Yearly Archives

2020

ତୁଷୁରା ତେଲନଦୀକୁ ଡେଇଁ ପ୍ରେମରେ ବିଫଳ ଦିବ୍ୟାଙ୍ଗ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ : ଉଦ୍ଧାର କଲେ ସ୍ଥାନୀୟ ଲୋକେ, ପୋଲିସ…

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗିର ଜିଲ୍ଲା ତୁଷୁରା ଏବଂ ଗୁଡଭେଲାକୁ ସଂଯୋଗ କରିଥିବା ତେଲ ନଦୀ ବ୍ରିଜ଼ ଉପରୁ ଜଣେ ଯୁବକ ଏକ ତିନି ଚକିଆ ବାଇକରେ ଆସି ବ୍ରିଜ ଉପରୁ ନଦୀ ଭିତରକୁ ଡେଇଁପଡ଼ିଥିଲେ । ତେବେ ସେଠାରେ ଥିବା ସ୍ଥାନୀୟ ଜନସାଧାରଣ, ତୁଷୁରା ପୋଲିସ ଏବଂ ଓ଼ଡ୍ରାପ
Read More...

କରୋନା ଭାଇରସ୍ : ପ୍ରଶ୍ନରେ ଅକ୍ସଫୋର୍ଡ ଟୀକା, ଆଷ୍ଟ୍ରାଜେନେକା ପୁନର୍ବାର ପରୀକ୍ଷଣ ହେବ

ଲଣ୍ଡନ : ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରାଜେନେକା ଟୀକାର ପ୍ରଭାବକୁ ନେଇ ପ୍ରଶ୍ନ ମଧ୍ୟରେ କମ୍ପାନୀର ସିଇଓ ପାସ୍କାଲ୍ ସୋରିଓଟ୍ ଘୋଷଣା କରିଛନ୍ତି ଯେ, ସେ ସାରା ବିଶ୍ୱରେ ଅତିରିକ୍ତ ପରୀକ୍ଷା କରିପାରିବେ । କରୋନା ଜୀବାଣୁ ଟୀକାର ପ୍ରଭାବଶାଳୀ ସମ୍ଭାବନା
Read More...

ପିଏଲଜିଏ ସପ୍ତାହ ପାଳନ ପାଇଁ ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର ଲାଗିଲା

କଳାହାଣ୍ଡି, (ପି.କେ.ସାହୁ) : ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଇଁ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନିୟମଗିରି ଅଚଂଳରେ ରାସ୍ତା କାମକୁ ବିରୋଧ କରିବା ସହ ବଂଶଧାରା ଘୁନସର ନାଗାବଳୀ ଡିଭିଜନ ସଂଗଠନ ପକ୍ଷରୁ ଆସନ୍ତା ୨ ତାରିଖରୁ
Read More...

କରୋନାରେ ୧୪ ଜଣଙ୍କ ଜୀବନ ଗଲା ଆଜି

ଭୁବାନେଶ୍ୱର, (କେପିଏନ୍‌ଏସ୍‌) : ଆଜି କରୋନା ସଂକ୍ରମଣରେ ୧୪ ଜଣଙ୍କ ପ୍ରାଣହାନୀ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରୁ ୪ ଜଣ ଲେଖାଏଁ, ଭୁବନେଶ୍ୱରରୁ ୨ ଜଣ, ବାଲେଶ୍ୱର ଜିଲ୍ଲାରୁ ୨ ଜଣ, ପୁରୀ ଓ ନୟାଗଡ଼
Read More...

ରାଜ୍ୟରେ ଆଜି ୫୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ସମୁଦାୟ ୩୧୭୨୩୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦୮୮୩୯ ଜଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ୬୬୨୯ ଜଣ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି । ଆଜି ୫୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ
Read More...

