Browsing Tag

balangir news

ଆଠଗାଁ ଉଚ୍ଚ ବିଦ୍ୟାଳୟ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଡକ୍ତର ପବିତ୍ର ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆଠଗାଁ ଉଚ୍ଚ ବିଦ୍ୟାଳୟ ଠାରେ ସ୍ଵାକ୍ଷରତା କ୍ଲବର ଛାତ୍ରଛାତ୍ରୀ ଏବଂ ସଦସ୍ୟଙ୍କୁ ନେଇ ଏକ ଆଇନ ସଚେତନତା ଶିବିର
Read More...

ବଲାଙ୍ଗିର ବୈଦିପାଲି ଜଙ୍ଗଲରେ ଅଭାବନୀୟ ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଙ୍ଗଲ ଭିତରେ ପଡ଼ିଛି ମହିଳାଙ୍କ ଗଳିତ ମୃତଦେହ । ଘଞ୍ଚ ଜଙ୍ଗଲ ଭିତରେ କ'ଣ ଘଟିଛି ମହିଳାଙ୍କ ଉପରେ ? ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଶବ ସତ୍କାର ନକରି ଜଙ୍ଗଲ ଭିତରେ ଫୋପାଡ଼ି ଦେଇଛନ୍ତି କି ? ନା' କୌଣସି ସୈତାନ ମହିଳାଙ୍କୁ ହତ୍ୟା କରି ଜଙ୍ଗଲ
Read More...

ଆଦୃତ ସାହିତ୍ୟ ପତ୍ରିକା “ସୃଜନ ସଳିତା ନବନୀତା” ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ପ୍ରକାଶିତ ତଥା ବହୁ ଆଦୃତ ସାହିତ୍ୟ ପତ୍ରିକା 'ସୃଜନ ସଳିତା ନବନୀତା' ପୂଜା ସଂଖ୍ୟା ୨୦୨୪ ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକା ଗାୟତ୍ରୀ ସରାଫଙ୍କ ବାସଭବନ ' ନୀଡ଼ ' ଠାରେ ଏକ ନିରାଡ଼ମ୍ବର ସମାବେଶରେ ଅନୁଷ୍ଠିତ ଏହି ସଭାରେ ନାଟ୍ୟ ଭୀଷ୍ମ
Read More...

ବଲାଙ୍ଗିର ଜିଲ୍ଲାରେ ବେରୋଜଗାରୀ ସମସ୍ୟାର ଦୂର କରିବା ଦାବୀରେ ଶ୍ରମିକଙ୍କ ବିକ୍ଷୋଭ ପ୍ରର୍ଦଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପରିଷଦ କାର୍ୟ୍ୟାଳୟ ସମ୍ମୁଖରେ ନିଆରା ବିକ୍ଷୋଭ ପ୍ରର୍ଦଶନ । କୋଡ଼ି, କୋଦାଳ, ଡଲା, ଭାର ଧରି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ସୁଲେଇକେଲା ଗ୍ରାମ ପଞ୍ଚାୟତ ଅଧୀନ ଝରିଆମୁଣ୍ଡା ଗାଁର ଶ୍ରମିକମାନେ ରୋଜଗାର ଦାବୀରେ ଜିଲ୍ଲା ପରିଷଦ
Read More...

ନୂଆଦିଲ୍ଲୀ ଠାରେ ବଲାଙ୍ଗିରକୁ ମିଳିଲା ଇଷ୍ଟ ଜୋନ୍‌ର ବେଷ୍ଟ ଜିଲ୍ଲା ଆୱାର୍ଡ

ବଲାଙ୍ଗିର, (କେପିଏନ୍‌ସ୍‌) : ଆଜି ବଲାଙ୍ଗିର ପାଇଁ ଖୁସିର ଦିନ । କାରଣ ଆଜି ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଜାତୀୟ ଜଳ ପୁରସ୍କାରରେ ବଲାଙ୍ଗିରକୁ ଇଷ୍ଟ ଜୋନ୍‌ର ବେଷ୍ଟ ଜିଲ୍ଲା ଭାବେ ସମ୍ମାନିତ କରାଯାଇଛି । ଦେଶର ମହାମହିମ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁଙ୍କ ଠାରୁ ଆଜି ବଲାଙ୍ଗିର
Read More...

