Browsing Tag

balangir news

କୋଶଳ କଳାମଣ୍ଡଳ ପଡିଆରେ ଆଞ୍ଚଳିକ ଖାଦ୍ୟ ମେଳା ଓ ପ୍ରଦର୍ଶନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାରେ ପାଳନ ହୋଇଯାଇଛି ଆଞ୍ଚଳିକ ଖାଦ୍ୟ ମେଳା ଓ ପ୍ରଦର୍ଶନୀ । ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରେ ଓଡ଼ିଶାର ଶ୍ରୀଅନ୍ନ ଓ ପାରମ୍ପରିକ କୃଷି ଐତିହ୍ୟକୁ ନେଇ ଆରମ୍ଭ ହୋଇଛି ଶ୍ରୀଅନ୍ନ ଅଭିଯାନ । ଆଜି ପ୍ରଦର୍ଶନୀରେ ରାଜ୍ୟସଭା ସାଂସଦ
Read More...

ଶିକ୍ଷୟିତ୍ରୀ ଚନ୍ଦ୍ରକାନ୍ତି ନାଗଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ କିଶ୍ର) : ଆଟଗାଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଚନ୍ଦ୍ରକାନ୍ତୀ ନାଗଙ୍କର ଭୁବନେଶ୍ୱର ସ୍ଥିତ ଏମ୍ସ ଚିକିତ୍ସାଳୟରେ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନ ଧରି କିଡ୍‌ନୀ ଏବଂ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟବରଣ କରିଛନ୍ତି ।
Read More...

ବଲାଙ୍ଗିର ଜିଲ୍ଲା ବନ୍ଧପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ “ବ୍ଲକସ୍ତରୀୟ ରଗବୀ ଫୁଟବଲ ଚୟନ ଶିବିର”…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବନ୍ଧପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ରଗବୀ ଫୁଟବଲ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ । ଶିବିରରେ ଦଶପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ
Read More...

ବଲାଙ୍ଗିର ମିଶନ ପଡିଆରେ ସଫେଇ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କିଛି ଯୁବକ ମିଶନ ପଡିଆରେ ସଫେଇ କାର୍ଯ୍ୟକ୍ରମ କରିଛନ୍ତି । କିଛି ଲୋକ ରାତିରେ ଆସି ସେଠାରେ ମଦ ମାଂସ ଖାଇ ପଡିଆରେ କାଚ୍‌ ବୋତଲ, ପ୍ଲାଷ୍ଟିକ, ଜରି ବିଭିନ୍ନ ପ୍ରକାରର ଆବର୍ଜନା କରି ପକାଇ ଚାଲି ଯାଉଛନ୍ତି । ସହରରେ ମିଶନ ପଡିଆ ପାଖା ପାଖି
Read More...

ଗାଈଖାଇ ଇକୋ ଟୁରିଜମରେ ସ୍ୱଚ୍ଛତା ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ ସାଲେଭଟା ଗାଈଖାଇ ଇକୋ ଟୁରିଜମରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାକୁ ଲାଗିଛି । ମାତ୍ର ସଚେତନତା ଅଭାବରୁ ବଣଭୋଜି କରିବାକୁ ଆସୁଥିବା ଲୋକେ ବିଭିନ୍ନ ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ ଓ କାଚ ବୋତଲ ଏଣେ ତେଣେ ଫିଙ୍ଗୁଛନ୍ତି । ଫଳରେ
Read More...

ବଲାଙ୍ଗିର ଦିନ୍‌ ଆୟୋଜନ କମିଟିର ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନ୍‌ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ପି.ପି.ଏକାଡେମୀ ସଭାଗୃହରେ ବଲାଙ୍ଗିର ଦିନ୍‌ ପାଳନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୧ ବଲାଙ୍ଗିର ଦିନ୍‌ ପାଳନକୁ ବ୍ୟାପକ କରିବା ପାଇଁ ବିଭିନ୍ନ
Read More...

ଖୁବ୍‌ ଶୀଘ୍ର ଘଟଣାର ପର୍ଦ୍ଦାଫାସ କରିବ ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତେବେ କ'ଣ ବଲାଙ୍ଗିରରେ ବି ଅନର୍‌ କିଲିଂ ? ଆଜି ସକାଳେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଘାଟିରେ ହଳେ ଯୁବକ ଯୁବତୀଙ୍କ ମୃତଦେହର ସନ୍ଧାନ ମିଳିବା ପରେ ସାରା ବଲାଙ୍ଗିର ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି । ଅର୍ଦ୍ଧନଗ୍ନ ଅବସ୍ଥାରେ
Read More...

ଘଟଣା ସ୍ଥଳରେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘଟଣା ସ୍ଥଳରେ ଖୋଦ୍‌ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ । ଚାଲିଛି ତନାଘନା ତଦନ୍ତ । କିଏ ମାରିଲା ? କାହିିଁକି ମାରିଲା ? କେମିତି ପରିସ୍ଥିତିରେ ଯୁବକ ଯୁବତୀଙ୍କୁ ହତ୍ୟା କରାଯାଇଥିବ ? କ'ଣ ରହିଛି ଏହି ହତ୍ୟାକାଣ୍ଡର ରହସ୍ୟ ? ଏହି ଘଟଣା ପଛରେ ପ୍ରେମ
Read More...

ବଲାଙ୍ଗିର ତଣ୍ଡାମୁଣ୍ଡା ଘାଟିରେ ପଡ଼ିଛି ୨ ଅଜଣା ଯୁବକ ଯୁବତୀଙ୍କ ମୃତଦେହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁତଲା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଘାଟିରେ ପଡ଼ିଛି ୨ ଅଜଣା ଯୁବକ ଯୁବତୀଙ୍କ ମୃତଦେହ । ଯୁବକଙ୍କ ତଣ୍ଟି କଟା ହୋଇଥିବା ବେଳେ ଅର୍ଦ୍ଧନଗ୍ନ ଅବସ୍ଥାରେ ପଡ଼ି ରହିଛନ୍ତି ଯୁବକ ଜଣକ । ଅନପଟେ ଯୁବତୀ ମଧ୍ୟ ତାଙ୍କ ନିକଟରେ ପଡ଼ି ରହିଛନ୍ତି ।
Read More...

ଭୀମଭୋଇ ଭେଷଜ ମହାବିଦ୍ୟାଳୟର ଫାର୍ମାକୋଲୋଜି ବିଭାଗର ପ୍ରଫେସର ଡଃ. ମୁରଲୀଧର ପାଣିଗ୍ରାହୀଙ୍କ ହୃଦ୍‌ଘାତରେ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନରେ ଭୀମଭୋଇ ଭେଷଜ ମହାବିଦ୍ୟାଳୟର ଫାର୍ମାକୋଲୋଜି ବିଭାଗର ପ୍ରଫେସର ଡଃ. ମୁରଲୀଧର ପାଣିଗ୍ରାହୀଙ୍କ ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି । ଡଃ. ପାଣିଗ୍ରାହୀ ଗତକାଲି ଅପରାହ୍ନ ପ୍ରାୟ ୪ଟା ସମୟରେ ଶ୍ରେଣୀ ଗୃହରେ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ
Read More...