Browsing Tag

balangir news

କୁମୁରିଆ ସାନ ଶୁଲିଆ ପୀଠର ମଣ୍ଡପ ଉଦ୍‌ଘାଟନ କଲେ ନରସିଂହ

ଆଦିବାସୀଙ୍କ ପରଂପରାକୁ ଅଗ୍ରାଧିକାର ଦିଆଯିବା ଦରକାର - ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ କୁଲୁତାପଡା ପଂଚାୟତର କୁମୁରିଆ ସ୍ଥିତ ସାନ ଶୁଲିଆ ପୀଠର ଶୁଲିଆବାବାଙ୍କ ଏକ ପୂଜାମଣ୍ଡପ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ
Read More...

କୁଟାସିଂହା ଖେଳ ପଡିଆ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ଅନ୍ତର୍ଗତ କୁଟାସିଂହା ଖେଳ ପଡିଆରେ ସନ୍ଧ୍ୟା ପରେ ଦଳ ଦଳ ହୋଇ ଯୁବକମାନେ ନିଶା ସେବନର ଆସର ଜମାଉ ଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଅଂଚଳରେ ଦେଶୀ ମଦ, ଗଂଜେଇ ସମେତ ଏମ୍‌ଏସ, କରେକ୍ସ ଭଳି ବିଭିନ୍ନ ବ୍ରାଣ୍ଡର ନିଶା ଦ୍ରବ୍ୟ
Read More...

ଆରମ୍ଭ ହେଲା ମକର ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ପେନ୍ଦିମୁଣ୍ଡାରେ ବଡ଼ ଧୁମ୍‌ଧାମରେ ଆଜି ଆରମ୍ଭ ହୋଇଯାଇଛି ମକର ଉତ୍ସବ । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମକର ଉତ୍ସବରେ ୪୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ନେଇ
Read More...

ବଲାଙ୍ଗିର ଶାନ୍ତିପଡାଠାରେ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କଲେ ସାଂସଦ ସଂଗୀତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସାଂସଦ ସଂଗୀତା କୁମାରୀ ସିଂଦେଓ ଶ୍ରୀରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ର ଶାନ୍ତିପଡାଠାରେ ବଣ୍ଟନ କରଛନ୍ତି । ଆସନ୍ତା ଆଗାମୀ ପୌଷ ଶୁକ୍ଲପକ୍ଷ ଦ୍ୱାଦଶୀ ଜାନୁଆରୀ ୨୨ ତାରିଖ ଦିନ
Read More...

ବିକେଏମ୍‌ପି ତରଫରୁ ଫୁଟବଲ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅର୍ଜୁନପୁର ଗ୍ରାମ ହାଇସ୍କୁଲ ପଡିଆରେ ବିକେଏମ୍‌ପି ତରଫରୁ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗତ ୧୦ ତାରିଖରୁ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଚତୁର୍ଥ ଦିବସରେ ପହଞ୍ଚିଛି । ଆଜି ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ
Read More...

ଗୁଡଭେଲା ବଜାରରେ ଶୀତକାଳୀନ ବସ୍ତ୍ର ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମକର ସଂକ୍ରାନ୍ତି ଅବସରରେ ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ମହକୁମା ବଜାରରେ ରବିବାର ସମାଜସେବୀ ନବୀନ ଜୈନ ଅସହାୟ ଲୋକମାନଙ୍କୁ କମଳ ବଣ୍ଟନ କରିବା ସହ ଚା' ଓ ସରବତ ବଣ୍ଟନ କରିଥିଲେ । ଶୀତ ଦାଉରୁ ଲୋକମାନେ କିଛି ରକ୍ଷା ପାଇ ପାରିବେ ଆଶାରେ ପ୍ରତିବର୍ଷ
Read More...

ସହଯୋଗ ଫାଉଣ୍ଡେସନ ଦ୍ୱାରା ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ସହିତ କୃତଜ୍ଞତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୃତଜ୍ଞତା ହେଉଛି ଏକ ଭାବନା ଯାହା ଆମ ଚାରିପାଖରେ ଥିବା ସମସ୍ତ ଶୁଭଫଳକୁ ହୃଦୟଙ୍ଗମ କରିବାର ସୁଯୋଗ ଦେଇଥାଏ । କୃତଜ୍ଞତା ହେଉଛି ଏକ ଏମିତି ମାଧ୍ୟମ ଯେତେବେଳେ ଆମେ ସମସ୍ତେ ନିଜ ଜୀବନରେ ଅନୁଭବ କରୁଥିବା ସୁଖ ଏବଂ ଶାନ୍ତି ପାଇଁ କୃତଜ୍ଞ ହେବା ପାଇଁ ଏକତ୍ରିତ
Read More...

ମାସିକ ରଚନା ସନ୍ଧ୍ୟା

ଜୀବନ ଓ ସାହିତ୍ୟ ପରସ୍ପର ଦ୍ୱାରା ପ୍ରଭାବିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୀବନ ଏବଂ ସାହିତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଓ ପରସ୍ପର ଦ୍ୱାରା ପ୍ରଭାବିତ । ମଣିଷର ବ୍ୟକ୍ତିଗତ ଓ ସାମାଜିକ ଜୀବନର ଭିତ୍ତି ସାହିତ୍ୟ ଦ୍ଵାରା ହିଁ ପ୍ରତିଷ୍ଠିତ ହୁଏ । ପ୍ରାଚୀନ କାଳରୁ ଜୀବନର ବହୁବିଧ
Read More...

ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟର ବାର୍ଷିକୋତ୍ସବରେ ଯୋଗଦେଲେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟର ବାର୍ଷିକୋତ୍ସବ ଅବସରରେ ଉଦ୍‌ଘାଟିତ ହୋଇଯାଇଛି ଏକ ସ୍ୱାସ୍ଥ୍ୟ ଶିବିର । ଦୁଇଦିନ ଧରି ପାଳିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସ୍ୱାସ୍ଥ୍ୟ ଶିବିରରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି
Read More...

ରେଲୱେ ଶ୍ରମିକ ୟୁନିୟନ ବଲାଙ୍ଗିର ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବଲାଙ୍ଗିର ରେଲୱେ ଷ୍ଟେସନ ସ୍ଥିତ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ କାର୍ଯ୍ୟାଳୟ ପରିସରରେ ସନ୍ଧ୍ୟା ୭ଟା ସମୟରେ ୟୁନିୟନ ସଭାପତି କମ୍ରେଡ ମଧୁ ସାହୁଙ୍କ ସଭାପତିତ୍ୱରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି ।
Read More...