Browsing Tag

rourakela news

ସୁବର୍ଣ୍ଣରେଖାର ନିର୍ମାଣ କାର୍ଯ୍ୟ ଲୋକାର୍ପିତ ଓ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ସୁବର୍ଣ୍ଣରେଖାର ନିଜସ୍ଵ ପରିସରରେ ସଦ୍ୟ ସମାପ୍ତ କମ୍ୟୁନିଟି ହଲ୍ ରାଉରକେଲାର ପୂର୍ବତନ ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ କର କମଳରେ ଉଦ୍‌ଘାଟିତ ହୋଇଯାଇଛି । ପୂର୍ବତନ…
Read More...

ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ଛତା ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂପ୍ରତି ଇସ୍ପାତ ନଗରୀ ରାଉରକେଲାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାପମାତ୍ରା ୪୪ଡିଗ୍ରୀ ରହିଥିବା ବେଳେ ରାସ୍ତା କଡରେ ବସୁଥିବା ବୁଲା ବିକାଳୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲ ତରଫରୁ "…
Read More...

କମ୍ରେଡ ପ୍ରଭାତ ମିଶ୍ରଙ୍କ ପ୍ରଥମ ବାର୍ଷିକ ସ୍ମୃତି ଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଷ୍ଟିଲ ମଜଦୁର ୟୁନିୟନ (ଏଆଇଟିୟୁସି) ପକ୍ଷରୁ ସେକ୍ଟର ୫ ସ୍ଥିତ କାର୍ଯ୍ୟାଳୟ ଠାରେ କମ୍ରେଡ ପ୍ରଭାତ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ୟୁନିୟନର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ସଭପତିତ୍ୱ ଓ…
Read More...

ଜାତୀୟ ଯୁବ ଭଲିବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଦଲରେ ସାମିଲ ଶୃତି ଥାପାଙ୍କୁ ଶୁଭେଚ୍ଛା

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ମାସ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲ୍ଲା ଇସ୍‌ଲାମପୁରଠାରେ ହେବାକୁ ଯାଉଛି ୨୪ତମ ଜାତୀୟ ଯୁବ ଭଲିବଲ୍‌ ପ୍ରତିଯୋଗିତା । ଭାରତୀୟ ଭଲିବଲ ମହାସଂଘ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ଦେଶର ବିଭିନ୍ନ ରାଜ୍ୟର ଖେଳାଳୀମାନଙ୍କ…
Read More...

ସେୟାରର ସ୍ୱନକ୍ଷତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : କ୍ରୀଡା, ସାଂସ୍କୃତିକ, ସାମାଜିକ ଏବଂ ବୌଦ୍ଧିକତାକୁ ପ୍ରୋତ୍ସାହନ ଦେବା ପାଇଁ ନୂତନ କରି ଗଠନ ହୋଇଥିବା "ସେୟାର" ଅନୁଷ୍ଠାନର ସ୍ୱନକ୍ଷତ୍ର ଦିବସ ବସ୍ତିଆ ମେମୋରିଆଲ ଟ୍ରଷ୍ଟ ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସରୋଜ କୁମାର ମହାନ୍ତିଙ୍କ…
Read More...

ବିଶ୍ୱ ରେଡ଼କ୍ରସ୍ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ସ୍ଥିତ ରାଉରକେଲା କଲେଜ, ରାଉରକେଲା ଏବଂ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ରେଡ଼କ୍ରସ୍ ୟୁନିଟ ତରଫରୁ ବିଶ୍ବ ରେଡ଼କ୍ରସ୍ ଦିବସ ପାଳିତ ହୋଇଯାଇଛି । ରେଡ଼କ୍ରସ୍ ୟୁନିଟର କାଉନସିଲର ଅଧ୍ୟାପକ ରଶ୍ମି ରଞ୍ଜନ ରାଉତ, ପ୍ରୋଗାମ ଅଫିସର…
Read More...

ବରଟୋଲିରେ ନିଃଶୁକ୍ଳ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବରଟୋଲି ବିକାଶ ମଞ୍ଚ ତରଫରୁ ବରଟୋଲି ସ୍ଥିତ ପଦ୍ମିନୀ ପ୍ୟାଲେସ ଠାରେ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସହଯୋଗୀ ଅନୁଷ୍ଠାନ ଡାକ୍ତର ଏସ୍ ଏସ୍ ଦାଶ ମେମୋରିଆଲ ଟ୍ରଷ୍ଟ, ହାଇଟେକ ମେଡିକାଲ କଲେଜ ଓ ଡାମିଟ୍ସର ମିଳିତ ସହଯୋଗରେ…
Read More...

ଓଡିଆ ବିକାଶ ମଞ୍ଚ ପକ୍ଷରୁ କାର୍ଲମାକ୍ସ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ଶ୍ରେଷ୍ଠ ସମାଜବିଜ୍ଞାନୀ, ଦାର୍ଶନିକ କାର୍ଲମାକ୍ସ ଜୟନ୍ତୀ କଲଚରାଲ ଏକାଡେମୀ ଠାରେ ପାଳିତ ହୋଇଯାଇଛି । ମଂଚର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ସାଧାରଣ…
Read More...

ଜୀବନବିନ୍ଦୁ ସଂଯୋଜକଙ୍କ ଜନ୍ମ ଦିବସରେ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାପ୍ସସ୍କୃତିକ ପରିଷଦ ଆନୁକୂଲ୍ୟରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ, ରାଉରକେଲା ଜୀବନ ବିନ୍ଦୁ ସଂଯୋଜକ ତଥା ପାଲଲହଡା, ଛେଣ୍ଡିପଦାର ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସଙ୍କ ୫୩ତମ ଜନ୍ମ ଦିନ ସ୍ଥାନୀୟ ସେକ୍ଟର-୨ କମ୍ୟୁନିଟି ସେଣ୍ଟର୍ ଠାରେ କେକ୍…
Read More...

ଜଣାଶୁଣା କଣ୍ଠଶିଳ୍ପୀଙ୍କ ପିତୃବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ବନାମଧନ୍ୟ କଣ୍ଠଶିଳ୍ପୀ ରାଉରକେଲା ନିବାସୀ ସ୍ନିଗ୍ଧାଞ୍ଜଳିଙ୍କ ପିତା ତଥା ପ୍ରାକ୍ତନ ବ୍ୟାଙ୍କ ଅଧିକାରୀ ସୁରେଶ ଚନ୍ଦ୍ର ରାୟ ଆଉ ନାହାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ରାଜବଂଶର ସ୍ୱର୍ଗତ ମଦନ ମୋହନ ରାୟ ଓ ପଦ୍ମିନୀ ରାୟଙ୍କ ସୁପୁତ୍ର ତଥା…
Read More...