Browsing Tag

balangir news

ବଲାଙ୍ଗିର ମନୋହରପୁର ସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ୬୫ତମ ପୋଲିସ ସହିଦ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମନୋହରପୁର ସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ୬୫ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତିବର୍ଷ ଦେଶ ମାତୃକାର ସେବାରେ ନିୟୋଜିତ ହୋଇ ସହିଦ ହୋଇଥିବା ପୋଲିସ କର୍ମଚାରୀଙ୍କ ସ୍ମୃତି ଓ ତାଙ୍କୁ ସମ୍ମାନ ଦିଆଯାଇ ପ୍ୟାରେଡ ଅଭିବାଦନ
Read More...

ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌ : ବଲାଙ୍ଗିର ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌ ବଲାଙ୍ଗିର ଲାଲଟିକ୍ରା ସ୍ଥିତ ନିଜସ୍ୱ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ବିଭୂତି ଭୂଷଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ସମୃଦ୍ଧି ପାଇଁ
Read More...

ରାଜ୍ୟସ୍ତରୀୟ ଟାଇକଣ୍ଡୋ ସ୍କୁଲ ଗେମ୍‌ରେ ବଲାଙ୍ଗିରକୁ ୫ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁରୀ ଜିଲ୍ଲା ସ୍କୁଲରେ ରାଜ୍ୟସ୍ତରୀୟ ସ୍କୁଲ ଗେମ୍‌ ଟାଇକଣ୍ଡୋ ପ୍ରତିଯୋଗିତା ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ କୋଚ ତଥା ଜାତୀୟ ସ୍ତରୀୟ ରେଫରୀ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ୍‌
Read More...

ତହଁକ କୁଟୁମର କୋସଲି ଖାନା କୋସଲି ଗାନା

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ଟାଉନ ବାଲିକା ଉଚ୍ଚ ବିଦ୍ୟାଳୟ ଠାରେ ତହଁକ କୁଟୁମ ତରଫରୁ କୋସଲି ଖାନା କୋସଲି ଗାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନରଞ୍ଜନ ଯୋଷୀ ଯୋଗଦେଇ ଗୋଟିଏ ଅଂଚଳର ସଂସ୍କୃତି, ପରମ୍ପରା ସେ ଅଂଚଳକୁ
Read More...

ରାଜ୍ୟସ୍ତରୀୟ ସମ୍ବିଧାନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ୨୬ ନଭେମ୍ବର ସମ୍ବିଧାନ ଦିବସକୁ ଡିସେମ୍ବର ୧ ତାରିଖ ଦିନ ରାଜ୍ୟ ସ୍ତରରେ ପାଳନ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି ଯେ, ଆଗାମୀ ୨୬ ନଭେମ୍ବର ୨୦୨୪ରେ ଭାରତର ସମ୍ବିଧାନ ଲାଗୁ ହେବାରେ ୭୫
Read More...

ଝାଙ୍କରପାଲିରେ ୨୨ତମ ଗଜଲକ୍ଷ୍ମୀ ପୂଜା ସମ୍ପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଝାଙ୍କରପାଲି ଗ୍ରାମ‌ ଠାରେ ୨୨ତମ ଗଜଲକ୍ଷ୍ମୀ ପୂଜା ସମ୍ପନ୍ନ ହୋଇଛି । ଚଳିତବର୍ଷ ୧୦୮ଟି କଳସ ସ୍ଥାପନ କରାଯାଇଥିଲା ଯାହା ୧୬ ତାରିଖ ମଣ୍ଡପ କଳସ ସ୍ଥାପନ କରି ୨୦ ତାରିଖରେ ବିସର୍ଜନ କରାଯାଇଛି । ପ୍ରତିଦିନ ଦିନବେଳା
Read More...

ଦାମ୍ପତ୍ୟ କଳହକୁ ନେଇ ସ୍ୱାମୀର ଜଘନ୍ୟ କାଣ୍ଡ : ଜନ୍ମ କଲା ପୁଅକୁ ନେଇ ଟ୍ରେନ୍‌ ଲାଇନ୍‌ରେ ବାନ୍ଧିଦେଲା ଜହ୍ଲାଦ ବାପା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦାମ୍ପତ୍ୟ କଳହକୁ ନେଇ ସ୍ୱାମୀର ଜଘନ୍ୟ କାଣ୍ଡ । ଏଭଳି କାଣ୍ଡ ଯେ, ଆସୁରିକତାକୁ ବି ବଳି ଯାଇଥିବା ଲୋକେ ଆଲୋଚନା କରିଛନ୍ତି । ବାପା ହୋଇ ଜନ୍ମ କଲା ପୁଅକୁ ନେଇ ଟ୍ରେନ୍‌ ଲାଇନ୍‌ରେ ବାନ୍ଧିଦେଲା ଜହ୍ଲାଦ ବାପା । ଏଭଳି ଏକ ଘଟଣା ସାରା ବଲାଙ୍ଗିର ସହରକୁ
Read More...

ଗନ୍ଧମାର୍ଦ୍ଦନକୁ ଜାତୀୟ ସଂପତି ରୂପେ ଘୋଷଣା କରାଯାଉ : କୋଶଲବାଦୀ ନେତା ପ୍ରମୋଦ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗନ୍ଧମାର୍ଦ୍ଦନକୁ ଜାତୀୟ ସଂପତି ରୂପେ ଘୋଷଣା କରାଯାଉ, ଖଣିଖନନର ଅପଚେଷ୍ଟା କରାନଯାଉ । ଗନ୍ଧମାର୍ଦ୍ଦନ ଅଂଚଳରେ ଜାତୀୟ ଆୟୁର୍ବେଦିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ସହ ବଲାଙ୍ଗିର ଠାରେ ଆୟୁର୍ବେଦ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରାଯାଉ ବୋଲି ଏକ ସାମ୍ବାଦିକ
Read More...

ଇଷ୍ଟକୋଷ୍ଟ ରେଲୱେ ଡିଭିଜନ ସମ୍ବଲପୁର ଅଧିକାରୀଙ୍କ ସହ ସାଂସଦଙ୍କ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସାଙ୍ଗୀତକ୍ଷ କୁମାରୀ ସିଂଦେଓଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡା ଠାରେ ସାଂସଦ ଏବଂ ଇଷ୍ଟକୋଷ୍ଟ ରେଲୱେ ସମ୍ବଲପୁର ଡିଭିଜନର ଅଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଇଷ୍ଟକୋଷ୍ଟ ରେଲୱେ ଡିଭିଜନ ଅନ୍ତର୍ଗତ ସମ୍ବଲପୁର,
Read More...

ସାଂସଦ ଏବଂ ଇଷ୍ଟ କୋଷ୍ଟ ରେଲୱେ ଡିଭିଜନ ସମ୍ବଲପୁର ଅଧିକାରୀଙ୍କ ଡିଭିଜନ ସ୍ତରୀୟ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସାଙ୍ଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡା ଠାରେ ସାଂସଦ ଏବଂ ଇଷ୍ଟ କୋଷ୍ଟ ରେଲୱେ ସମ୍ବଲପୁର ଡିଭିଜନର ଅଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଇଷ୍ଟ କୋଷ୍ଟ ରେଲୱେ ଡିଭିଜନ ଅନ୍ତର୍ଗତ
Read More...