ଟିଟିଲାଗଡ ବିଜେପି ତରଫରୁ ବିଶ୍ୱ ଯୋଗ ଦିବସ ପାଳିତ
ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ ସର୍ବତ୍ର ଅନେକ ଉତ୍ସାହର ସହିତ ଯୋଗ ଦିବସ ପାଳିତ ହୋଇଛି । ଟିଟିଲାଗଡ ନଗର ବିଜେପି ତରଫରୁ ମଧ୍ୟ ସ୍ଥାନୀୟ ଘଣ୍ଟାସୁନି ମନ୍ଦିରରେ ଅନେକ ଉତ୍ସାହର ସହିତ ଯୋଗ ଦିବସ ପାଳିତ ହୋଇଛି । ଟିଟିଲାଗଡ ନଗର ବିଜେପି ସଭାପତି!-->…
Read More...
Read More...