ମାଁ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପକୁ ପରିଦର୍ଶନ କଲେ ପୌର ଅଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଳାଙ୍ଗିର ସହର ବିଭିନ୍ନ ସ୍ଥାନରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଚାଲିଛି । ଏହି ଅବସରରେ ବଲାଙ୍ଗିର ସହରର ୧୮, ୧୯ ଓ ୨୧ ନଂ ୱାର୍ଡର ପୂଜା ମଣ୍ଡପକୁ ପରିଦର୍ଶନ କରିଛନ୍ତି ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ମାଁ ଗଜଲକ୍ଷ୍ମୀଙ୍କ ପୂଜା
Read More...

ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ମୋବାଇଲ ଚୋରକୁ ଧରି ପୋଲିସ ଜିମା ଦେଲେ ଲୋକେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏବେ ଚର୍ଚ୍ଚାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ । ପ୍ରତ୍ୟେକ ଦିନ ଏଠାରେ ଚୋରି ଡ଼କାୟତି ଭଳି ଅପରାଧିକ କାର୍ଯ୍ୟକଳାପ ହେଉଥିବା ବେଳେ ଆଜି ଜଣେ ବ୍ୟକ୍ତିଙ୍କଠୁ ମୋବାଇଲ ଚୋରି ହେଉଥିବା ବେଳେ ଠିକ୍‌ ସମୟରେ ବ୍ୟକ୍ତିଙ୍କ ପରିବାର ବର୍ଗ
Read More...

ବଲାଙ୍ଗିର ପବ୍ଲିକ୍ ସ୍କୁଲରେ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ପରିସରରେ ସ୍ୱାଧିନତା ସଂଗ୍ରାମୀ, ପୂର୍ବତନ ସାଂସଦ ତଥା ସମାଜସେବୀ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ ପାଳନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ
Read More...

ବଲାଙ୍ଗିର ଦିନ ପାଇଁ ଜାତି, ସମାଜ ଓ ସଙ୍ଗଠନ ଏକାଠି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ ଆୟୋଜକ କମିଟିର ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ପି.ପି. ଏକାଡେମୀ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଦିନ୍‌କୁ ଅଧିକ ଧୁମ୍‌ଧାମ୍‌ରେ ପାଳନ ପାଇଁ ଆୟୋଜକ କମିଟି ପକ୍ଷରୁ ବିଭିନ୍ନ ସାମାଜିକ,
Read More...

ବଲାଙ୍ଗିର ରୁଗୁଡ଼ିପଡ଼ା ଅଞ୍ଚଳର ଟ୍ୟୁସନ୍ ଶିକ୍ଷକ ଟ୍ୟୁସନ୍‌ ପଢାଇବା ବଦଳରେ ଛାତ୍ରୀଙ୍କୁ ପଠାଉଥିଲେ ଆପତ୍ତିଜନକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରୋଇ ଟ୍ୟୁସନ୍‌ର ଟ୍ୟୁସନ୍ ଶିକ୍ଷକ । ହେଲେ ବାବୁଙ୍କ କାରନାମା ଟିକେ ଭିନ୍ନ । ଟ୍ୟୁସନ୍‌ ପଢାଇବା ବଦଳରେ ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ମୋବାଇଲ୍‌ରେ ଆପତ୍ତିଜନକ ବାର୍ତ୍ତା ପଠାଇ ହଟହଟା ହୋଇଥିବା ଜଣାପଡ଼ିଛି । ଘଟଣାଟି ବଲାଙ୍ଗିର
Read More...