଇଥିଲେ । ହେଲେ ତାଙ୍କ ସହିତ ଯାଇଥିବା ସମସ୍ତ
Read More...

କ୍ରାଇମ ବ୍ରାଚଂ ଏସ୍‌ଟିଏଫ୍‌କୁ ମିଳିଲା ସଫଳତା

କୋରାପୁଟ : କୋରାପୁଟ ଜିଲ୍ଳାରେ କ୍ରାଇମ୍‌ ବ୍ରାଂଚ ଏସ୍‌ଟିଏଫ୍‌ ନକଲି ନୋଟ୍‌ ଜବତ କରିଥିବା ଖବର ମିଳିଛି । ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ସୁନାବେଡା ବସ୍‌ଷ୍ଟାଣ୍ଡରୁ ଜଣେ ଯୁବକଙ୍କ ଠାରୁ ୩ଲକ୍ଷ ୨୮ ହଜାର ୩ ଶହ ଟଙ୍କାର ନକଲି ନୋଟ ଜବତ କରବା ସହ ଯୁବକକୁ ମଧ୍ୟ ଗିରଫ କରିଛି କ୍ରାଇମ୍‌
Read More...

ନିଆଁ ଲାଗିଲା ଷ୍ଟାଣ୍ଡ୍‌ରେ ଥିବା ବସ୍‌ରେ

କଟକ : ନିଆଁ ଲାଗି ଜଳିଗଲା ବସ୍‌ । ସୂଚନା ଅନୁସାରେ କଟକ ପାଲା ମଣ୍ଡପ ପାଖରେ ଥିବା ଶ୍ରୀମନ୍ଦିର ବସ୍‌ ଷ୍ଟାଣ୍ଡରେ ଥିବା ବସ୍‌ରେ ନିଆଁ ଲାଗି ଜଳିଯାଇଥିବା ବେଳେ ନିଆଁ ଲାଗିବାର କିଛି ସମୟ ଭିତରେ ଜଳିପୋଡ଼ି ଛାର୍‌ଖାର୍‌ ହୋଇଯାଇଛି ବସ୍‌ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ
Read More...

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କା ଚାଷୀ ଯେଭଲି ପାଇବ, ସେଥିପ୍ରତି କୃଷକ ମୋର୍ଚ୍ଚା ସଜାଗ ରହୁ : ଧର୍ମେନ୍ଦ୍ର…

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଘୋଷଣା କରିଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କା ଯେଭଲି ଓଡିଶାର ଚାଷୀ ମାନେ ପାଇବେ, ସେ ଦିଗରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର କାର୍ୟ୍ୟକର୍ତ୍ତାମାନେ ସଜାଗ ହେବା ସହ ପ୍ରତ୍ୟେକ ମଣ୍ତିରେ କାର୍ୟ୍ୟକର୍ତ୍ତା ମାନେ ଏହା
Read More...