Browsing Tag

titilagarh news

ଧାନ ମଣ୍ଡି ଓ ଚାଷୀଙ୍କୁ ନେଇ ଜୋର୍‌ ଧରୁଛି ରାଜନୀତି

ଟିଟିଲାଗଡ, ( ଗୌରବ ଦର୍ଜୀ) : ଧାନ ମଣ୍ଡି ଓ ଧାନକୁ ନେଇ ସାରା ଭାରତରେ ଚାଲିଛି ରାଜନୀତି । କୃଷି ବିଲକୁ ନେଇ ଦିଲ୍ଲୀରେ କୃଷକ ମାନଙ୍କ ସହ ବିଭିନ୍ନ ରାଜନୀତି ମୁଣ୍ଡ ଟେକିଛି । ସେପଟେ କେନ୍ଦ୍ର ସରକାରଙ୍କ ମଣ୍ଡି ବ୍ୟବସ୍ଥାକୁ ନେଇ ଚାଷୀ ଚିନ୍ତିତ ଥିବା ବେଳେ ଓଡ଼ିଶା ରାଜ୍ୟରେ ରାଜ୍ୟ
Read More...

ଭାଜପାର ଚାଷୀ ଅଧିକାର ରାଲି

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ଉପଖଣ୍ଡର ପ୍ରତ୍ୟେକ ମଣ୍ଡିରେ ଲକ୍ଷ ଲକ୍ଷ ଧାନବସ୍ତା ପଡିଛି । ଚାଷୀମାନେ ସରକାରଙ୍କ ଠାରୁ ଟୋକନ୍ ପାଇ ମଣ୍ଡିମାନଙ୍କରେ ଧାନଗଦା କରିଛନ୍ତି ବୋଳି ଚାଷୀ କହନ୍ତି । ଅନେକ ଚାଷୀ ଟୋକନ୍ ପାଇଥିବା ସତ୍ତ୍ୱେ ମଣ୍ଡିକୁ ଧାନ ଆଣିପାରୁ ନଥିବା ଅଭିଯୋଗ
Read More...

ଚାଷୀଙ୍କ ଧାନ ଉଠିବ କେବେ ?

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ଉପଖଣ୍ଡର ପ୍ରତ୍ୟେକ ମଣ୍ଡିରେ ଲକ୍ଷ ଲକ୍ଷ ଧାନବସ୍ତା ପଡିଛି । ଚାଷୀମାନେ ସରକାରଙ୍କ ଠାରୁ ଟୋକନ୍ ପାଇ ମଣ୍ଡିମାନଙ୍କରେ ଧାନ ଗଦା କରିଛନ୍ତି ବୋଲି ଚାଷୀ କହନ୍ତି । ଅନେକ ଚାଷୀ ଟୋକନ୍ ପାଇଥିବା ସତ୍ତ୍ୱେ ମଣ୍ଡିକୁ ଧାନ ଆଣିପାରୁ ନଥିବା ଅଭିଯୋଗ
Read More...

ମାରୱାଡ଼ି ମହିଳା ସମିତି ତରଫରୁ ରକ୍ତଦାନ ଶିବିର ଉଦ୍‌ଯାପିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ସ୍ଥିତ ମହାବୀର ଧର୍ମଶାଳାରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମିଳନୀର ଟିଟିଲାଗଡ ଶାଖା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଷ୍ଟେଟ ବ୍ୟାଙ୍କ ଟିଟିଲାଗଡ ଶାଖା ସହଯୋଗ କରିଥିଲା । ବଜରଙ୍ଗ ଲାଲ ଜୈନଙ୍କ ନେତୃତ୍ଵରେ ଆୟୋଜିତ
Read More...

୭୨ ତମ ସାଧାରଣତନ୍ତ୍ର ଦିବସ ସହ ଶ୍ରମ ଦାନ କାର୍ଯ୍ୟକ୍ରମ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ହାଇସ୍କୁଲ୍ ପଡିଆରେ କୋଭିଡ୍ କଟକଣା ମଧ୍ୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ଟିଟିଲାଗଡ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିଥିଲେ । ଟିଟିଲାଗଡ
Read More...

