ଚରମ ଅବହେଳାର ଶୀକାର ରାଣୀପୁର ଝରିଏଲ – ହେମନ୍ତ ପଣ୍ଡା
୬୪ ଯୋଗିନୀଙ୍କ ନାମ ତାଲିକା ଏଏସ୍ ଆଇ ପାଖରେ ନାହିଁ
ବଲାଙ୍ଗିର, (କେପିଏନ୍ଏସ୍) : ନବମ ଶତାଦ୍ଦୀର ରାଣିପୁର ଝରିଏଲ ସ୍ଥିତ ଐତିହାସିକ ଚୌଷଠି ଯୋଗିନୀ ପୀଠ ଚରମ ଅବହେଳାର ଶୀକାର ହୋଇଛି ବୋଲି ବଲାଙ୍ଗିରର ବିଶଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଭାରତୀୟ ପ୍ରତ୍ନତତ୍ତ୍ୱ!-->!-->!-->…
Read More...
Read More...