ଭାରତୀ ସିଂଙ୍କୁ ଡ୍ରଗ୍ ଯୋଗାଉ ଥିବା ବିକ୍ରେତା ଏନସିବି ହାତରେ ଧରାପଡ଼ିଲା

ନୂଆଦିଲ୍ଲୀ : ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ଘରୁ ଗଞ୍ଜା ଏବଂ ଅନ୍ୟାନ୍ୟ ଡ୍ରଗ୍ସ ଉଦ୍ଧାର କରାଯାଇଥିଲା । ଭାରତୀ ଏନସିବି ଅଧିକାରୀଙ୍କ ସାମ୍ନାରେ ଡ୍ରଗ୍ସ ଗ୍ରହଣ କରୁଥିବା ସ୍ୱୀକାର କରିଥିଲେ। ଗୋଟିଏ ଦିନ ନ୍ୟାୟିକ
Read More...

କୃଷକ ଆନ୍ଦୋଳନ : ଦିଲ୍ଲୀର ୯ଟି ଷ୍ଟାଡିୟମକୁ ଅସ୍ଥାୟୀ ଜେଲ କରିବାକୁ ପୋଲିସ ଅନୁମତି ମାଗିଲା

ନୂଆଦି‌ଲ୍ଲୀ : ପଞ୍ଜାବରୁ ଆସିଥିବା କୃଷକଙ୍କ କନ୍‌ଭେନ୍‌ସନ୍ ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି । ସମସ୍ତ ବାଧାବିଘ୍ନକୁ ଦୂର କରି କୃଷକମାନେ ଶେଷରେ ଦିଲ୍ଲୀ ନିକଟରେ ପହଞ୍ଚିଛନ୍ତି । ଏଭଳି ପରିସ୍ଥିତିରେ ଦିଲ୍ଲୀ ପୋଲିସ ବର୍ତ୍ତମାନ ପ୍ରସ୍ତୁତି ବଢ଼ାଇ ଦେଇଛି । ରାଜଧାନୀରେ ଥିବା
Read More...

ସାମ୍ବାଦିକଙ୍କ ପାଇଁ ମେଗା ଯୋଜନ ଘୋଷଣା କଲେ ସରକାର : ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପରିବାରକୁ ୪ ଲକ୍ଷ ଦେବେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସରକାର‌ଙ୍କ ଦ୍ୱାରା ଘୋଷଣା ହୋଇଥିବା ସୁବିଧା ସୁଯୋଗ ସଂପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି । ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା ପାଇଁ ଏକାଧିକ ଯୋଜନା କରାଯାଇଛି । ବିଜ୍ଞପ୍ତିରେ
Read More...

ଅସହାୟ ଗରିବ ମାଝୀଙ୍କ ପାଖରେ ପହଞ୍ଚିଥିଲା ସେବା ଚେରିଟେବୁଲ୍ ଟ୍ରଷ୍ଟ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗଣମାଧ୍ୟମରୁ ଖବର ପାଇ ସେବା ଚେରିଟେବୁଲ୍ ଟ୍ରଷ୍ଟର ସଦସ୍ୟମାନେ ଗତକାଲି ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମର ଅସହାୟ ଗରିବ ମାଝୀଙ୍କ ପାଖରେ ପହଞ୍ଚିଥିଲେ । କିଛି ଲୁଗାପଟା ସହ ଶୀତ ବସ୍ତ୍ର ମଧ୍ୟ ଗରିବଙ୍କୁ ପ୍ରଦାନ କରିଥିଲେ ।
Read More...

ଯୁବକର ବାୟା ମନ : ନିଜର ବେକ କାଟିଲା, ନିଜ ଘରେ ନିଜେ ନିଆଁ ଲଗାଇଲା

ଅନୁଗୁଳ : ଯୁବକର ବାୟା ମନ । ନିଜ ଘରେ ନିଜେ ନିଆଁ ଲଗାଇ ନିଜ ବେକ ମଧ୍ୟ କାଟି ଦେଇଥିବାର ଖବର ଚାରିଆଡେ ଘୁରି ବୁଲୁଛି । ପାରିବାରିକ କଳହ ଯୋଗୁଁ ନିଜ ଘରେ ନିଜେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚାହୁଁଥିଲା ଯୁବକ । ଘଟଣାଟି ହେଉଛି ଅନୁଗୁଳର ଛେଣ୍ଡିପଦା ଖମାର ଗାଁର ବୋଲି ଜଣାପଡିଛି ।
Read More...