ପନ୍ଦର ବର୍ଷର ନାବାଳିକାକୁ ବିବାହରୁ ରକ୍ଷା କଲା ଚାଇ‌ଲ୍ଡ ଲାଇନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ବୀଜେପୁର ପଞ୍ଚାୟତର ଏକ ଗ୍ରାମରେ ଚାଇଲ୍ଡ ଲାଇନ ପହଞ୍ଚି ପନ୍ଦର ବର୍ଷର ନାବାଳିକାର ବିବାହକୁ ବନ୍ଦ କରିଥିଲା । ନାବାଳିକାର ମାତା ପିତା ନାବାଳିକାର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ କୌଣସି ଜଣେ ଭଦ୍ର ବ୍ୟକ୍ତି ୧୦୯୮ରେ କଲ୍‌ କରି ସୂଚନା
Read More...

ସାଧାରଣତନ୍ତ୍ର ଦିବସରେ ସଫେଇ କାର୍ଯ୍ୟକ୍ରମ ନିଷ୍ପତ୍ତି

ଟିଟିଲାଗଡ, ( ଗୌରବ ଦର୍ଜୀ) : ୭୨ ତମ ସାଧାରଣତନ୍ତ୍ର ଦିବସ ୨୦୨୧ ମସିହା ଜାନୁଆରି ୨୬ ତାରିଖରେ ଟିଟିଲାଗଡରେ ଏକ ନୂଆ ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ନିଷ୍ପତି ନିଆଯାଇଛି । ସକାଳ ୮:୩୦ ରେ ହାଇସ୍କୁଲ୍ ପଡା ପଡିଆରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ ଉପଜିଲ୍ଲାପାଳ ଜାତୀୟ ପତାକା
Read More...

ବିଜେପି ଓ ନାରୀ ‘ଦ ଭଏସ ଅଫ ଓମେନ୍’ ଦ୍ଵାରା ପ୍ରେସ ମିଟ୍

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ପିଡବ୍ଲୁଡି ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ଓ ନାରୀ 'ଦ ଭଏସ ଅଫ ଓମେନ୍'ର ମିଳିତ ସଂଯୋଜନାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ କାଲି ଟିଟିଲାଗଡ ଥାନାରେ ହୋଇଥିବା ଏକ ଲଜ୍ଜା ଜଣକ ମାମଲାର ତୀବ୍ର ନିନ୍ଦା କରିଛନ୍ତି ଉଭୟ
Read More...

୨୬ ଜଣ ଶିଶୁ ସହ ୭୩ ଜଣ ଶ୍ରମିକ ଉଦ୍ଧାର : ପୋଲିସ ଜିମାରେ ଦେଇ ଗଲେ ନିଜେ ମାଲିକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ପୋଲିସ ଷ୍ଟେସନରେ ୨୬ ଜଣ ଶିଶୁ ସହ ୭୩ ଜଣ ଶ୍ରମିକଙ୍କୁ ଏକ ବସ୍ ଯୋଗେ ଆଣି ପୋଲିସର ଜିମାରେ ଛାଡି ଗଲେ ତେଲେଙ୍ଗାନା ରାଜ୍ୟର ଜଗତିଆଲ ଜିଲ୍ଲାର ତଳିପଲ୍ଲି ଗ୍ରାମର ମହମ୍ମଦ ସକିଲ । ଶ୍ରମିକଙ୍କ କରୁଣ ନିବେଦନର ଭାଇରାଳ ଭିଡିଓ ଗଣମାଧ୍ୟମରେ
Read More...

ଭତ୍ତା ଟିକକ ପାଇଁ ଡହକ ବିକଳ ବୃଦ୍ଧବୃଦ୍ଧା

ଟିଟିଲାଗଡ, (ଗୌରବ ଦର୍ଜୀ) : ମୁରିବାହାଳ ବ୍ଲକ ଅଲଣ୍ଡା ଗ୍ରାମପଂଚାୟତର ଏହି ଆବାଳ ବୃଦ୍ଧବୃଦ୍ଧା ମାନଙ୍କ ମଧ୍ୟରେ ଅନେକ ବିଧବା, ଦିବ୍ୟାଙ୍ଗ ବି ରହିଛନ୍ତି । ଅଲଣ୍ଡା ଗ୍ରାମପଂଚାୟତଠୁ ନେଇ ବଙ୍ଗୋମୁଣ୍ଡା ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ କାହିଁ କେତେ ଥର ଆବେଦନ କରିସାରିଲେଣି । ବର୍ଷ ବର୍ଷ ଧରି
Read More...