Browsing Tag

balangir news

ବଲାଙ୍ଗିର ଫ୍ରେଣ୍ଡ୍‌ସ୍ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ସିଭିଲ୍‌ କୋର୍ଟ ନିକଟସ୍ଥ ଫ୍ରେଣ୍ଡ୍‌ସ୍‌ କ୍ଲବ ସଂଘ ପକ୍ଷରୁ ଚଳିତ ୬ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପୃଥିୀରାଜ ହାଇସ୍କୁଲ ପଡିଆଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାର
Read More...

ଧାରଣାରେ ବସିଲେ ଓଡିଶା ରାଜ୍ୟ ଉଜ୍ୱଳା କର୍ମଚାରୀ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଉଜ୍ୱଳା କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ଏଲ୍‌ପିଜି ବୋଟଲିଂଗ ପ୍ଲାଣ୍ଟ ସମ୍ମୁଖରେ ଦାବୀ ପୁରଣ ପାଇଁ ଧାରଣାରେ ବସିଛନ୍ତି ଓଡିଶା ରାଜ୍ୟ ଉଜ୍ୱଳା କର୍ମଚାରୀ ସଂଘ । ସଂଘ ପକ୍ଷରୁ କୁହାଯାଇଛି ଯେ, କର୍ମଚାରୀଙ୍କ ବିଭିନ୍ନ ସମସ୍ୟାକୁ
Read More...

ଜେଏସ୍‌ଏମ୍‌ କମର୍ସ ଏଣ୍ଡ ଆର୍ଟସ କଲେଜ୍‌ର ବାର୍ଷିକ ଉତ୍ସବ ପାଳନ ସହିତ ବିଦାୟ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ଗାର୍ଲ୍ସ ହାଇସ୍କୁଲ ପରିସରରେ ଜେଏସ୍‌ଏମ୍‌ କମର୍ସ ଏଣ୍ଡ ଆର୍ଟସ୍ କଲେଜ୍‌ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ଗଣେଶଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ୱଳନ ସହ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ମାସିକ ବୈଠକ ଏବଂ ବନ୍ଧୁମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ଼ ରୋଡ ସ୍ଥିତ ପଂଚବଟି ଉଦ୍ୟାନଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ମାସିକ ବୈଠକ ସଙ୍ଗେ ସଙ୍ଗେ ବାର୍ଷିକ ବଣଭୋଜି ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସାଧାରଣ ସଂପାଦକ ମଲିଆ ଗଡୁଆ
Read More...

ତହଁକ୍‌ ତିହାର୍‌ – ୨୦୨୪

କୋଶଲୀ ଭାଷା ଆନ୍ଦୋଳନ ପାଇଁ ସଜବାଜ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପତିତ ପାବନ ଏକାଡେମୀଠାରେ ତହଁକ୍‌ ସାହିତ୍ୟ କୁଟୁମ୍‌, ବଲାଙ୍ଗିର ୧୦ତମ ବାର୍ଷିକ ଉତ୍ସବ ତହଁକ୍‌ ତିହାର୍‌ -୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏଇ ଉତ୍ସବର ପ୍ରଥମ ଅଧିବେଶନରେ ଶିଶୁ ସାହିତ୍ୟିକ ଗୋପୀନାଥ
Read More...

ସୋନପୁରରୁ ଶ୍ରୀକ୍ଷେତ୍ରକୁ ଯାଉଥିବା ଟ୍ରେନକୁ ପାତାଳୀ ଶ୍ରୀକ୍ଷେତ୍ର ନାମରେ ନାମିତ କରିବାକୁ ଦାବି

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ଆଜି ସକାଳ ୧୧ ଘଣ୍ଟା ସମୟରେ ସୋନପୁର ବ୍ଲକ୍ ଛକ ନିକଟରେ କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲା ବିଜେପି ପୂର୍ବତନ ସଭାପତି ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ସମ୍ବର୍ଦ୍ଧନା ଦିଆଯଇଥିଲା । ନୂଆ ଚାଲିଥିବା
Read More...

କାର୍ଯ୍ୟରତ ଫରେଷ୍ଟ ରେଞ୍ଜର ଓ ଫରେଷ୍ଟରଙ୍କ ମଧ୍ୟରେ ହୋଇଥିବା ଟଣାଓଟରା ଘଟଣାକୁ ନେଇ ଏଲ୍‌ଡ଼ିଏ ପକ୍ଷରୁ ସାମ୍ବାଦିକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ରେଞ୍ଜରେ ଗତ କିଛି ଦିନ ଭିତରେ କାର୍ଯ୍ୟରତ ଫରେଷ୍ଟ ରେଞ୍ଜର ଓ ଫରେଷ୍ଟରଙ୍କ ମଧ୍ୟରେ ହୋଇଥିବା ଟଣାଓଟରା ଘଟଣାକୁ ନେଇ ଆଜି ଏଲ୍‌ଡ଼ିଏ ପକ୍ଷରୁ ବଲାଙ୍ଗିର ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ
Read More...

ବଲାଙ୍ଗିରରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ମାସ (୩ ତାରିଖରୁ ୫ ତାରିଖ) ତିନି ଦିନ ପର୍ଯ୍ୟନ୍ତ ଭୁବନେଶ୍ଵର ସ୍ଥିତ ଜନତା ମଇଦାନଠାରେ ଆୟୋଜିତ ହେଉଅଛି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ । ଏହି ବିଶ୍ଵସ୍ତରୀୟ ସମ୍ମିଳନୀକୁ ଏକ ଐତିହାସିକ ଦିନ ଭାବେ ସ୍ମରଣୀୟ କରିବା ପାଇଁ ତା.୦୩.୦୨.୨୦୨୪ ରିଖ
Read More...

ଗୋଁଣ୍ଡି ଭାଷା ଦିବସ ପାଳିତ

ଗୋଁଣ୍ଡି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ପାଇଁ ଦାବି ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାନ ଗୋଁଣ୍ଡି ଭାଷାବିତ, ଗବେଷକ, ଲେଖକ, ସମାଜ ସଂସ୍କାରକ ଆଚାର୍ଯ୍ୟ ଡ. ମୋତିରାବଣ କଙ୍ଗାଲିଙ୍କ ୭୬ତମ ଜୟନ୍ତୀ ସ୍ଥାନୀୟ ଗୋଁଣ୍ଡୱାନା ଭବନଠାରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ
Read More...

ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ଥାୟୀ ଶାନ୍ତି କମିଟି ପ୍ରତିଷ୍ଠା ଦାବି କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଉପରେ ବଲାଙ୍ଗିର ତଥା ପଡୋଶୀ ଜିଲ୍ଲା ଗୁଡିକ ମଧ୍ୟ ନିର୍ଭର କରି ଆସୁଛନ୍ତି । ହସ୍ପିଟାଲରେ ରୋଗୀ ତଥା ରୋଗୀ ସମ୍ପର୍କୀୟ ଓ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ନିୟମିତ ଗଣ୍ଡଗୋଳର ଘଟଣାମାନ ମଧ୍ୟ ସାମନାକୁ ଆସୁଛି । ଏହାର
Read More...